Feb 17, 2024, 08:35 IST

ଗାଁ ଦାଣ୍ଡରେ ସ୍ତ୍ରୀ ର କଟା ମୁଣ୍ଡ ଧରି ନିର୍ଭୟରେ ବୁଲୁଛି ନୃଶଂସ ସ୍ୱାମୀ...

Special report

ନମସ୍କାର ପାଠକ ବନ୍ଧୁ।ସ୍ତ୍ରୀ ର କଟା ମୁଣ୍ଡ କୁ ଧରି ରାସ୍ତା ରେ ଦୌଡିଲା ସ୍ଵାମୀ।ଏଭଳି କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ସ୍ଵାମୀ ନିଜ ସ୍ତ୍ରୀ ର ମୁଣ୍ଡ କୁ କଟୁରୀ ରେ ହାଣି ପକାଇଛି।ଘଟଣା ସ୍ଥଳ ରେ ସ୍ତ୍ରୀ ର ମୃ-ତ୍ୟୁ ହୋଇଛି।
Special report
ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ର ମେଦିନପୁର ଜିଲ୍ଲାର ଚିତ୍ତ ପୁର୍ ଅଞ୍ଚଳ ରେ।ସେଠାରେ ଜଣେ ମଦୁଆ ସ୍ଵାମୀ ନିଜ ସ୍ତ୍ରୀ ର ବେକ କାଟି ହ-ତ୍ୟା କରିଛି।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ଆଖି ରୁ ଲୁହ ଆସି ଯାଉଛି।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଗୌତମ ଗୋଚ୍ଛାୟତ ନାମକ ଜଣେ ୪୦ ବର୍ଷୀୟ ଯୁବକ କିଛି ବର୍ଷ ପୂର୍ବେ ବିବାହ କରି ଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁ ଥିଲା।ଗାଁ ର ଲୋକ ମାନେ ସବୁବେଳେ ଉଭୟ ଙ୍କୁ ବୁଝା ଶୂଝା କରି ରଖି ଥିଲେ।
ହେଲେ ଗତ କାଲି ଗୌତମ ପ୍ରବଳ ମଦ ପିଇ ଥିଲେ।ସେହି ସମୟ ରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଦେଲେ।ପାଖରେ ଥିବା କ-ଟୁ-ରି କୁ ଆଣି ଗୌତମ ନିଜ ସ୍ତ୍ରୀ ର ବେକ କୁ କା-ଟି ଦେଇ ଥିଲେ।
Special report
ଏହା ପରେ ତାଙ୍କ ସ୍ତ୍ରୀ ର ଘଟଣା ସ୍ଥଳ ରେ ମୃ-ତ୍ୟୁ ଘଟି ଥିଲା।ତାଙ୍କ କଟା ମୁଣ୍ଡ କୁ ଧରି ସେ ଗାଁ ସାରା ବୁଲୁ ଥିଲେ।ଗ୍ରାମ ବାସୀ ମାନେ ଯେତେବେଳେ ଏହାକୁ ଦେଖିଲେ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇ ଥିଲେ।ଗାଁ ରାସ୍ତା ରେ ରକ୍ତ ପଡ଼ି ରହିଥିଲା।
ଲୋକ ମାନେ ତାହାକୁ ଦେଖି ଭୟବିତ ହୋଇ ଯାଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୌତମ କୁ ଧରି ପକାଇ ଥିଲେ।ଏହା ପରେ ତାଙ୍କୁ ଗୋଟିଏ ଥାନା କୁ ନେଇ ଯାଇ ଥିଲେ।ତାଙ୍କ ପତ୍ନୀ ଙ୍କ ଶବ କୁ ପୋଲିସ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲେ।
ଗୌତମ ଙ୍କୁ ସଙ୍ଗେ ସଙ୍ଗେ କୋର୍ଟ ଚାଲାଣ କରା ଯାଇଛି।ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗ୍ରାମ ବାସୀ ମାନେ କହିଛନ୍ତି।ଏଭଳି ସ୍ଵାମୀ ମରି ଯିବା ଉଚିତ।ନିଜ ସ୍ତ୍ରୀ କୁ ଏଭଳି ନୃ-ଶଂ-ସ ଭାବେ ମାରି ସେ ଗାଁ ରାସ୍ତା ରେ ବୁଲାଇଛନ୍ତି।ଯେ କେହି ଏହାକୁ ଦେଖିଚି ଆଖିରୁ ଲୁହ ଆସି ଯାଉଛି।

Advertisement