Nov 8, 2023, 19:37 IST

ଗର୍ବ ପାଇଁ ସର୍ବନାଶ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର ରାନୁ ମଣ୍ଡଳ ବିତାଉଛନ୍ତି ଏବେ ଏମିତି ଜୀବନ - VIRAl VIDEO

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ବଲିଉଡ ଦୁନିଆ ବିଷୟରେ ଜାଣି ପାରିବା ସହ ବଲିଉଡ ଜଗତର ଅଭିନେତା,
Special report
ଅଭିନେତ୍ରୀ ଆଉ ଗାୟକ ଏବଂ ଗାୟିକା ମାନଙ୍କର ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ବଲିଉଡ ଗାୟିକା ଯିଏ କି ଦିନେ ଭିକାରୀ ଥିଲେ ସେ ପରେ ଗାୟିକା ହୋଇଥିଲେ ତାଙ୍କୁ ତ ସମସ୍ତେ ଜାଣିଥିବେ । 
ଏହି ଗାୟିକା ଜଣକ ଭିକାରୁଣୀ ଥିଲେ । ସେ ହେଉଛନ୍ତି ରାନୁ ମଣ୍ତଲ । ଭିକାରୁଣୀ ରୁ ସେ ଦିନେ ଗାୟିକା ହୋଇଥିଲେ । ରାନୁ ମଣ୍ଡଲ ଟ୍ରେନରେ ଭିକ୍ଷା ମାଗୁଥିଲେ । ଆଉ ସେ ବଲିଉଡ ଗୀତ ଗାଇ ଭିକ୍ଷା ମାଗୁଥିଲେ ।
Special report
ଆଉ ଏହି ଗୀତକୁ ଜଣେ ଯୁବକ ୟୁଟ୍ୟୁବରେ ସେୟାର କରିଥିଲେ । ଆଉ ଏହାପରେ ସେ ବଲିଉଡରେ ପାଦ ଦେଇଥିଲେ ଆଉ ଗୀତ ଗାଇଥିଲେ । ଏବେ ସେ ପୁଣି ଭିକାରୁଣୀ ହୋଇ ଯାଇଛନ୍ତି । ସେ ଦିନେ ବଲିଉଡ ଜଗତରେ ଆଲୋଡନ ସୃଷ୍ଟି କରିଥିଲେ ।
Special report
ବିଭିନ୍ନ ମହଲରୁ ରାନୁ ମଣ୍ଡଲଙ୍କୁ ପ୍ରଶଂସା କରୁଥିଲେ । ସମସ୍ତେ କୁହନ୍ତି ବଣ ମଲ୍ଲି ଟିଏ ବୋଲି । ଆଜି ସେ ପୁଣି ସଙ୍ଗୀତ ରାଣୀ ରୁ ଭିକାରୁଣୀ ପାଲଟି ଗଲେ । ରାନୁ ମଣ୍ଡଲ ଦିନେ ରାସ୍ତା କଡ଼ରେ ବସି ସୁମଧୁର ଗୀତ ଗାଇ ଲୋକମାନଙ୍କ ଠାରୁ ଭଲପାଇବା ଜିତିଥିଲେ ।
ଆଉ ଏହି ଭଲପାଇବା ପାଇବା ପରେ ସେ ବଲିଉଡ୍ ଜଗତରେ ନାଁ କରିଥିଲେ । ରାନୁ ମଣ୍ଡଲଙ୍କ ଗୀତ ଶୁଣି ଆଗଧାଡିର ସିଙ୍ଗର ହିମେଶ ରସ୍ମିୟା ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ । 
Special report
ରାତାରାତି ରାନୁ ମଣ୍ଡଲ ଷ୍ଟାର ହୋଇଗଲେ । ଆଉ ଷ୍ଟାର ହେବା ପରେ ସେ ଭୁଲିଗଲେ ସେ କଣ ଥିଲେ ଆଉ କଣ ହେଲେଣି । ସେ ତାଙ୍କୁ ବଦଳେଇ ଥିବା ଲୋକଙ୍କୁ ଭୁଲି ଯାଇଛନ୍ତି । ତାଙ୍କର ଗର୍ବ ଆଉ ଅହଙ୍କାର ପାଇଁ ଆଜି ସେ ପୁଣି ଭିକାରୁଣି ହୋଇ ଯାଇଛନ୍ତି ।
ଈଶ୍ୱର ସବୁ ସହିବେ କିନ୍ତୁ କାହାର ଗର୍ବ ସହିବେ ନାହିଁ । ଆଉ ସେଥିପାଇଁ ରାନୁ ମଣ୍ଡଲ ଆଜି ଏଭଳି ହୋଇଛନ୍ତି । ସେ ସିଙ୍ଗର ରୁ ପୁଣି ଆଜି ଭିକାରୁଣି ହୋଇ ଯାଇଛନ୍ତି । ଏବେ ଏହି ଖବର ଚର୍ଚ୍ଚାକୁ ଆସିଛି ।

Advertisement