Feb 6, 2024, 12:16 IST

ଗଣିତ ମାଷ୍ଟର ମୋ ଝିଅ ସହ ଅସଦାଚରଣ କରିଦେଲା ଏବେ ମତେ ଆଉ ମୋ ଝିଅ କୁ ସରକାର ନ୍ୟାୟ ଦିଅନ୍ତୁ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରେମ ପାଇଁ ଯେ କୌଣସି ସୀମା କୁ ଡେଇଁ ପଡ଼ୁଛନ୍ତି ଆଜିର ଯୁବ ପୀଢ଼ି ମାନେ।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ଟ୍ୟୁସନ୍ ଶିକ୍ଷକ ଙ୍କୁ ପ୍ରେମ କରି ଫେରାର ହେଲେ ଯୁବତୀ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏ କଥା ସତ।ପଢିବାକୁ ଯାଇ ସେଠାରେ ଟ୍ୟୁସନ୍ ଶିକ୍ଷକ ଙ୍କ ପ୍ରିୟ ଛାତ୍ରୀ ହୋଇ ଯାଇ ଥିଲେ ଛାତ୍ରୀ।ଏହା ପରେ ଶିକ୍ଷକ ଙ୍କ ମନ ର ମାନସୀ ସାଜି ଯାଇ ଥିଲେ।
ସୂଚନା ଅନୁସାରେ ଅଞ୍ଜଳି ନାମକ ଯୁବତୀ ଙ୍କ ବୟସ ହେଉଚି ମାତ୍ର ୨୧ ବର୍ଷ।ସେ ଟ୍ୟୁସନ୍ ହେବା ନାମ ରେ ଚନ୍ଦନ ସାର ଙ୍କ କୋଚିଂ ସେଣ୍ଟର୍ କୁ ଯାଉ ଥିଲେ।ଧୀରେ ଧୀରେ ସେ ସାର ଙ୍କ ପ୍ରିୟ ଛାତ୍ରୀ ହୋଇ ଗଲେ।
ଧୀରେ ଧୀରେ ଅଞ୍ଜଳି ଶିକ୍ଷକ ଙ୍କୁ ପ୍ରେମ କରିବାକୁ ଲାଗିଲେ।ଚନ୍ଦନ ମଧ୍ୟ ମନେ ମନେ ପ୍ରେମ କରି ଥିଲେ।ଧୀରେ ଧୀରେ ଉଭୟ ଙ୍କ ପ୍ରେମ ସଂପର୍କ ବଢିବାରେ ଲାଗିଲା।ସେମାନେ ନିଷ୍ପତି ନେଇ ଥିଲେ କି ଉଭୟ ବିବାହ କରିବେ। ହଟାତ ଦିନେ ଅଞ୍ଜଳି ନିଜ ଘରୁ ଲୁଚି ଚାଲି ଯାଇ ଥିଲେ।
Special report
ଏ ନେଇ ତାଙ୍କ ପରିବାର ଲୋକେ କିଛି ବି ଜାଣି ନ ଥିଲେ।ସେ ନିକଟରେ ଥିବା ଥାନା ରେ ଅଭିଯୋଗ କରିଥିଲେ।ଅଞ୍ଜଳି ଏହି ଖବର ପାଇବା ପାରେ ପ୍ରଥମେ ଡରି ଯାଇ ଥିଲା।ଏହା ପରେ ସେ ତାର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଥିଲା।
ସେଥିରେ ସେ କହି ଥିଲା କି ମୁଁ ଚନ୍ଦନ ସାର ଙ୍କ ସହିତ ଘରୁ ଲୁଚି ଚାଲି ଆସିଛି।ତମ ମାନେ ଏତେ ବ୍ୟସ୍ତ ହୁଅ ନାହିଁ।ତାଙ୍କୁ ମୁଁ ବହୁତ ଭଲ ପାଏ।ଆମେ ଦୁହେଁ ବିବାହ କରି ସାରୁଛୁ।ଏ ନେଇ ଥାନା ରେ ଅଭିଯୋଗ କର ନାହିଁ।ଆମକୁ ଆଉ ଅସୁବିଧା ରେ ପକାଅ ନାହିଁ।
ଆମେ ଭଲ ରେ ଅଛୁ।ଏ କଥା ଶୁଣିବା ପରେ ବାପା ମା ଉଭୟ ଚକିତ ହୋଇ ଯାଇଥିଲେ। ନିଜ ଝିଅ ର ଏଭଳି କାର୍ଯ୍ୟ ପାଇଁ ସେ ସମାଜ ରେ ଏବେ ମୁହଁ ଦେଖାଇ ପାରୁ ନାହାନ୍ତି।
ନିଜ ଝିଅ କୁ ଚନ୍ଦନ ସାର ଙ୍କ ପାଖରୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିଲେ।ହେଲେ ସମ୍ଭବ ହୋଇ ପାରି ନ ଥିଲା।ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement