Updated: May 3, 2024, 09:34 IST

ଅନୁଭବ ଙ୍କୁ ନେଇ ଏତେ ବଡ କଥା କହିଦେଲେ...ବାବୁ ଆଇ ଲଭ ୟୁ ର ହିରୋ ଚନ୍ଦନ...

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ଅଭିନେତା ଚନ୍ଦନ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସି ଥାଏ।ଗତ କିଛି ଦିନ ହେବ ସେ ଓଡ଼ିଆ ସିନେ ଜଗତ ଠାରୁ ଦୂରେଇ ଯାଇ ଥିଲେ।
ହେଲେ ପୁଣି ଥରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଲୋକ ମାନେ ତାଙ୍କୁ ଅନୁଭବ ମହାନ୍ତି ଙ୍କ ଭଳି ଦେଖା ଯାଉଛନ୍ତି ବୋଲି କହି ଥିଲେ।ଏହି କଥା ର ସେ କଡା ଜବାବ ରଖିଛନ୍ତି।ସେ କାହା ଭଳି ହେବାକୁ ଚାହୁଁ ନାହାନ୍ତି।
Bu
ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି।ଆଗକୁ ତାଙ୍କର ଏକ ଫିଲ୍ମ ଆସିବାକୁ ଯାଉଚି।ଯାହାର ନାମ ହେଉଚି କଳାପାହାଡ଼।ଫିଲ୍ମ ଟି ବହୁତ ସୁନ୍ଦର ହୋଇଚି।ଅନୁଭବ ମହାନ୍ତି ସେ ତାଙ୍କ ଫିଲ୍ମ ଅନୁସାରେ ସେ ଠିକ୍ ଅଛନ୍ତି।
ସେହିଭଳି ମୁଁ ମୋ ଲାଇନ୍ ରେ ଠିକ୍ ଅଛି।ମୋତେ ଆପଣ ମାନେ କାହା ସହିତ ତୁଳନା କରନ୍ତୁ ନାହିଁ।ମୁଁ ସବୁବେଳେ ନିଜ ଚେଷ୍ଟା ରେ ଉପରକୁ ଯାଇଚି।ଆଗକୁ ମଧ୍ୟ ସମସ୍ତଙ୍କ ଭଲ ପାଇବା ଥିଲେ ମୁଁ ଆହୁରି ଭଲ ଫିଲ୍ମ କରିବି ବୋଲି ବିଶ୍ୱାସ ରହିଛି।
Hh
ସୂଚନା ଅନୁସାରେ ବାବୁ ଆଇ ଲଭ ୟୁ,ଦେ ମା ଶକ୍ତି ଦେ ମୋତେ ଆଣି ଦେଲୁ ଲକ୍ଷେ ଫଗୁଣ,ଓ ଧୀରେ ଧୀରେ ପ୍ରେମ ହେଲା ଫିଲ୍ମ ରେ ଅଭିନୟ କରି ସେ ନିଜର ଗୋଟିଏ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଲୋକ ମାନେ ତାଙ୍କ ଫିଲ୍ମ ସେ ସମୟ ରେ ଖୁବ୍ ପ୍ରଶଂସା କରି ଥିଲେ।
ଆଜି ସେ ତାଙ୍କ ଫିଲ୍ମ ପାଇଁ ଘରେ ଘରେ ପରିଚିତ।ତେବେ ଗତ କିଛି ବର୍ଷ ହେବ ସେ ଓଡ଼ିଆ ସିନେମା ଜଗତ ରୁ ଦୂରେଇ ଯାଇ ଥିଲେ।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ପୁଣି ଥରେ ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ ସେ ଫେରି ଆସିଛନ୍ତି।
ଆଉ ଦୁଇ ମାସ ଭିତରେ ତାଙ୍କର ଗୋଟିଏ ନୂଆ ଫିଲ୍ମ ଆସିବାକୁ ଯାଉଛି।ଯାହାର ନାମ ହେଉଚି କଳା ପାହାଡ଼।ଏହି ଫିଲ୍ମ କୁ ଦର୍ଶକ ମାନେ ଅପେକ୍ଷା କରି ରହିଛି।ଯେଉଁଥିରେ ସେ ସୁନ୍ଦର୍ ଭାବେ ଅଭିନୟ କରିଛନ୍ତି।ତାଙ୍କର ଏହି କଥା କୁ ଶୁଣି ସମସ୍ତେ ଖୁବ୍ ଖୁସି ଅଛନ୍ତି।

Advertisement