Apr 24, 2024, 09:21 IST

ସ୍ତ୍ରୀ ର ଛାତି ଖୋଲି ପ୍ରଥମେ ଦେଖିଲା ଆଉ ପରେ...ଆଖି ବନ୍ଦ କରି ୨୦ ରାଉଣ୍ଡ ଗୁ-ଳି ଫୁଟେଇଲା..

Vv

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଗୋଟିଏ ସ୍ତ୍ରୀ ଥାଉ ଥାଉ ପୁରୁଷ ମାନେ ଅନ୍ୟ ମହିଳା ଙ୍କୁ ବିବାହ କରୁଛନ୍ତି।
ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଶେଷ ରେ ଦ୍ୱିତୀୟ ପତ୍ନୀ ଙ୍କୁ ଗୁଳି କରି ମା-ରିଦେଲେ ସ୍ଵାମୀ।ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟ ରେ।ସେଠାରେ ଏହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hb
ସୂଚନା ଅନୁସାରେ ସେଠାରେ ଜଣେ ବ୍ରାହ୍ମଣ ଘର ର ଝିଅ ହେଉଛନ୍ତି ଅପୂର୍ବା।ତାଙ୍କ ର ଦେଖା ହୋଇ ଥିଲା ପ୍ରଥମେ ମହମ୍ମଦ ସିରଜ୍ ଙ୍କ ସାଙ୍ଗ ରେ।ପ୍ରଥମ ଦେଖା ରେ ମହମ୍ମଦ ତାଙ୍କୁ ପ୍ରେମ କରିବାକୁ ଲାଗିଲେ।ହେଲେ ଯୁବତୀ ରାଜି ହୋଇ ନ ଥିଲେ।
କିଛି ଦିନ ପରେ ଯୁବତୀ ଜଣକ ରାଜି ହୋଇ ଯାଇ ଥିଲେ।ସେ ମହମ୍ମଦ ଙ୍କୁ ବିବାହ ପାଇଁ ଘରେ କହିଲେ।ଘରେ ମଧ୍ୟ ଝିଅ ର ଖୁସି କୁ ଆପଣେଇ ନେଲେ।ତେବେ ବିବାହ ର କିଛି ଦିନ ସବୁ କିଛି ଠିକ୍ ଥିଲା।
ଏହା ପରେ ଅପୂର୍ବା ଜାଣିବାକୁ ପାଇଲା ତାର ସ୍ଵାମୀ ମୁସଲିମ।ଏହା ପରେ ସେ ତା ସ୍ଵାମୀ ଠାରୁ ଦୁରେଇବାକୁ ଲାଗିଲା।ହେଲେ ଏହି ସମୟ ଭିତରେ ସେ ଜାଣିଲା ତାର ସ୍ଵାମୀ ଆଗରୁ ବିବାହ କରି ଥିଲା।
Nb
ତାଙ୍କର ତିନୋଟି ସନ୍ତାନ ରହିଛି।ଏହା ଶୁଣି ତାର ପାଦ ତଳୁ ମାଟି ଖସି ପଡ଼ିଲା।ନିଜ କଷ୍ଟ କୁ ଆଉ ସମ୍ଭାଳି ପାରିଲା ନାହି।ନିଜ ସ୍ଵାମୀ ଠାରୁ ସେ ଛାଡ ପତ୍ର ନେବ ବୋଲି କହି ଥିଲା।ଏହା ଶୁଣି ତାର ସ୍ଵାମୀ ରାଗି ଯାଇ ଗୁଳି କରି ନିଜ ସ୍ତ୍ରୀ କୁ ହ-ତ୍ୟା କଲା।
ଏହା ପରେ ଫେରାର ହୋଇ ଯାଇ ଥିଲା।ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଉ-ଦ୍ଧା-ର କରି ଥିଲା।ତେବେ ଏ ନେଇ ଯୁବତୀ ଙ୍କ ପରିବାର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ତେବେ ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement