Jan 14, 2024, 18:33 IST

ହୋଟେଲରେ ଅଚାନକ ଚାଲିଗଲେ ଯୁବତୀ ଦେଖନ୍ତୁ କଣ ହେଲା ଯେ ଅଚାନକ OYO ଭିତରେ ହେଲା ଏମିତି

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ପ୍ରଶ୍ନ ଆଣିବ ।
Special Report
ଆଜିକାଲି ଦୁନିଆରେ ପ୍ରେମୀ ଯୁଗଳ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ ହୋଟେଲ ଆଦିକୁ ଯାଉଛନ୍ତି । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସୁଛି । ଜଣେ ଯୁବକ ଯିଏ କି ହେଉଛନ୍ତି ରାୟଗଡ଼ାରୁ । ଆଉ ପ୍ରେମିକା ଜଣକ ପୁରୀରୁ ।
ଏହି ପ୍ରେମିକ ଆଉ ପ୍ରେମିକା ବ୍ରହ୍ମପୁର ସହରରେ ଦେଖା କରିଥିଲେ । ଆଉ ସେଠାରେ ଓୟୋ ହୋଟେଲରେ ରାତି ବିତାଇଥିଲେ । ରାତିରେ ତାଙ୍କର ଶରୀରର ମିଳନ ମଧ୍ୟ ହେଲା । କିନ୍ତୁ ଏହାପରେ ପ୍ରେମିକା ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ ।
Special Report
ଏହାପରେ ପ୍ରେମିକ ଜଣକ ତାଙ୍କୁ ନେଇ ସେଠାରେ ଥିବା ମେଡ଼ିକାଲକୁ ନେଇଥିଲେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହି ପୁଅ ଜଣକ ନାଁ ହେଉଛି ସଂକେତ । ଏବେ ଝିଅର ଘରଲୋକ ଅଭିଯୋଗ ଆଣିଛନ୍ତି ।
ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି ତାଙ୍କ ଝିଅକୁ ଜୋର୍ ଜବରଦସ୍ତ ଦୁ-ଷ୍କ-ର୍ମ କରି ହ-ତ୍ୟା କରାଯାଇଛି । ଏବେ ଏହି ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
Special Report
ଗୋଳ ଥାନା ଅନ୍ତର୍ଗତ ହଳଦିଆ ବ୍ରଦର୍ ଛକ ନିକଟରେ ଥିବା ଓୟୋ ହୋଟେଲରେ ଏହି ଘଟଣା ଘଟିଛି ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି । ସୂଚନା ମିଳିଛି କି ଏହି ଯୁବତୀ ଜଣକ ରାୟଗଡ଼ାରୁ ଜଣେ ଯୁବକଙ୍କୁ ଭେଟିବା ପାଇଁ ଏହି ସ୍ଥାନକୁ ଆସିଥିଲେ ।
ଆଉ ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଆଉ ଯୁବତୀଙ୍କୁ ମେଡିକାଲ ନେଇ ଯାଇଥିଲେ । ଆଉ ସେଠାରେ ତାଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିବା ବେଳେ ପରିବାର ଲୋକ ଏଭଳି ଜୋର୍ ଜବରଦସ୍ତ ଦୁ-ଷ୍କ-ର୍ମ ଅଭିଯୋଗ ଆଣିଛନ୍ତି ।
ଏବେ ଏହି ଘଟଣାର ସତ୍ୟତା ଜଣାପଡି ନାହିଁ । ଏହି ଘଟଣା କିଭଳି ଘଟିଲା ଆଉ ଯୁବତୀ ଜଣଙ୍କର ମୃତ୍ୟୁ କେଉଁ କାରଣ ପାଇଁ ହେଲା ? ଏହା ତଦନ୍ତ ପରେ ସାମ୍ନାକୁ ଆସିବ । ଏବେ ଏହି ଘଟଣାର ସତ୍ୟତା କଣ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Advertisement