Mar 27, 2024, 12:48 IST

ହଇରେ ନିଶା, ତୁ ଏଠୁ ଯାଉଛୁ ନା ଦେଖିବୁ ...ଧକ୍କା ମାରି ବିଦା ହେଲା ବେଳେ ନିଶା କହିଲେ ଏମିତି..

44

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଯାତ୍ରୀ ଅଭିନେତ୍ରୀ ନିଶା ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ବର୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିଛନ୍ତି।
ଯାତ୍ରୀ ଅଭିନେତ୍ରୀ ନିଶା ମହାରଣା କଂଗ୍ରେସ ଭବନ ରେ ହଟହଟା ହେଇଥିବାର ଦେଖିବାକୁ ମିଳିଛି।ମହିଳା ମାନେ ନିଶା ମହାରଣା ଙ୍କୁ ତଡ଼ି ଦେଉଥିବା ଭିଡିଓ ଭାଇ ରାଲ ହେବାରେ ଲାଗିଛି।
Vb
ନିଶା ମହାରଣା ସେଠାରୁ ଚାଲି ଆସୁଥିବାର ଦେଖିବାକୁ ମିଳିଛି।ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ନିଶା ମହାରଣା ଙ୍କୁ ପଚାରିଲେ ଯେ କଂଗ୍ରେସ୍ ଭବନ ରୁ ତାଙ୍କୁ କାହିଁକି ବିରୋଧ କରିଛନ୍ତି।
ଏହା ଶୁଣି ନିଶା ମହାରଣା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ କେତେବେଳେ ବିରୋଧ କରିଲେ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରଶ୍ନ କରିଥିଲେ।ନିଶା ମହାରଣା ହୋଲି ଖେଳିବା ପରେ ଏଭଳି ଘଟଣା ଘଟିଛି।
ନିଶା ମହାରଣା ଆହୁରି କହିଛନ୍ତି ଯେ ଯାହାଙ୍କ ସହିତ ହୋଲି ଖେଳିବା କଥା ତାଙ୍କ ସହିତ ଖେଳିଛନ୍ତି।ସୁର ଭାଇଙ୍କ ସହିତ ହୋଲି ଖେଳିଛନ୍ତି।ଆଉ ଯେଉଁ ମାନେ ରହିଲେ ତାଙ୍କ ସହିତ ଖେଳିବା ପାଇଁ ନିଶା ମହାରଣା ଚାହାଁନ୍ତି ନାହିଁ ବୋଲି କହିଛନ୍ତି।
Hh
ଆହୁରି ମଧ୍ୟ କହିଛନ୍ତି ଯେ ଆଉ ପଛରେ ହଜାର କୁକୁର ମାନେ ଭୁକିବେ,କହିବେ ମଧ୍ୟ।ତାଙ୍କ କଥା ଶୁଣି ନିଶା ମହାରଣା ଡରି ଯାଇ ନାହାଁନ୍ତି।ସେ କେଉଁ ଦଳ ରେ ସାମିଲ ହୋଇ ନାହାଁନ୍ତି।
ତେଣୁ ତାଙ୍କୁ କେହି ବାହାର କରିବେ ନାହିଁ।ମହିଳା ମାନେ ମଧ୍ୟ କହିଛନ୍ତି ଯେ ପବିତ୍ର ସ୍ଥାନରେ ନିଶା ମହାରଣା ଙ୍କୁ ଆଣି ଅପବିତ୍ର କରନ୍ତୁ ନାହିଁ। ଏହା ଶୁଣି ନିଶା ମହାରଣା କହିଛନ୍ତି ଯେ ଯେଉଁ ନାରୀ ମାନେ ଏଭଳି କଥା କହିଛନ୍ତି ସେମାନେ ଏତେ ପବିତ୍ର?
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଅନେକ ଆଲୋଚନା କରିବାରେ ଲାଗିଛନ୍ତି।କିଛି ଲୋକ ଭଲ କହିଥିବା ବେଳେ ଆଉ କିଛି ଲୋକ ମାନେ ନିଶା ମହାରଣା ଙ୍କ ର ନିନ୍ଦା କରିବାରେ ଲାଗିଛନ୍ତି।

Advertisement