ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶାର ହୀରାକୁଦ କୁ ଭାସି ଆସିଛି ଜଳ ପରୀ। ସତ ହେଲା ମାଳିକାରେ ବର୍ଣ୍ଣିତ କାହାଣୀ ଆଉ ଭବିଷ୍ୟତବାଣୀ। ତେବେ ବନ୍ଧୁଗଣ କଳିଯୁଗର ଆୟୁଷ ସରିସରି ଆସୁଛି।

ସେହି କଥାକୁ ସତ ପ୍ରମାଣିତ କରି ହୀରାକୁଦ ଜଳ ଭଣ୍ଡାରର ଏବେ ଏକ ଜଳ ପରି ଦେଖା ଦେଇଛି। ଯାହାକୁ ନେଇ ସ୍ଥାନୀୟବାସି ଏବେ ଆଶା ଆଶଙ୍କାରେ ପଡ଼ିଯାଇଛନ୍ତି। ତେଣୁ କଳିଯୁଗ ଶେଷ ହେବାର ସଂକେତ ମିଳିସାରିଛି ବୋଲି ଅନେକ ଲୋକ ଆଲୋଚନା କରୁଛନ୍ତି।
କାରଣ ଜଳ ପରୀ କୁ ଆଗରୁ କେହି କେବେ ଦେଖି ନଥିଲେ ମଧ୍ୟ ଏହାକୁ ଦିନେ ଜକ ପରୀ ଦେଖାଦେବ ବୋଲି ମାଳିକା ରେ ବର୍ଣ୍ଣିତ ରହିଛି। ତେଣୁ ଏବେ ସତ ହେଲା ମାଲିକର ବର୍ଣ୍ଣିତ କାହାଣୀ ଓ ସତ ହେଲା ମହାପୁରୁଷଙ୍କ ଭବିଷ୍ୟତବାଣୀ।

ଆଉ ଏବେ ଓଡ଼ିଶା ସହ ସାରା ମାନବ ଜାତି ପାଇଁ ମହା ବିପଦ ମାଡ଼ି ଆସୁଛି ବୋଲି ଜଣାପଡିଛି। କାରଣ ସେହି ଜଳ ପରୀ ଭୟଙ୍କର ସଂକେତର ବାର୍ତ୍ତା ନେଇ ଓଡ଼ିଶାରେ ଯେତିକି ସମୟ ରହିବ, ଓଡ଼ିଶାର ବିପଦ ମଧ୍ୟ ସେତିକି ପରିମାଣରେ ବଢିବ।
ତେଣୁ ସେହି ଜଳ ପରୀ ଅତି ଶୀଘ୍ର ଓଡିଶା ଛାଡ଼ି ଚାଲିଯିବା ପାଇଁ ଲୋକେ ପ୍ରର୍ଥନା କରୁଛନ୍ତି। ସେହି ଜଳ ପରୀ କେଉଁଠି ଆସିଲା ଆଉ କେମିତି ଆସିଲା ସେକଥା କାହାକୁ ମଧ୍ୟ ଜଣା ନାହିଁ।

ତେବେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପରୀ ବୁଲୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ମାନଙ୍କ ମନରେ ଛନକା ପସିଯାଇଛି। ସେହି ଜଳ ପରୀ ଏବେ ପର୍ଯ୍ୟନ୍ତ କୌଣସି ମଣିଷକୁ ଆକ୍ରମଣ କରିନାହିଁ।
ଏହାକୁ ଦେଖିଲା ପରେ ଏହା ଜଳ ପରୀ ବୋଲି ସ୍ପଷ୍ଟ ବାରି ହେଉଛି। ତାହାର ଅଣ୍ଟା ଉପରକୁ ମଣିଷର ଶରୀର ଭଳି ରହିଥିବା ବେଳେ ଅଣ୍ଟା ତଳକୁ ରହିଛି ମାଛ ଭଳି ଦେହ।
ତେବେ ବନ୍ଧୁଗଣ ଏହି ଜଳ ପରୀ କେତେଦିନ ଏମିତି ହୀରାକୁଦ ଅଞ୍ଚଳରେ ବୁଲିବ ଆଉ ଆଗକୁ କେଉଁ ଅଞ୍ଚଳରେ ବୁଲିବ ତାହା କେହି ଜାଣିନାହାନ୍ତି। ଏବଂ ଆଗକୁ ଏହି ଜଳ ପରୀ କଣ କରୁଛି ଆଉ କେଉଁ ଆଡେ ଯାଉଛି ତାହା ଉପରେ ଏବେ ସ୍ଥାନୀୟ ଅଞ୍ଚଳର ଲୋକେ ନଜର ରଖିଛନ୍ତି।