Updated: Aug 2, 2023, 09:09 IST

ଆଉ ବାକି ରହିଲା ଗୋଟିଏ ନାଁ ହେଲେ କାହିଁକି କହିବାକୁ ଡରୁଛନ୍ତି ଗୋପାଳ ଦେଖନ୍ତୁ ସ୍ବର୍ଗତ ନବ ଦାସ ଙ୍କ ମାମଲାରେ ନୂଆ ମୋଡ଼

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବହୁ ଚର୍ଚ୍ଚିତ ନବ ଦାସ ଙ୍କ ହ-ତ୍ୟା ବିଷୟ ରେ ଜାଣି ଥିବେ।ନବ ଦାସ୍ ଏକ ସଭା ରେ ଉପସ୍ଥିତ ହେଉଥିବା ବେଳେ ପୋଲିସ କର୍ମଚାରି ଗୋପାଳ ଦାସ ତାଙ୍କୁ ଗୁଳି ମାରି ହ-ତ୍ୟା କରି ଥିଲା।ଏହି ଘଟଣା କୁ ଅନେକ ଦିନ ବିତି ଗଲାଣି।
Gopal das
ହେଲେ ଏ ଯାଏ ଘଟଣା ର ଚର୍ଚ୍ଚା ଜୋର ଧରିଛି।ଗୋପାଳ ଦାସ ଏବେ ଜେଲ ରେ ରହିଛି।ଏବେ ସେ କାହିଁକି ନବଦାସ କୁ ମାରିଲା ସେ ବିଷୟ ରେ ସୂଚନା ଦେଇଛି।ଗୋପାଳ ଦାସ ଆଗରୁ ନବ ଦାସ କୁ ଜାଣି ଥିଲା।ନବ ଦାସ୍ ଗୋପାଳ କୁ ମାରିବା ପାଇଁ ମଧ୍ୟ ପ୍ଲାନ୍ କରିଥିଲେ ବୋଲି ଗୋପାଳ କହିଛି।
ସୂଚନା ଅନୁସାରେ ଗୋପାଳ ଦାସ ୨୦୦୯ ମସିହା ରେ ଝାରସୁଗୁଡ଼ା ର ଏଏସଆଇ ଭାବେ ନିଯୁକ୍ତି ହୋଇ ଥିଲି।ଗୋପାଳ ଦାସ କହିଛି କି ଏହି ସମୟ ରେ ସେ ରାସ୍ତା ରେ ଗୋପାଳ ଦାସ ଙ୍କ ଗାଡ଼ି କୁ ଧରି ଥିଲେ।
Gopal
ସେଥିରେ ବହୁତ ସାରା ଟଙ୍କା ଥିଲା।ମୁ କିଛି କହିବାରୁ ନବ ଦାସ୍ କହିଲେ ତମେ କିଛି ଜାଣିନା।ଏହା କହି ସେ ମୋ ଉପରେ ଚିଡି ଚିଡି ହେଲେ।ନବ ଦାସ ଙ୍କ ପିଲା ମାନେ ମଧ୍ୟ ବହୁତ ଖରାପ କାମ କରୁଥିଲେ।ଯାହାକୁ ମୁ ଜଣେ ପୋଲିସ ହିସାବ ରେ ସହି ପାରି ନ ଥିଲି।
କିଛି ପିଲା ଙ୍କୁ ମୁ ଥାନା କୁ ଆଣି ଖୁବ୍ ପିଟି ଥିଲି।ଏହା ପରେ ସେମାନେ କହିଲେ ଆମେ ତମକୁ ଦେଖି ନବୁ।ଏହାର କିଛି ଦିନ ପରେ ଗୋପାଳ ଓ ତାଙ୍କ ସାଙ୍ଗ ମାନେ ଏକ ଭୋଜି କରୁଥିଲେ।ସେହି ସମୟ ରେ ମୋ ସାଙ୍ଗ କହିଲା ନବ ଦାସ୍ ତୋ ଉପରେ ରାଗିଚି।
ଯେ କୌଣସି ସମୟ ରେ ସେ ତୋତେ ମାରି ଦବ।ମୁ ଏକଥା ଶୁଣି ପ୍ୟାଣ୍ଟ୍ ରେ ମୁତି ପକାଇ ଥିଲି।ମୋ ପରିବାର ଓ ମୋ ପିଲା ଛୁଆ ଙ୍କ କଥା ମୋର ବହୁତ ମନେ ପଡ଼ିଲା।ମୁ ମରିଗଲା ପରେ ମୋ ପିଲା ଛୁଆ ଙ୍କ ଅବସ୍ଥା କଣ ହେବ ଭାବି କାନ୍ଦିବାକୁ ଲାଗିଲି।
ଏହି ସମୟରେ ଗୋପାଳ ଦାସ ନିଷ୍ପତି ନେଲା ଯେ ସେ ହିଁ ନବ ଦାସ କୁ ମାରିବ।ସେହି ଦିନ ଠାରୁ ସେ ସୁଯୋଗ ଖୋଜୁଥିଲା ତାକୁ ମାରିବାକୁ।ଆଉ ଶେଷ ରେ ସେ ନବ ଦାସ କୁ ତା ଗୁଳି ରେ ହ-ତ୍ୟା କଲା।ଏହି ପରି ଭାବେ ଗୋପାଳ ଦାସ ପୋଲିସ କୁ ସବୁ ସତ କଥା କହି ଦେଇଛି।

Advertisement