Updated: Jan 23, 2024, 09:21 IST

ହୋସ ଫେରିବା ଆଗରୁ ପୀଡ଼ିତାଙ୍କ ସହ ହେଇଗଲା ଏମିତି କାଣ୍ଡ ସବୁ ମୁଁହ ଖୋଲି କହିଲେ ପୀଡ଼ିତା - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି ଅନେକ ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଲୋକମାନେ ଏତେ ତଳକୁ ଖସି ଯାଉଛନ୍ତି ଆଉ ଏଭଳି ସବୁ ନିର୍ଲଜ୍ଜ କାମ କରୁଛନ୍ତି ଯାହା ଶୁଣିଲେ ହେ କେହିବି ମନରେ ଅନେକ କଥା ଭାବିବ । ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି କହିବେ ଏହି ସମାଜ ଏତେ ତଳକୁ ଖସି ଗଲାଣି । ଜଣେ ଯୁବକ ଯିଏ କି ବିବାହିତ ସେ ଅନ୍ୟ ଝିଅ ସହ ସମ୍ପର୍କରେ ଅଛନ୍ତି ।
ସ୍ତ୍ରୀ ଆଉ ଛୁଆ ଥାଇ ଅନ୍ୟ ଝିଅ ସହ ସେ ସମ୍ପର୍କରେ ରହିଥିଲେ । ଅନେକ ଝିଅ ଭାବିଥାନ୍ତି କି ସେମାନେ ଗାଁ ରୁ ଆସିଛନ୍ତି । ଆଉ କାମ କରି ଟଙ୍କା ରୋଜଗାର କରିବେ ଆଉ ନିଜ ପରିବାରର ପ୍ରତିପୋଷଣ କରିବେ କିନ୍ତୁ
Special Report
ସେମାନେ ଏଭଳି ଅନେକ ଲୋକଙ୍କର ଶିକାର ହୋଇ ପଡନ୍ତି ଯାହା ତାଙ୍କର ସବୁ ଭାଗ୍ୟ ବଦଳେଇ ଦେଇଥାଏ । ଏବେ ଏଭଳି ଜଣେ ପୀଡିତା ତାଙ୍କ ବିଷୟରେ କହିଛନ୍ତି । ଏହି ଯୁବତୀଙ୍କ ସହିତ ଅଘଟଣ ଘଟିଛି । ସେ ଥାନାର ଦ୍ବାରସ୍ଥ ହେଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । 
ଆଉ ଏହାପରେ ସେ ଗଣମାଧ୍ୟମ ଆଗରେ ସବୁ କଥା କହିଛନ୍ତି । ଏହି ଯୁବତୀଙ୍କ ସାଙ୍ଗ ଜଣଙ୍କର ଭାଇ ତାଙ୍କୁ ବୁଲିବା ପାଇଁ ଡାକିଥିଲେ । ଆଉ ଅନେକ ଥର ଡାକିବା ପରେ ସେହି ଯୁବତୀ ଆଉ ତାଙ୍କ ଅନ୍ୟ ଜଣେ ବନ୍ଧୁ ବୁଲିବାକୁ ଯାଇଥିଲେ । ସେମାନେ ତାଙ୍କୁ କୋଲ୍ଡ ଡ୍ରିଙ୍କସ ପିଇବାକୁ ଦେଇଥିଲେ ।
ଆଉ ଯୁବତୀ ଜଣଙ୍କର ସାଙ୍ଗ ଥଣ୍ଡା ପିଅନ୍ତି ନାହିଁ । ଯୁବତୀ ଜଣକ ପିଇଦେଲେ । ଏହାପରେ ତାଙ୍କ ମୁଣ୍ଡ ବୁଲାଇବାରେ ଲାଗିଲା । ଏହାପରେ ସେହି ଯୁବକ ଜଣକ ତାଙ୍କୁ କ୍ଳବକୁ ନେଇଥିଲେ । ଏହାପରେ ସେ ତାଙ୍କ ସାଙ୍ଗମାନଙ୍କୁ ହୋଟେଲରେ ଛାଡ଼ି ଦେଇଥିଲେ ।
Special report
ଆଉ ଏହାପରେ ସେ ତାଙ୍କୁ ବାହାରୁ ବୁଲାଇବାର କହି ତାଙ୍କୁ ପୁଣି ଥଣ୍ଡା ପିଇବାକୁ ଦେଇଥିଲେ । ଏହାପରେ ସେ ବାନ୍ତି କରିଲେ । ତାପରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଯୁବକ ଜଣଙ୍କର ସାଙ୍ଗ ମଧ୍ୟ ତାଙ୍କ ସହ ଥିଲେ । ହସ୍ପିଟାଲ କହି ତାଙ୍କ ନନ୍ଦନ ବିହାରର ଏକ ହୋଟେଲକୁ ନେଇ ଯାଇଥିଲେ ।
ଆଉ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶୁଭ୍ର ଜେନା ଆଉ ଜଣେ ହେଉଛନ୍ତି ଅବିନାଶ ଦାସ । ଏହାପରେ ହୋଟେଲ ଭିତରେ ସେମାନେ ତାଙ୍କ ସହ କଣ କରିଛନ୍ତି ସେ ଜାଣି ନାହାନ୍ତି । ସକାଳ ପହିଲା ବେଳକୁ ତାଙ୍କର ଦେହରେ କିଛି ନଥିଲା । ଏହାପରେ ସେ ଜାଣି ପାରିଥିଲେ ତାଙ୍କ ସହ ଯୁବକ ଜଣକ ଏଭଳି ଦୁ-ଷ୍କ-ର୍ମ କରିଥିଲେ । 
ଏହାପରେ ସେହି ଯୁବକ ଜଣକ ତାଙ୍କୁ ବିବାହ କରିବାକୁ କହିଥିଲେ । ଆଉ ସେମାନେ ଏକାଠି ରହିଥିଲେ । କିନ୍ତୁ ଯୁବତୀ ଜଣକ ବାଧ୍ୟ ହୋଇ ତାଙ୍କ ସହିତ ରହୁଥିଲେ । ଏହାପରେ ଯୁବତୀ ଜଣଙ୍କୁ ସେ ସବୁବେଳେ ଧମକ ଦେଇଥାନ୍ତି ।
ଆଉ ସେ ତାଙ୍କୁ ଟଙ୍କା ମଧ୍ୟ ମାଗନ୍ତି । ସେ ଯଦି ନାହିଁ କରନ୍ତି ଟଙ୍କା ପାଇଁ ତାହେଲେ ତାଙ୍କର ଫଟୋ ଆଉ ଭିଡିଓ ସେ ଭାଇରାଲ୍ କରିଦେବେ ବୋଲି କହିଥିଲେ । ଏହାସହ ତାଙ୍କ ଘର ଲୋକଙ୍କୁ ଉଠାଇ ନେବେ ଏଭଳି ଅନେକ ଧମକ ଦେଇଥିଲେ । ଏହାପରେ ସେ ଥାନାରେ ଯାଇ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଏବେ ସେ ନ୍ୟାୟ ଦାବି କରିଛନ୍ତି ।

Advertisement