Dec 21, 2023, 17:26 IST

High court ରେ ବାଜି ମାରିଦେଲେ ସାଂସଦ ଅନୁଭବ ମହାନ୍ତି ଦେଖନ୍ତୁ ଏବେ ଏବେ କୋର୍ଟ ଦେଲେ ଏହି ଅର୍ଡର

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି ।
Special Report
ଆପଣମାନେ ସମସ୍ତେ ଓଲିଉଡ ଜଗତର ସିନେମା ଏବଂ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଜାଣିଥିବେ । 
ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ କଳହ ବିଷୟରେ କିଏ ବା ନ ଜାଣିଛି । ଅଭିନେତା ଅନୁଭବ ଆଉ ବର୍ଷାଙ୍କ ପାରିବାରିକ କଳହ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏପର୍ଯ୍ୟନ୍ତ ତାଙ୍କ ପାରିବାରିକ ସମସ୍ୟାର ସମାଧାନ ହୋଇନାହିଁ ।
Special Report
ତାଙ୍କ ମାମଲା ହାଇକୋର୍ଟରେ ଚାଲୁଛି । ଏବେ ତାଙ୍କ ପାରିବାରିକ ବିବାଦକୁ ନେଇ କିଛି ଖବର ଆସିଛି । ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ କିନ୍ତୁ ବର୍ଷା ତାଙ୍କୁ ଛାଡପତ୍ର ଦେଉ ନଥିଲେ ।
ଏବେ ଖବର ଆସିଛି କି ଅନୁଭବ ମହାନ୍ତି ଖୁସି ଅଛନ୍ତି ଆଉ ବର୍ଷା କାନ୍ଦୁଛନ୍ତି । ଏବେ ହାଇକୋର୍ଟ ଅନୁଭବ ଆଉ ବର୍ଷାଙ୍କ ଛାଡ଼ପତ୍ର ପାଇଁ ଅନୁମତି ଦେଇଛନ୍ତି । ସେମାନଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ ।
Special report
ଏବେ ସେମାନେ ଅଲଗା ହୋଇଯିବେ । ଅନୁଭବ ମହାନ୍ତିଙ୍କୁ ବଡ ବିଜୟ ମିଳିଛି । ସେ ବର୍ଷାଙ୍କୁ କହିଥିଲେ କି ସେ କେବେ ହାର ମାନିବେ ନାହିଁ । ଆଉ ଆଜି ସେ ବିଜୟ ହାସଲ କରିଛନ୍ତି ଏବଂ ବିଚ୍ଛେଦ ହୋଇଯିବେ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
Special Report
ତାଙ୍କର ବିବାଦ ପାରିବାରିକ କୋର୍ଟରେ ଚାଲିଥିଲା । ସେଠାରେ ଅନୁଭବ ମହାନ୍ତି ନିରାଶ ହେଉଥିଲେ ଆଉ ବର୍ଷା ଦିନ ଗଡ଼ାଇ ଚାଲୁଥିଲେ । ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ନାହିଁ ଏହା ପ୍ରମାଣ ହେଲା ପରେ ଦୁହିଁଙ୍କର ବିଚ୍ଛେଦ ହେବ ନାହିଁ ବୋଲି ପାରିବାରିକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ଆଉ ସେଠାରେ ତାଙ୍କୁ ଆଜି ନ୍ୟାୟ ମିଳିଛି । ଏବେ ଅନୁଭବ ମହାନ୍ତି ଏହି ଖବର ଶୁଣି ଖୁସି ଅଛନ୍ତି । ହାଇକୋର୍ଟ ପାରିବାରିକ କୋର୍ଟର ଆବେଦନକୁ ହାଇକୋର୍ଟ ଖାରଜ କରିଛି । ଆଉ ଏବେ ଅଲଗା ହୋଇଯିବେ ଷ୍ଟାର ଦମ୍ପତ୍ତି ।

Advertisement