Feb 20, 2024, 10:18 IST

ଗୁଟୁଖା ଖିଆ ପ୍ରେମିକ କଥା ପଡ଼ି ଘରୁ ଫେରାର ହେଇଥିଲା ଝିଅ।ହେଲେ ୨ ବର୍ଷ ପରେ ଘରକୁ ଶବ ହୋଇ ଫେରିଲା...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ଯୌ-ତୁ-କ ଜୁଇ ରେ ଜଳି ଯାଇଚି ଗୋଟିଏ ଝିଅ ର ଜୀବନ।ଭଲ ପାଇ ବିବାହ କରି ସେ ଭୁଲ କରିଛନ୍ତି।ପରିବାର ର ବିନା ଅନୁମତି ରେ ବିବାହ କରି ଥିଲେ ଜ୍ୟୋତି।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟି ଯିବ।
Special report
ବିବାହ ର ଦୁଇ ବର୍ଷ ବିତି ସାରି ଥିଲା।ହେଲେ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନି-ର୍ଯା-ତ-ନା ଦେଉ ଥିଲେ।ଶେଷ ରେ ଏହାକୁ ସହି ନ ପାରି ଘର ଭିତରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇ ଥିଲେ।ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି ଜ୍ୟୋତି ଙ୍କ ମା।
ସୂଚନା ଅନୁସାରେ ଗତ ଦୁଇ ବର୍ଷ ତଳେ ଜ୍ୟୋତି ନାମକ ଝିଅ ଭଲ ପାଇ ରାଜେଶ କୁ ବିବାହ କରି ଥିଲେ।ଏଥିରେ ଜ୍ୟୋତି ଙ୍କ ପରିବାର ଲୋକେ କେହି ବି ରାଜି ନ ଥିଲେ।ନିଜ ପ୍ରେମ କୁ ପାଇବା ପାଇଁ ସେ ଘରୁ ଲୁଚି ଯାଇ ରାଜେଶ ଙ୍କୁ ବିବାହ କରି ଥିଲେ।
ଭାବି ଥିଲେ ଯାହା ତାଙ୍କୁ ବାପ ଘରୁ ମିଳି ନ ଥିଲା।ତାହା ତାଙ୍କୁ ଶାଶୁ ଘରୁ ମିଳିବ।ହେଲେ କିଏ ଜାଣି ଥିଲା ତାଙ୍କ ସ୍ବପ୍ନ ସ୍ବପ୍ନ ରେ ହିଁ ରହି ଯିବ।ଯାଉ ଯାଉ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କଲେ।ଏ କଥା କୁ ଜ୍ୟୋତି ତାଙ୍କ ମା ଙ୍କୁ ଜଣାଇ ଥିଲେ।
Special report
ଜ୍ୟୋତି ଙ୍କ ପିତା ପୂର୍ବ ରୁ ମୃତ୍ୟୁ ବରଣ କରିଛନ୍ତି।ତାଙ୍କ ଭାଇ ବାହାରେ ରହି କାମ କରନ୍ତି।ଏ କଥା ଯେତେବେଳେ ସେ ତାଙ୍କ ମାଆ ଙ୍କୁ ଜଣାଇ ଥିଲେ।ତାଙ୍କ ମାଆ ତାଙ୍କୁ ଆଉ କିଛି ଦିନ ରହି ବାକୁ କହିଲେ।ଭାଇ ଆସିବା ପରେ ସବୁ କିଛି ଦେବାକୁ କହି ଥିଲେ।
ହେଲେ ଏଥିରେ ରାଜି ହୋଇ ନ ଥିଲେ ଝିଅ।ରାଜେଶ ଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଲେ।ଏହା ପରେ ଝିଅ ଟି ନିଜ ବେକ ରେ ରଶି ଲଗାଇ ଆତ୍ମହତ୍ୟା କରି ଦେଲେ।ଏହାକୁ ଶୁଣି ଜ୍ୟୋତି ଙ୍କ ମା ନିଜକୁ ସମ୍ଭାଳି ପାରି ନାହାନ୍ତି।
ପ୍ରଥମେ ତାଙ୍କ ଜ୍ବାଇଁ ରାଜେଶ ତାଙ୍କୁ ଫୋନ୍ କରି କହି ଥିଲେ କି ଜ୍ୟୋତି ଆଉ ନାହାନ୍ତି।ଏ କଥା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇ ଥିଲା।ସେ ଝିଅ ଘର କୁ ଯାଇ ଦେଖିଲା ବେଳକୁ ତାଙ୍କ ଦେହ ରେ ମାରିବାର ଦାଗ ରହିଥିଲା।
କିନ୍ତୁ ତାଙ୍କ ଜ୍ବାଇଁ ରାଜେଶ କହି ଥିଲେ କି ଉଭୟ ଙ୍କ ମଧ୍ୟରେ ସାମାନ୍ୟ କଥା ପାଇଁ ଝଗଡ଼ା ହେବାରୁ ଜ୍ୟୋତି ଏପରି କରିଛନ୍ତି।ଏହା ପରେ ତାଙ୍କ ମାଆ ଥାନା ରେ ଅଭିଯୋଗ କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement