Dec 2, 2023, 18:31 IST

ଘୁଗୁନି ଦେଲେନି ବୋଲି ଜୀବନରୁ ମାରିଦେଲେ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଘୁଗୁନି ପାଇଁ ଜଣେ ମହିଳା ଙ୍କ ଜୀବନ ଚାଲି ଯାଇଛି।ବାରମ୍ବାର ଘୁଗୁନି ମାଗିବାରୁ ମହିଳା ଜଣକ ମନା କରିଥିଲେ।ଶେଷ ରେ ରାଗ ରେ ପଡ଼ି ଅଭିଯୁକ୍ତ ଯୁବକ ଜଣକ ହ-ତ୍ୟା କରିଥିଲେ।
Special Report
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦକା ଥାନା ଅଞ୍ଚଳ ରେ।ସେଠାରେ ସସ୍ମିତା ଓ ତାଙ୍କ ସ୍ଵାମୀ ରାସ୍ତା କଡ ରେ ଏକ ଜଳଖିଆ ଦୋକାନ କରିଥିଲେ।ଜଳଖିଆ ଖାଇବା ପାଇଁ ମିଥୁନ ସେଠାକୁ ଆସିଥିଲେ।
ହେଲେ ସେ ବାରମ୍ବାର ସସ୍ମିତା ଙ୍କୁ ଘୁଗୁନି ମାଗୁ ଥିଲେ।ଶେଷ ରେ ସସ୍ମିତା କହି ଥିଲେ କି ତମେ ଏତେ କମ ଟଙ୍କା ରେ ଜଳଖିଆ ଖାଉଛ।ଓ ଏତେ ଥର ଘୁଗୁନି କାଇଁ ମାଗୁଚ।ଏହା ପରେ ଅଭିଯୁକ୍ତ ମିଥୁନ ଓ ସସ୍ମିତା ଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା।
Special Report
ସେଠାରୁ ମିଥୁନ ଚାଲି ଯାଇ ଦୋକାନ ମାଲିକ ଙ୍କୁ ଫୋନ୍ କରିଥିଲେ।କହିଥିଲେ କି ଆପଣ ସସ୍ମିତା ଓ ତାଙ୍କ ସ୍ଵାମୀ ଙ୍କୁ ଦୋକାନ ରୁ ବାହାର କରି ଦିଅନ୍ତୁ।ଏ କଥା ରେ ଦୋକାନ ମାଲିକ ରାଜି ହୋଇ ନ ଥିଲେ।
ଏହା ପରେ ପୁଣି ଦିନେ ରାତିରେ ମିଥୁନ ସସ୍ମିତା ଙ୍କ ଦୋକାନ କୁ ଯାଇ ଝଗଡ଼ା କରିଥିଲେ।ତାଙ୍କ ସ୍ଵାମୀ ଙ୍କ ଉପସ୍ଥିତି ରେ ଏକ ଧାରୁଆ ଅସ୍ତ୍ର ରେ ମିଥୁନ ସସ୍ମିତା ଙ୍କୁ ହ-ତ୍ୟା କରିଥିଲେ।
Special Report
ଏହା ପରେ ମିଥୁନ ସେଠାରୁ ଫେରାର ହୋଇ ଯାଇଥିଲେ।ସସ୍ମିତା ଙ୍କ ଘଟଣା ସ୍ଥଳ ରେ ମୃ-ତ୍ୟୁ ଘଟି ଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ପରିସର କୁ ସସ୍ମିତା ଙ୍କ ସ୍ଵାମୀ ଓ ଅନ୍ୟ କିଛି ଲୋକ ଙ୍କୁ ଅଣା ଯାଇଥିଲା।
ଏହା ପରେ ପୋଲିସ ଜାଣିବାକୁ ପାଇଥିଲା କି ମିଥୁନ ତାଙ୍କୁ ହ-ତ୍ୟା କରିଛନ୍ତି।ଅନେକ ଦିନ ଖୋଜା ଖୋଜି କରିବା ପରେ ମିଥୁନ ଙ୍କୁ ଗିରଫ କରା ଯାଇଛି।ଏହି ଘଟଣା ଟି ଚଳିତ ମାସ ଆଠ ତାରିଖ ରେ ଚନ୍ଦକା ଥାନା ଅଞ୍ଚଳ ରେ ଘଟିଛି।ଏବେ ଅଭିଯୁକ୍ତ ମିଥୁନ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisement