Nov 18, 2023, 17:18 IST

ଗ୍ୟାରେଜ ବାଲା ପ୍ରେମ ନିବେଦନ ଦେଖନ୍ତୁ ଗରିବ ପୁଅ ବୋଲି ବାହା ହେବାକୁ ମନା କଲେ ଶେଷରେ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ଦୁନିଆରେ ଲୋକମାନେ ଭଲପାଇବାର ନାଟକ କରି ଅନେକ କିଛି କାମ କରୁଛନ୍ତି । ଏହି ସମାଜରେ ଲୋକମାନେ ଭଲପାଇବା ପାଇଁ ଏଭଳି ସବୁ କଣ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
Special report
ସମାଜରେ ଏଭଳି ଅନେକ ଲୋକ ରହିଥାନ୍ତି । ଏବେ ଏହି ଭଲପାଇବାକୁ ନେଇ କିଛି ଖବର ଆସିଛି । ଏହି ଖବର ହେଉଛି ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଜଣେ ଯୁବତୀ ଭଲପାଉଥିଲେ । 
ଏହି ଯୁବତୀ ଜଣକ ସେହି ଗ୍ୟାରେଜ ମିସ୍ତ୍ରୀଙ୍କୁ ମନ ଦେଇ ଭଲ ପାଉଥିଲେ କିନ୍ତୁ ସେହି ଗ୍ୟାରେଜ ମିସ୍ତ୍ରୀ ଗରିବ ଥିବାରୁ ତାକୁ ବାହା ହେବାକୁ ମନା କରିଦେଲା । ଏହି ଗ୍ୟାରେଜ ମିସ୍ତ୍ରୀ ନାଁ ରେ ଯୁବତୀ ଜଣକ ଥାନାରେ ଏତଲା ଦେଲେ ।
Special report
ଥାନା ଭିତରୁ ବାହାରିଲା ବେଳକୁ ଯୁବତୀଙ୍କ ଜୀବନ ଚାଲିଗଲା । ଏହି ଗ୍ୟାରେଜ ମିସ୍ତ୍ରୀ ଜଣଙ୍କ ନାମ ହେଉଛି ପ୍ରକାଶ । ଆଉ ଯୁବତୀ ଜଣକ ହେଉଛନ୍ତି କାମାକ୍ଷୀ । ପ୍ରକାଶ ଆଉ କାମାକ୍ଷୀ ପରସ୍ପରକୁ ବହୁତ ଭଲ ପାଉଥିଲେ । ଗୋଟିଏ ଦିନ କାମାକ୍ଷୀର ସ୍କୁଟି ଖରାପ ହୋଇ ଯାଇଥିଲା । 
ଆଉ ସେ ତାର ସ୍କୁଟି ନେଇ ପ୍ରକାଶ ଗ୍ୟାରେଜ ପାଖକୁ ସଜାଡିବାକୁ ଯାଇଥିଲା । ଏହାପରେ ସେଠାରେ ତାର ପ୍ରକାଶ ସହ ଦେଖା ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲେ । ଏଭଳି ବିନା କାରଣରେ ବି ପ୍ରକାଶ ଗ୍ୟାରେଜକୁ ଯାଉଥିଲା କାମାକ୍ଷୀ ।
Special report
ସ୍କୁଟି ଖରାପ ନଥିଲେ ବି ତାକୁ ଖରାପ କରି ଦେଉଥିଲା କାମାକ୍ଷୀ । ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ ହୋଇଥିଲା । ପ୍ରକାଶ ଆଉ କାମାକ୍ଷୀଙ୍କ ପ୍ରେମ ସଂପର୍କ ଆଗକୁ ବଢିଲା । ଯୁବତୀ ଜଣଙ୍କର ବୟସ ୨୨ ବର୍ଷ, ଆଉ ଯୁବକ ଜଣଙ୍କର ବୟସ ୩୦ ବର୍ଷ । 
Special report
ଯୁବକ ଜଣକ ଯୁବତୀଙ୍କ ବୟସ ଠାରୁ ଅଧିକ ହୋଇଥିଲେ ମଧ୍ୟ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ କହିଲେ କିନ୍ତୁ ସେତେବେଳେ ଏହି ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଲେ । ଆଉ ଯୁବତୀ ଜଣକ ଯୁବକଙ୍କୁ ନିଜ ଠାରୁ ଦୂରେଇ ଯିବାକୁ କହିଥିଲେ । ଏହାପରେ କାମାକ୍ଷୀ ପ୍ରକାଶ ନାଁରେ ଥାନାରେ ଅଭିଯୋଗ ଦେଇଥିଲେ ।
ତାପରେ ଏହି ଖବର ନେଇ ପ୍ରକାଶ ରାଗି ଯାଇଥିଲା । ଯେତେବେଳେ ଏତଲା ଦେଇ ଥାନାରୁ କାମାକ୍ଷୀ ଫେରିଥିଲା ସେତେବେଳେ କାମାକ୍ଷୀକୁ ଅଧା ରାସ୍ତାରେ ପ୍ରକାଶ ଜୀବନରୁ ମାରି ଦେଇଥିଲା । ଏବେ ପୋଲିସ ଏହି ଘଟଣାକୁ ତଦନ୍ତ କରି ପ୍ରକାଶକୁ ଗିରଫ କରିଛି । ଏହି ଘଟଣା ଘଟିଛି ଗୋଆର ବରକରିଫରେ ।

Advertisement