Apr 14, 2024, 19:34 IST

୨୦୨୪ ରେ ମୋଦୀଙ୍କ ଖେଳ ନେଇ ମୁଁହ ଖୋଲିଲେ ଓଡ଼ିଆ କମେଡିଆନ ହରିହର ମହାପାତ୍ର ଦେଖନ୍ତୁ ଦେଲେ ବଡ ବୟାନ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ବନ୍ଧୁଗଣ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଲୋକପ୍ରିୟ ହାସ୍ୟ ଅଭିନେତା ଶ୍ରୀ ହରିହର ମହାପାତ୍ର ଓ ଅଭିନେତ୍ରୀ ଶ୍ରୀମତୀ ପିଙ୍କୀ ପ୍ରଧାନଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦେଖୁବାକୁ ମିଳିଛି।
ତେବେ ହରିହର ମହାପାତ୍ର କହିଛନ୍ତି, "ମୁଁ ଚ୍ୟାଲେଞ୍ଜ କରି କହୁଛି, ଯଦି ଓଡ଼ିଶାରେ ମୋଦିଜୀ ଖେଳ ନକରନ୍ତି ,ମୁଁ ମୋ କାନ କାଟିଦେବି "। ଏବଂ ତାଙ୍କ ଭଳି କଳାକାର ମାନଙ୍କ ଛାତିକୁ ଗୋଇଠା ମାରିଛନ୍ତି ବୋଲି ହରିହର ମହାପାତ୍ର କହିଛନ୍ତି। 
କଳିଙ୍ଗ ଷ୍ଟୁଡ଼ିଓ ତିଆରି ହେଉଛି ଗୋଟେ ଏଭିଲସମେଣ୍ଟ ପାର୍କ ହେବା ପାଇଁ। ବଡବଡିଆ ବାହାଘର, ବିଜେଡି ନେତାଙ୍କ ଝିଅ-ପୁଅ ବାହାଘର ସେହିଠାରେ କରିବେ। ହେଲେ ସେହିଠାରେ ସିନେମା ସୁଟିଂ ହେବ ନାହିଁ।
Gg
ସିନେମାର ଉର୍ନତି ପାଇଁ କଳିଙ୍ଗ ଷ୍ଟୁଡ଼ିଓ ବର୍ତମାନ ତିଆରି ହେଉନାହିଁ। ବୋର୍ଡ ଲାଗିଛି କଳିଙ୍ଗ ଷ୍ଟୁଡ଼ିଓ କିନ୍ତୁ ଭିତରେ ଯାଇ ଦେଖିଲେ ସୁଇମିଙ୍ଗପୁଲ, ଆପାର୍ଟମେଣ୍ଟ ସବୁ ତିଆରି ହେଇଛି। 
କଳିଙ୍ଗ ଷ୍ଟୁଡ଼ିଓକୁ ଯେତେବେଳେ ସିନେମା ଶିଳ୍ପର ମାନ୍ୟତା ଦିଆଯାଇଥିଲା ସେତେବେଳେ ଆସାମରୁ ଆସି ପ୍ରଡ୍ୟୁସର ସେହିଠାରେ ସୁଟିଂ କରୁଥିଲେ। ଆଜି କିନ୍ତୁ କଳିଙ୍ଗ ଷ୍ଟୁଡ଼ିଓ ପଡିଛି ଅଲୋଡ଼ା ହେଇକି। କେହି ହେଲେବି ଯାଉନାହାନ୍ତି କଳିଙ୍ଗ ଷ୍ଟୁଡ଼ିଓକୁ।
ବେଙ୍ଗଲରେ କଳାକାର ମାନଙ୍କୁ ହେଲଥ ଇନ୍ସୁରାନ୍ସ ପ୍ରଦାନ କରାଯାଉଛି। ସରକାର ଓଡିଶାର କଳାକାରଙ୍କ ପାଇଁ କିଛି କରିନାହିଁ। ତେଣୁ ହରିହର ମହାପାତ୍ର ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି, ଏହାର ଜବାବ ସାଧାରଣ ନିର୍ବାଚନରେ ଦେବା ପାଇଁ।

Advertisement