Feb 14, 2024, 15:49 IST

ଗୃହିଣୀ ମାନେ ଯଦି ପୋଷ୍ଟାଲ ରେ ପଇସା ରଖିଛନ୍ତି ତାହାଲେ ବହୁତ୍ ଜଲ୍ଦୀ ହୋଇଯିବେ କୋଟିପତି : ଦେଖନ୍ତୁ କିପରି...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଖୁବ ଭଲ ସ୍କିମ ଆସିଛି।୭.୫% ସୁଧ ଦେଉଛି ଏହି ସରକାରୀ ସ୍କିମ୍। ଏହା ଦ୍ବାରା ମହିଳାଙ୍କୁ ପ୍ରତି ମାସରେ ଟଙ୍କା ମିଳିବ। ମହିଳାଙ୍କ ପାଇଁ ଏହା ହେଉଛି ଏକ ଉତ୍ତମ ପୋଷ୍ଟ ଅଫିସ ଯୋଜନା।
Special report
ପୋଷ୍ଟ ଅଫିସ ଦ୍ବାରା ପରିଚାଳିତ ଏକ ସ୍କିମ୍ ପୋଷ୍ଟ ଅଫିସ ଟାଇମ ଡିପୋଜିଟ ଆକାଉଣ୍ଟ ରେ ୧୦୦୦ ଟଙ୍କା ରୁ ଡିପୋଜିଟ କରି ହେବ। ବର୍ତ୍ତମାନ୍ ଏହି ଯୋଜନା ଅନ୍ତର୍ଗତ ସୁଧ ହାର ହେଉଛି ୬.୯%।
ଏହା ଛଡ଼ା ୭.୦% ,୭.୧% ଏବଂ ୭.୫% ସୁଧ ହାର ମଧ୍ୟ ରହିଛି। ଏହି ସୁଧ ହାର ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହି ସ୍କିମ ଭଲ ରିଟର୍ନ ମଧ୍ୟ ପ୍ରଦାନ କରୁଛି। ଆପଣଙ୍କ ଜମା କୁ ଦେଖି ଖୁବ ଭଲ ସୁଧ ମଧ୍ୟ ଏହି ସ୍କିମ ମାଧ୍ୟମରେ ଦିଆଯାଇ ପାରିବ।
ଏଥିରେ ସ୍ୱଳ୍ପ ଓ ଦୀର୍ଘ ଜମାର ସୁଯୋଗ ମଧ୍ୟ ଦିଆଯାଇ ଥାଏ। ଏହି ଯୋଜନାରେ ଆପଣ ମାନେ ୧ ବର୍ଷ,୨ ବର୍ଷ ଓ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ। ଏହି ଯୋଜନା ସମସ୍ତଙ୍କ ପାଇଁ ଉପଲବ୍ଧ।
Special report
ଯେକୌଣସି ଭାରତୀୟ ନାଗରିକ ପୋଷ୍ଟ ଅଫିସ ର ସମୟ ଜମା ମଧ୍ୟରେ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ।କେବଳ ଏତିକି ନୁହେଁ ବୟସ୍କ ମାନେ ମଧ୍ୟ ଏକ ମିଳିତ ଆକାଉଣ୍ଟ ଖୋଲି ପାରିବେ।
ପିତାମାତା ମାନେ ମଧ୍ୟ ତାଙ୍କର ଦଶ ବର୍ଷରୁ ଅଧିକ ପିଲା ମାନଙ୍କ ପାଇଁ ଏହି ସମୟ ଜମା ଆକାଉଣ୍ଟ ଖୋଲି ପାରିବେ। ସର୍ବନିମ୍ନ ବିନିଯୋଗ ପରିମାଣ ହେଉଛି ମାତ୍ର ୧୦୦୦ ଟଙ୍କା। ପୋଷ୍ଟ ଅଫିସ ୧ ବର୍ଷ,୨ ବର୍ଷ ଓ ୫ ବର୍ଷ ପାଇଁ ଏହି ସମୟ ଜମା ପ୍ରଦାନ କରିଥାଏ।
ଏହି ଜମା ଅବଧି ଅନୁସାରେ ମଧ୍ୟ ସୁଧ ହାର ରଖା ଯାଇଛି। ଯାହାକୁ ନେଇ ଲୋକମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତୁ। ଏହି ଯୋଜନା ମଧ୍ୟ ଲୋକ ମାନଙ୍କ ପାଇଁ ଏହା ଖୁବ ଭଲ ଯୋଜନା ହୋଇ ପାରିବ।
ଏହି ଯୋଜନା ଦ୍ବାରା ଆପଣ ମାନେ ବେଶ ଲାଭବାନ ମଧ୍ୟ ହୋଇ ପାରିବେ। ତେବେ ଏହି ଯୋଜନାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement