Updated: Oct 13, 2023, 13:27 IST

ଗେଷ୍ଟ ହାଉସ ରେ ସୁନ୍ଦରୀ ଯୁବତୀ ଙ୍କ ଦେହ ଉପୋଭୋଗ ରେ ବ୍ୟସ୍ତ ବିଜେଡି ର ଜଣେ ନାମୀ ଦାମୀ ନେତା..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିୟୁ ଭୁବନେଶ୍ୱର ରେ ରହିଛି ଏଭଳି ଏକ ଗେଷ୍ଟ ହାଉସ ଯେଉଁଠାରେ ଦେହ ଧନ୍ଦା ଚାଲିଥିବା କଥା କୁହା ଯାଉଛି। ଏହି ଗେଷ୍ଟ ହାଉସ ପାଲଟିଛି ରଙ୍ଗୀନ ବେ-ଶ୍ୟା-ଳୟ।
Special report
ଏଠାକୁ ଅନେକ ସୁନ୍ଦର୍ ତରୁଣୀ ମାନେ ମଧ୍ୟ ଆସୁଛନ୍ତି। ଆଉ ବଡ ବଡ ବାବୁ ମାନଙ୍କ ସହ ସମୟ ମଧ୍ୟ ବିତାଉଛନ୍ତି ଏଥି ସହ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇ ଯାଉଛନ୍ତି।
ଦଲାଲ ମଧ୍ୟ ଗେଷ୍ଟ ହାଉସ ବାହାରେ ଏକ କାର ମଧ୍ୟରେ ବସି ରହୁଛି। ଗ୍ରାହକ ମାନଙ୍କୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ଯୋଗାଯୋଗ କରା ଯାଉଛି। ଏହାପରେ ଗ୍ରାହକ ମାନେ ଆସିଲେ ମାତ୍ରେ କାର ରେ ବସିଥିବା ଗ୍ରାହକ ଜଣକ ସେହି ସୁନ୍ଦର୍ ତରୁଣୀ ମାନଙ୍କ ଫଟୋ ମଧ୍ୟ ତାଙ୍କୁ ଦେଖାଉଛି।
ଫଟୋ ରେ ତାଙ୍କୁ ସିଧା ପସନ୍ଦ ଆସିଗଲେ ଗ୍ରାହକ ମାନେ ଗେଷ୍ଟ ହାଉସ ମଧ୍ୟକୁ ପ୍ରବେଶ କରୁଛନ୍ତି। ଭିତରେ ମଧ୍ଯ ଗ୍ରାହକ ଙ୍କ ପାଇଁ ସୁରା ପାନୀୟ ବ୍ୟବସ୍ଥା ରହିଛି।
Special report
ଗେଷ୍ଟ ହାଉସ ମଧ୍ୟରେ ପାଞ୍ଚ ରୁ ଛଅ ଜଣ ସୁନ୍ଦର୍ ସୁନ୍ଦର୍ ଯୁବତୀ ମାନେ ମଧ୍ୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ମଧ୍ଯ ଅଛନ୍ତି ଆଉ ଏହି ଦୁଇ ମହିଳା ଟଙ୍କା ପାଇଁ ନୁହେଁ
 ବରଂ ସେ ନିଜର ଦେହ ସୁଖ ମେଣ୍ଟାଇବା ପାଇଁ ଏଭଳି ଭାବରେ ଧନ୍ଦା କରୁଥିବାର କୁହା ଯାଉଛି। ଟଙ୍କା କୁ ଟଙ୍କା ରୋଜଗାର କରିବା ସହ ସେମାନେ ଦେହସୁଖ କୁ ପାଉଛନ୍ତି। ଚାକିରୀ କରୁଥିବାର କହି ଏହି ଯୁବତୀ ମାନେ ମଧ୍ୟ ଘରୁ ଆସୁଛନ୍ତି।
ଆଉ ଏଠାରେ ଚାକିରୀ ବଦଳରେ ସେମାନେ ଦେହ ବ୍ୟବସାୟ କରୁଛନ୍ତି। ଭୁବନେଶ୍ୱର , କଟକ ଓ ପୁରୀ ରେ ଏଭଳି ଭାବରେ ଝିଅ ଧନ୍ଦା କରାଯାଉଅଛି। ଗେଷ୍ଟ ହାଉସ ମଧ୍ୟ ପୋଲିସ ନିକଟରେ ମଧ୍ୟ ପଞ୍ଜୀକୃତ ହୋଇଛି।
ହେଲେ ଆଶ୍ଚର୍ଯ୍ୟର କଥା ଏହା କି ପୋଲିସ କିଭଳି ଜାଣି ପାରୁ ନାହିଁ କି ଗେଷ୍ଟ ହାଉସ ରେ ଏଭଳି ଭାବରେ ଧନ୍ଦା ଚାଲୁଛି ବୋଲି। ଯାହାକୁ ନେଇ ଏବେ ପ୍ରଶ୍ନ ଉଙ୍କି ମାରୁଛି।

Advertisement