Feb 14, 2024, 13:24 IST

ହସ୍ପିଟାଲ ବେଡ ରେ ମୋଦୀ ଙ୍କୁ ଏମିତି ବିନତି କଲେ ମିଥୁନ, ମୋଦୀ କହିଲେ ମିଥୁନ.. ତମେ ବ୍ୟସ୍ତ ହୁଅନି ମୁ ଅଛି..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମିଥୁନ ଚକ୍ରବର୍ତ୍ତୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ରେ ଜଣେ ଆଗ ଧାଡ଼ି ର ଅଭିନେତା।ସେ ଆଜି ପର୍ଯ୍ୟନ୍ତ ଯାହା ବି କିଛି ପାଇଛନ୍ତି କେବଳ ତାଙ୍କ ପରିଶ୍ରମ ଯୋଗୁଁ।
ତାଙ୍କୁ ବର୍ତ୍ତମାନ ସମୟ ରେ ସମସ୍ତେ ଜାଣିଛନ୍ତି।କେବଳ ଭାରତ ରେ ନୁହେଁ ସାରା ବିଶ୍ଵ ର ଲୋକ ମାନେ ତାଙ୍କୁ ପସନ୍ଦ କରନ୍ତି।ତାଙ୍କ ଫିଲ୍ମ ଗୁଡ଼ିକ ଦେଖିବାକୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ଆଜି ଆମେ ସେହି ମହାନ୍ ଅଭିନେତା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ନିକଟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମିଥୁନ ଙ୍କୁ ଫୋନ୍ କରି ଖୁବ୍ ଗାଳି ଦେଇ ଥିଲେ।ଏହାକୁ ନିଜେ ମିଥୁନ ସମସ୍ତଙ୍କ ଆଗରେ ପ୍ରକାଶ କରି ଛନ୍ତି।ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ମିଥୁନ ଚକ୍ରବର୍ତ୍ତୀ ଏଭଳି କି କାମ କଲେ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏଭଳି ଗାଳି ଦେଲେ।
ତେବେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଛୁ କି ମିଥୁନ ଚକ୍ରବର୍ତ୍ତୀ ଙ୍କ ଦେହ ବହୁତ ଖରାପ ହୋଇ ଯାଇ ଥିଲା।ତାଙ୍କ ଛାତି ରେ ଅସହ୍ୟ ଯନ୍ତ୍ରଣା ହୋଇ ଥିଲା।ଏହି ସମୟ ରେ ତାଙ୍କ ପରିବାର ଲୋକେ ତାଙ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଥିଲେ।
ସେ ଦୁଇ ଦିନ ସେଠାରେ ରହିଥିଲେ।ତେବେ ଏହି ସମୟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି ଥିଲେ।କହି ଥିଲେ କି ମିଥୁନ ତମକୁ ତମ ଦେହ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅ।ତାଙ୍କୁ ଏଥିପାଇଁ ସେ ପାଟି କରି ଥିଲେ।
Special report
ଏହି କଥା ମିଥୁନ ଚକ୍ରବର୍ତ୍ତୀ ଗଣ ମାଧ୍ୟମ ଆଗରେ ପ୍ରକାଶ କରି ଥିଲେ।ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।ଆଉ ଅଳ୍ପ ଦିନ ସେ ହସ୍ପିଟାଲ୍ ରେ ରହି ଘର କୁ ଫେରିବେ।ତେବେ ସେ ଜଲଦି ସୁସ୍ଥ ହୋଇ ଯାଆନ୍ତୁ ବୋଲି ତାଙ୍କ ପ୍ରଶଂସକ ମାନେ କହିଛନ୍ତି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମିଥୁନ ଙ୍କୁ ଫୋନ୍ କରି ଜଣାଇ ଥିଲେ ଯେ ନିଜ ସ୍ଵାସ୍ଥ୍ୟ ବସ୍ଥା ର ଧ୍ୟାନ ଦିଅ।ମୋଦି ଙ୍କ ଏହି କଥା କୁ ଶୁଣି ମିଥୁନ ହସି ଥିଲେ ଆଉ କହି ଥିଲେ କି ମୁଁ ଏଥର ମୋ ସ୍ବାସ୍ଥ୍ୟ ଉପରେ ବେଶୀ ଗୁରୁତ୍ବ ଦେବି।ଏହି କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement