Apr 17, 2024, 18:42 IST

ରାଣୀ ପଣ୍ଡାଙ୍କ ପ୍ରେମ ମାମଲାରେ ମୁଁହ ଖୋଲିଲେ ଓକିଲ ବ୍ୟୋମକେଶ ତ୍ରିପାଠୀ ଦେଖନ୍ତୁ ରାଣୀ ପଣ୍ଡାଙ୍କୁ କଣ କହିଲେ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କିଛି କଥା କହିଛନ୍ତି । ସେ କହିଛନ୍ତି, ରାଣୀ ପଣ୍ଡା ଜଣେ ଭଲ ପ୍ରେମିକା ତାଙ୍କ ନାଁ ସ୍ଵର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ ।
Yy
ରାଣୀ ପଣ୍ଡା ହେଉଛନ୍ତି ଜଣେ ଭଲ ହୃଦୟର ବ୍ୟକ୍ତି । ସେ ଲୋକମାନଙ୍କୁ ବହୁତ ଭଲ ପାଆନ୍ତି । ସେ ଜଣେ ଭଲ ପାଠପଢା ମଣିଷ । ସେ ଏବେ ଯେଉଁ ଷ୍ଟେପ ନେଇଛନ୍ତି ତାହା ଭୁଲ । ତାଙ୍କ ପ୍ରେମିକ ନାଁରେ ସେ କିଛି ଅଭିଯୋଗ ଆଣିଛନ୍ତି ଆଉ ଏହା ନଷ୍ଟ ହୋଇଯିବ ।
ସେମାନଙ୍କ ଭିତରେ ରିଲେସନ ଥିଲା । ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ଏନେଇ କିଛି କଥା କହିଛନ୍ତି । ଯଦି ଜଣେ ପ୍ରାପ୍ତ ବୟସ୍କ ଝିଅ ଆଉ ପୁଅ ରିଲେସନରେ ରୁହନ୍ତି ତାହେଲେ ଏହା କାହାର ଭୁଲ ନୁହେଁ । 
ହଜାର ହଜାର ଲୋକ ଏଭଳି କାମ କରୁଛନ୍ତି । ଝିଅ ଯଦି ଖୁସିରେ ଅଛି ତାହେଲେ କିଛି ଅସୁବିଧା ହେବ ନାହିଁ । ରାଣୀ ପଣ୍ଡାଙ୍କ ପ୍ରେମିକ ତାଙ୍କୁ ବିବାହ କରିବାକୁ କହିଥିଲେ କିନ୍ତୁ ସେ ତାଙ୍କୁ ବିବାହ କରିଲେ ନାହିଁ ।
Yy
ଏବେ ଏନେଇ ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି କିନ୍ତୁ ତାଙ୍କ ପ୍ରେମିକର କିଛି ହେବ ନାହିଁ । ରାଣୀ ପଣ୍ଡା ଯଦି କିଛି କରୁଛନ୍ତି ତାହା ବିଷୟରେ କହିବା ତାଙ୍କ ଭୁଲ ଅଟେ । ରାଣୀ ପଣ୍ଡା ଏବେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି ଆଉ ଏହି ସ୍ବପ୍ନ ଦେଖିବା ଭୁଲ ନୁହେଁ । 
ରାଣୀ ପଣ୍ଡା କହିବା ବନ୍ଦ କର । ଆଉ ତାଙ୍କ ନାଟକ ମଧ୍ୟ ଅନେକ ଥର ଦେଖିବାକୁ ସେ ଯାଇଛନ୍ତି । ପ୍ରକୃତରେ ଯଦି ରାଣୀ ପଣ୍ଡାଙ୍କ ପ୍ରେମ ସତ୍ୟ ଅଟେ । ତାହେଲେ ତାଙ୍କ ଭଲପାଇବା ତାଙ୍କ ପାଖକୁ ଫେରି ଆସିବ ବୋଲି ଆଇନଜୀବୀ ଜଣକ କହିଛନ୍ତି ।
ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ଭଲ ଅଭିନେତ୍ରୀ ବୋଲି ଆଉ ଏହାସହ ସେ ଜଣେ ଭଲ ପ୍ରେମିକା ବୋଲି ମଧ୍ୟ କହିଛନ୍ତି । ଏହାସହ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅନେକ କଥା କହିଛନ୍ତି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ।

Advertisement