Oct 16, 2023, 16:18 IST

ଗୋଟିଏ ଘରେ ମା ଝିଅ ସଉତୁଣୀ ଦେଖନ୍ତୁ ଜାଣି ପାରିଲେନି ବାପା ଘଟିଗଲା ଏତେବଡ଼ କାଣ୍ଡ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁଇବର୍ଷ ହେବ ବିକ୍ରମ ଓ ପବିତ୍ରାର ବାହାଘର ହୋଇଥିଲା। ସବୁକିଛି ଠିକଠାକ ଚାଲିଥିଲା। ଶାଶୁଘରେ ପବିତ୍ରା ଭଲ ବୋହୂ ହୋଇ ମଧ୍ୟ ଚଳୁଥିଲା। ଧିରେ ଧିରେ ସମୟ ଗଡି ଚାଲିଲା ଆଉ ଗାଁ ଲୋକେ ବିକ୍ରମକୁ ପଚାରିଲେ,
Special report
ତୋର ପିଲାପିଲି ହେଲେଣି କି ନାଇଁ। ବିକ୍ରମ ଧିରେ ଧିରେ ପବିତ୍ରାକୁ କହିଲା ଆମର କଣ କିଛି ପିଲା ଛୁଆ ହେବେନି କି। ବିକ୍ରମ ମୁହଁରୁ ପବିତ୍ରା ଏତିକି ଶୁଣୁଶୁଣୁ ଆଖିରେ ଲୁହ ଆସିଗଲା। ଧିରେ ଧିରେ ଏକଥାକୁ ନେଇ ଘରେ ଆରମ୍ଭ ହେଲା ନାଟକ। 
ପବିତ୍ରା ଶାଶୁ ପ୍ରତ୍ୟେକ କଥାରେ ଖୁଣ୍ଟା ମାରିବାକୁ ଲାଗିଲେ। ମାଆର ଏପରି ବ୍ୟବହାରକୁ ବିକ୍ରମ ମଧ୍ୟ ବାରଣ କଲାନାହିଁ। ଦିନକୁ ଦିନ ଅ-ତ୍ୟା-ଚା-ର ବଢ଼ି ଚାଲିଲା। ଅନେକ ପରୀକ୍ଷା ନିରୀକ୍ଷା ପରେ ଦିନେ ଡାକ୍ତର ପବିତ୍ରାକୁ କହିଲେ ତୁମେ ମାଆ ହେବାକୁ ଯାଉଛ।
ଏତିକି ଶୁଣିବା ପରେ ପବିତ୍ରା ସଙ୍ଗେ ସଙ୍ଗେ ବିକ୍ରମ ଓ ଶାଶୁକୁ ଜଣାଇଥିଲା। ଯେତେବେଳେ ପବିତ୍ରା ଡାକ୍ତରଖାନା ବେଡକୁ ଗଲା ସମସ୍ତେ ଚାହିଁ ରହିଥିଲେ କିପରି ପୁଅ ହେବାର ଖୁସି ଖବର ଆସିବ। ହେଲେ କିଛି ସମୟ ପରେ ଡାକ୍ତର କହିଲେ ତମର ପୁଅ ହୋଇଛି। 
ଏକଥା ଶୁଣିବା ପରେ ବିକ୍ରମ ରାଗିଯାଇ ସେଠାରୁ ପଳେଇ ଆସିଥିଲେ। ଶାଶୁ ମଧ୍ୟ ଅନେକ ଗାଳି ଦେଇ ଛାଡ଼ି ଆସିଥିଲେ ପବିତ୍ରାକୁ। ପୁଅ ପାଇବା ଆଶାରେ ପବିତ୍ରା ପାଞ୍ଚଟି ଝିଅକୁ ଜନ୍ମ ଦେଇଥିଲା। ଆଉ ଧିରେ ଧିରେ ପବିତ୍ରା ଉପରେ ଅ-ତ୍ୟା-ଚା-ର ବଢ଼ି ଚାଲିଥିଲା।
Special report
ଦୁଃଖକଷ୍ଟରେ ମା ଝିଅ ଦିନ କାଟୁ ଥିଲେ। ଦିନେ କାମ କରୁ କରୁ ପବିତ୍ରାର ମୁଣ୍ଡ ବୁଲେଇଦେଲା। ଆଉ ସଙ୍ଗେ ସଙ୍ଗେ ଜଣେ ପାଖ ପଡୋଶୀ ପବିତ୍ରାକୁ ଡାକ୍ତରଖାନା ନେଇଥିଲେ। ଆଉ ଡାକ୍ତର ପବିତ୍ରାକୁ କହିଲେ- ତମେ ପୁଣିଥରେ ମା ହେବାକୁ ଯାଉଛ। ପବିତ୍ରା ପୁଣି ଏକ ଝିଅକୁ ଜନ୍ମ ଦେଲା। 
ଆଉ ଏ ଖବର ଶୁଣିବା ମାତ୍ରକେ ବିକ୍ରମ ଘର ଛାଡ଼ି ଚାଲିଗଲା। ଆଉ କେବେବି ପବିତ୍ରା ପାଖକୁ ଫେରିବ ନାହିଁ ବୋଲି ଚିଠି ଲେଖିଥିଲା। ଆଉ ଛୋଟ ଝିଅଟିକୁ ପବିତ୍ରା ଜଣେ ବୁଢୀ ମାଉସୀଙ୍କୁ ଦାନ କରିଦେଲା। କାରଣ ପବିତ୍ରା କୁ ତା ଶାଶୁ କହିଥିଲା ଝିଅକୁ ଘରକୁ ନେଇକି ଆସିଲେ ସେ ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବ।
ଏ ଭିତରେ ୧୮ ବର୍ଷ ବିତିଯାଏ। ଆଉ ଦିନେ ପବିତ୍ରା ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ଆଉ ସେ ଫୋନ କଲଟି ଥିଲା ବିକ୍ରମର। ଏତେ ବର୍ଷ ପରେ ବିକ୍ରମ ଘରକୁ ଆସିବ ବୋଲି କହିଥିଲା ସତ କିନ୍ତୁ ଦ୍ୱିତୀୟ ବିବାହ କରିବ ବୋଲି ମନରେ ଆଶା ରଖିଥିଲା ବିକ୍ରମ। 
ଘରେ ସବୁ ପ୍ରସ୍ତୁତି ଚାଲିଥିଲା ଆଉ ବିକ୍ରମ ସହିତ ଏକ ଝିଅ ମଧ୍ୟ ଆସିଥିଲା। ଯାହାର ନାଁ ଥିଲା ମୁକ୍ତା। ମୁକ୍ତାର ମାଆ ମଧ୍ୟ ଆସିଥିଲେ। ହଠାତ୍ ପବିତ୍ରାର ମୁକ୍ତାର ମା ଉପରେ ନଜର ପଡିଲା ଆଉ ସେ ଚିହ୍ନି ପାରିଥିଲା। ସବୁ ସତ ସାମ୍ନାକୁ ଆସିଥିଲା। ପ୍ରକୃତରେ ସେ ଉଭୟ ବିକ୍ରମ ଓ ପବିତ୍ରାର ଝିଅ ଥିଲା।
ସମସ୍ତେ ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ବିକ୍ରମର ମୁଣ୍ଡ ଲଜ୍ୟାରେ ତଳକୁ ହୋଇଗଲା। ଆଉ ବିକ୍ରମ ନିଜକୁ ଧିକ ମନେ କଲା। ବିକ୍ରମ ନିଜର ଭୁଲ ବୁଝିପାରିଲା। ପବିତ୍ରାକୁ ଆପଣାଇ ଝିଅ ମାନଙ୍କୁ କୋଳେଇ ନେଲା ବିକ୍ରମ। ଆଉ ତା'ପରେ ଖୁସିରେ ମିଳିମିଶି ରହିଲେ।

Advertisement