Jan 8, 2024, 10:52 IST

ଘର କାମ କରିବାକୁ ଆସିଥିବା ମିସ୍ତ୍ରୀ କଲା ଯୁବତୀ କୁ ଧର୍ଷଣ : ନିଦ ରେ ଶୋଇଥିବା ଝିଅ ସହ ଜବରଦସ୍ତି କଲା ଶାରୀରିକ ସଂପର୍କ

Special Report

ନମସ୍କାର ପାଠକ ବନ୍ଧୁ।ନିଜ ଝିଅ ବୟସ ର ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରି ଦେଲେ ଠିକାଦାର।ନିଜ ଭାଇ ମାନଙ୍କ ସହିତ ମିଶି ତାଙ୍କୁ ଟଣା ଓଟରା କରିବା ସହିତ ତାଙ୍କୁ ନିଆଁ ଜାଳି ଦେଲ ଠିକାଦାର।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ବାଘପଦ ଥାନା ଅଞ୍ଚଳ ରେ।
Special Report
ସେଠାରେ ଜଣେ ଦିନ ମଜୁରିଆ ଯୁବତୀ ଙ୍କୁ ପ୍ରଥମେ ଗଣ ଦୁ-ଷ୍କ-ର୍ମ କରା ଯାଇଛି।ଏହା ପରେ ତାଙ୍କୁ ଜୀବନ ରୁ ମାରି ଦେବା ପାଇଁ ଯୋଜନା କରା ଯାଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ଉକ୍ତ ଝିଅ କୁ ନ୍ୟାୟ ଦେବା ପାଇଁ ଏବେ ସମସ୍ତେ ଲାଗି ପଡ଼ି ଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଠିକାଦାର ଯୁବତୀ ଗତ କିଛି ଦିନ ତଳେ ଗୋଟିଏ ରାସ୍ତା ତିଆରି କାମ ରେ ଦିନ ମଜୁରିଆ ଭାବେ ନିଯୁକ୍ତି ହୋଇ ଥିଲେ।ସେହି ଯୁବତୀ ଙ୍କ ଉପରେ ଠିକାଦାର ଙ୍କ ଖରାପ ନଜର ରହିଥିଲା।ସେ ଅନେକ ଥର ତାଙ୍କ ସହିତ ଶା-ରୀ-ରି-କ ସଂପର୍କ ରଖିବାକୁ ଚେଷ୍ଟା କରିଥିଲେ।
Special Report
ହେଲେ ସମ୍ଭବ ହୋଇ ପାରି ନ ଥିଲା।ଘଟଣା ଦିନ ଠିକାଦାର ଓ ତାଙ୍କ ସାଙ୍ଗ ମାନେ ବହୁତ ପରିମାଣ ରେ ମଦ୍ୟ ପାନ କରିଥିଲେ।ସେହି ଯୁବତୀ ଙ୍କ ସହିତ ସମସ୍ତେ ଶା-ରୀ-ରି-କ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ।ତାଙ୍କୁ ଟଣା ଓଟରା କରିଥିଲେ।
ହେଲେ ଯୁବତୀ ଜଣକ ରାଜି ହୋଇ ନ ଥିଲେ।ଶେଷ ରେ ଠିକାଦାର ଓ ତାର ଭାଇ ମାନେ ରାସ୍ତା କାମ ରେ ଲାଗୁଥିବା ଗରମ ପିଚୁ ତାଙ୍କ ଉପରେ ପକାଇ ଦେଇ ଥିଲେ।ଯେଉଁଥିରେ ଝିଅ ଟି ର ଅଧା ଶରୀର ଜଳି ଯାଇଥିଲା।ସେ ରାସ୍ତା କଡ ରେ କଷ୍ଟ ରେ ଛଟ ପଟ ହେଉଥିଲେ।
ଅନ୍ୟ କିଛି କର୍ମଚାରୀ ତାଙ୍କ ଜୀବନ ରକ୍ଷା କଲେ।ସେମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ସେଠାରେ ଏବେ ଯୁବତୀ ଜଣକ ଚିକିତ୍ସିତ ହେଉଛନ୍ତି।ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ହେଉଛି ବୋଲି ଡାକ୍ତର ମାନେ କହିଛନ୍ତି।
ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ସେ ଯୁବତୀ ଙ୍କୁ ଏ ବିଷୟ ରେ ପଚାରି ଥିଲେ।ସେ କହିଥିଲେ କି ସେହି ଠିକାଦାର ହିଁ ମୋତେ ଦୁ-ଷ୍କ-ର୍ମ କରିଛି।ଓ ତାର ଭାଇ ମାନେ ତାକୁ ଏ କାମ ରେ ସାହାର୍ଯ୍ୟ କରିଛନ୍ତି।ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।
ଏହା ପରେ ପୋଲିସ ସେହି ଠିକାଦାର ଓ ତାର ଭାଇ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେହି ଯୁବତୀ ଙ୍କୁ ନ୍ୟାୟ ଦେବା ପାଇଁ ଏବେ ସେହି ଅଞ୍ଚଳ ର ଲୋକ ମାନେ ଆଗକୁ ଆଗେଇ ଆସି ଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଉକ୍ତ ଯୁବତୀ ଙ୍କୁ ନ୍ୟାୟ ମିଳୁଛି।

Advertisement