Feb 28, 2024, 09:36 IST

ଗରିବ ଙ୍କ ମନ ର କଥା ବୁଝିଲେ ଅମ୍ବାନୀ...ଏଣିକି ଥରେ jio ସିମ ରେ ରିଚାର୍ଜ୍ କଲେ,ମାଗଣା ବର୍ଷେ ଚାଲିବ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଥରେ ରିରାର୍ଜ୍ କଲେ ସବୁ ଟେନସନ ଫ୍ରି। ବର୍ଷ ସାରା ମିଳିବ ମାଗଣା କଲିଂ ସୁବିଧା।ବାରମ୍ବାର କରିବାକୁ ପଡ଼ିବନି ରିଚାର୍ଜ। ଏବେ ଗ୍ରାହକ ମାନଙ୍କ ପାଇଁ ଆସିଛି ବହୁତ୍ ବଡ଼ ଖୁସୀ ଖବର।
Special report
ପ୍ରତି ମାସରେ ରିରାର୍ଜ୍ କରିବା ପାଇଁ ବିରକ୍ତି ପ୍ରକାଶ କରିଥାନ୍ତି ଲୋକ ମାନେ। ତେଣୁ ଶସ୍ତା ରିରାର୍ଜ୍ ପ୍ଲାନ୍ ସନ୍ଧାନ ରେ ଅନେକ ଲୋକ ଖୁବ ଆଶାୟୀ ରହି ଥାଆନ୍ତି।ସେମାନେ ଏଭଳି ଏହା ଟେଲିକମ କମ୍ପାନୀ ଖୋଜନ୍ତି,
ଯାହା କମ୍ ମୂଲ୍ୟରେ ଅଧିକ ଲାଭ ସହିତ ରିରାର୍ଜ୍ ପ୍ଲାନ ଯୋଗାଇ ଥାଏ। ବର୍ତ୍ତମାନ୍ ଆପଣ ପ୍ରତି ମାସରେ କିମ୍ବା ପ୍ରତି ୮୪ ଦିନରେ ରିରାର୍ଜ୍ ର ଟେନସନ୍ ରୁ ମୁକ୍ତି ପାଇ ପାରିବେ।
ଭାରତରେ ତିନୋଟି ଟେଲିକମ କମ୍ପାନୀ ରହିଛି ଏଥିରେ ରିଲିଆନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍ ରହିଛି। ଏହି ତିନୋଟି କମ୍ପାନୀ ସେମାନଙ୍କର ଗ୍ରାହକ ମାନଙ୍କୁ ବିଭିନ୍ନ ରିରାର୍ଜ୍ ପ୍ଲାନ ଯୋଗାଇ ଥାଆନ୍ତି। ଯାହା ମଧ୍ୟରୁ କେତୋଟି ଲମ୍ବା ଭାଲିଡିଟି ସହ ଆସିଥାଏ।
Special report
ଯେତେବେଳେ ଲମ୍ବା ଭାଲିଡିଟି ଚୟନ କରିବା ପାଇଁ ଆସେ ସେତେବେଳେ ଗ୍ରାହକ ମାନେ ୩୬୫ ଦିନର ଲମ୍ବା ରିରାର୍ଜ୍ ପ୍ଲାନ୍ ଚୟନ କରନ୍ତି।ଲମ୍ଭା ଭାଲିଡିଟି ସହ ଜିଓ ର ଅନେକ ରିରାର୍ଜ୍ ପ୍ଲାନ୍ ରହିଛି।
ଯେଉଁଥିରେ ୩୩୬ ଦିନର ରିରାର୍ଜ୍ ଭାଲିଡିଟି ସବୁଠାରୁ ଶସ୍ତା ବୋଲି କୁହା ଯାଉଛି।୧୧ ମାସର ଭାଲିଡିଟି ସହ ଆସୁଥିବା ଏହି ପ୍ଲାନ୍ ଅସୀମିତ ଡାଟା, କଲିଂ ଏବଂ ଏସଏମଏସ ସୁବିଧା ପ୍ରଦାନ କରିଥାଏ।
ଏହି ପ୍ଲାନ୍ ସହ ଉପଭୋକ୍ତା ମାନେ 5g ଅସୀମିତ ଇଣ୍ଟରନେଟ ସୁବିଧା ମଧ୍ୟ ପାଇ ପାରିବେ। ଏହି ପ୍ଲାନ୍ ର ମୂଲ୍ୟ ରହିଛି ୧୫୬୯ ଟଙ୍କା ଏହି ପ୍ଲାନ୍ ସହ ଆପଣ ମାନେ ସ୍ଥାନୀୟ କଲ ସହ ଏସଟିଡି କଲ୍ ର ସୁବିଧା ମଧ୍ୟ ପାଇ ପାରିବେ।
ଏହା ସହ 5g ଇଣ୍ଟରନେଟ ସହ ମୋଟ ୨୪ ଦିନର ଡାଟା ସୁବିଧା ପାଇ ପାରିବେ।୩୬୦୦ ଏସଏମଏସ ର ଲାଭ ମଧ୍ଯ ଗ୍ରାହକ ମାନେ ଉଠାଇ ପାରିବେ। ଆପଣ ମାନେ ଏଥିପ୍ରତି କେତେ ଇଚ୍ଛୁକ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement