Updated: Jan 25, 2024, 11:06 IST

ଏଣିକି ଗୁଗଲ ପେ ବି କରିବ ମାଲାମାଲ : ସଙ୍ଗେ ସଙ୍ଗେ ମିଳିବ ୮ ଲକ୍ଷ

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଗୁଗଲ ପେ ଏକ ନୂଆ ନିୟମ ନେଇ କରି ଆସିଛି।ଯାହାକୁ ଶୁଣିଲେ ଆପଣ ମାନେ ବହୁତ ଖୁସି ହୋଇ ଯିବେ।ଏଥର ଆପଣ ମାନେ ଲୋନ୍ ପାଇଁ ଅନ୍ୟ ସ୍ଥାନ କୁ ଯିବାକୁ ପଡ଼ିବ ନାହିଁ।ଘରେ ବସି ଆପଣ ମାନଙ୍କୁ ଲୋନ ଦିଆ ଯିବ।
Special report
ଏଥିରେ ଆପଣ ମାନଙ୍କ ର କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଗୁଗୁଲ୍ ପେ ର ମୁଖ୍ୟ କହିଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗରୁ ଫୋନ୍ ପେ ଲୋକ ଙ୍କ ପାଇଁ ଋଣ ର ବ୍ୟବସ୍ଥା କରି ଥିଲା।ଏବେ ସେହି ସୁବିଧା ଗୁଗୁଲ ପେ ନେଇ ଆସିଛି।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି।ସୂଚନା ଅନୁସାରେ ଗରିବ ଲୋକ ମାନଙ୍କୁ ଆର୍ଥିକ କ୍ଷେତ୍ର ରେ ଉନତି କରିବା ପାଇଁ ଏହି ସବୁ ଯୋଜନା କରା ଯାଇଚି।ଏଥିରେ ସାଧାରଣ ଲୋକ ମାନେ ବହୁତ ଉପକୃତ ହେବେ।ଖୁବ୍ କମ୍ ସମୟ ମଧ୍ୟରେ ଏଥିରେ ଆପଣ ଙ୍କୁ ଋଣ ମିଳି ଯିବ।
ବିନା ଡକ୍ୟୁମେଣ୍ଟ ରେ ଏହି ଋଣ ଆପଣ ମାନେ ଗୁଗୁଲ ପେ ରୁ ପାଇ ଯିବେ।ଏଭଳି ଆଗରୁ ଅନେକ କମ୍ପାନୀ ଦେଇ ସାରିଛନ୍ତି।ଏବେ ପୁଣି ଥରେ ଏହି ଯୋଜନା କୁ କରିଛନ୍ତି ଗୁଗୁଲ ପେ ର କର୍ମ କର୍ତ୍ତା ମାନେ।ଏଥିରେ ସମସ୍ତେ ବହୁତ ଖୁସି ଅଛନ୍ତି।
Special report
ଏଥିରେ ଆଠ ଲକ୍ଷ ଟଙ୍କା ରୁ ବି ଅଧିକ ଟଙ୍କା ଆପଣ ମାନେ ଋଣ କରି ପାରିବେ।ଆପଣ ଏଥିରେ ସହଜ ରେ ଋଣ ପାଇଁ ଆବେଦନ କରି ପାରିବେ।ମାସିକ ଇ ଏମ୍ ଆଇ ହେଉଚି ହଜାର ଟଙ୍କା।କିନ୍ତୁ ଆପଣ ପାଇ ଥିବା ଋଣ କୁ ଆଧାର କରି ଇ ଏମ୍ ଆଇ ଭିନ୍ନ ଭିନ୍ନ ହେବ।
ଯଦି ଆପଣ ଏହା ମାଧ୍ୟମ ରେ ଲାଭ ଉଠାଇବାକୁ ଚାହୁଁଛନ୍ତି ପ୍ରଥମେ ଆପଣ ସେହି ଆପ କୁ ଯିବେ।ଏହା ପରେ ଅଫର ଏବଂ ପୁରସ୍କାର ନାମ ରେ ଗୋଟିଏ ଅପ୍ସନ୍ ଆସିବ।ଏହା ପରେ ଏଥିରେ ଏକ ଲୋନ ବିକଳ୍ପ ଦେଖା ଯିବ।
ଏହା ପରେ ଏହା ଉପରେ ଆବେଦନ କରିବାକୁ ପଡ଼ିବ।ଏହା ପରେ ଗୋଟିଏ ନୂଆ ପେଜ ଆସିବ।ଏଥିରେ ଆପଣ ମାନଙ୍କୁ ଲୋନ ର ନିୟମ ସବୁ ବତାଇ ଦିଆ ଯିବ।ଏହା ପରେ ଆପଣଙ୍କ ଆକାଉଣ୍ଟ କୁ ଟଙ୍କା ଆସି ଯିବ।
ଋଣ କାର୍ଯ୍ୟ କାଳ ୬ ମାସ ରୁ ଚାରି ବର୍ଷ ଭିତରେ ହେବ।ଏହି ସମୟ ଭିତରେ ଆପଣ ଲୋନ କୁ ଶୁଝି ପାରିବେ।ଏହା ଗରିବ ଶ୍ରେଣୀ ର ଲୋକ ମାନଙ୍କ ପାଇଁ ଅଧିକ ଲାଭ ଜନକ ସାବ୍ୟସ୍ତ ହେବ।

Advertisement