Jan 14, 2024, 19:56 IST

ହୋଟେଲରେ ଖେଳ କରିବା ପଡ଼ିଲା ମହଙ୍ଗା ଦେଖନ୍ତୁ ସମସ୍ତେ ପ୍ରେମିକ ମିଶି କଣ କଲେ - Exclusive

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି ।
Special Report
ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି। ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇପାରୁଛନ୍ତି। 
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
Special Report
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ଦ୍ଵାରା ଖୁବ ସହଜରେ ଜାଣିବାକୁ ମିଳିଥାଏ। ତେବେ ବନ୍ଧୁଗଣ ହୋଟେଲ ରୁମ ଭିତରେ ଚାଲିଥିଲା ଲୁଚି ଲୁଚି ପ୍ରେମ ହଠାତ ଧରା ହେଲେ ଯୁବକ ଯୁବତୀ। ଏପରି ଘଟଣା ଘଟିଛି ରାଉରକେଲା ଅଞ୍ଚଳରେ। 
ଏପରି ମଧ୍ୟ ଅଭିଯୋଗ ହୋଇଛି ଯେ ଚାକିରୀ ପାଇଁ ଆସୁଥିବା ନୂଆ ନୂଆ ଯୁବକଙ୍କୁ ଯୁବତୀ ଜଣକ ପ୍ରେମ ଜାଲରେ ଫସାଉଥିଲେ ଆଉ ତା ପରେ ଲୁଟୁଥିଲେ। ହୋଟେଲ ରୁମ ଭିତରେ ଧରା ପଡ଼ିଥିବା ଯୁବକ ଯୁବତୀ ଏକାଠି କାମ କରନ୍ତି।
Special Report
ଆଉ ଉଭୟ ଅନ୍ୟତ୍ର କରିସାରିଛନ୍ତି। କିନ୍ତୁ ନିଜର ସଂସାର ଥିଲେ ମଧ୍ୟ ନିଜର ସଂସାରକୁ ଛାଡ଼ି ହୋଟେଲ ଭିତରେ ପ୍ରେମ କରୁଥିଲେ। ଆଉ ଠିକ୍ ସେହି ସମୟରେ ପୂର୍ବ ପ୍ରେମିକମାନେ ମିଶି ହୋଟେଲ ଭିତରକୁ ପଶିଗଲେ। 
Special Report
ପ୍ରେମିକା କୁ ଧରିଲା ବେଳକୁ ପ୍ରେମିକା କହୁଛି "ତମେ ସବୁ ଯାଅ ମୁ ତାଙ୍କ ସହ କଥା ହେବି"। ତେବେ ବନ୍ଧୁଗଣ ଜାଣିବାକୁ ମିଳିଥିଲା ଯେ ଚାକିରୀ ପାଇଁ ଆସୁଥିବା ନୂଆଁ ଯୁବକ ମାନଙ୍କୁ ଏହି ଯୁବତୀ ଜଣକ ପ୍ରଥମେ ପ୍ରେମ କରିଥିଲେ। ଆଉ ପ୍ରେମ ଜାଲରେ ଫସେଇ ପକେଟ୍ ରୁ ସବୁ ଟଙ୍କା ଲୁଟି ନେଉଥିଲେ।
ଏବଂ ଏହାପରେ ତାକୁ ଛାଡ଼ି ଅନ୍ୟ କାହାକୁ ଧରୁଥିଲେ। ଏମିତି ଘଟଣା ସାମ୍ନାକୁ ଆସିଲା ପରେ ସମସ୍ତେ ଏକତ୍ରିତ ହୋଇ ହୋଟେଲ ଖେଳ କୁ ବନ୍ଦ କରି ଦେଇଛନ୍ତି। ତେବେ ବନ୍ଧୁଗଣ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisement