Dec 12, 2023, 11:48 IST

୩୦୦ କୋଟି ଗଣା ହେଲା ଆଉ ବାକି ଫିମ୍ପି ମାରି ଯାଇଛି, ଗଣି ଗଣି ଶେଷରେ ୫୦ କୋଟି ଖଣ୍ଡେ ଉଇ ଖାଇଗଲେ ଆସିଲା ଖବର

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ଏକ ବଡ ଖବର। ମଦ ବ୍ୟବସାୟୀ ଙ୍କ ଘରୁ ମିଳିଲା ୪୦ କୋଟି ଟଙ୍କା। ଟଙ୍କା ଉପରେ ଧୂଳି ଜମି ଯାଇଥିଲା।ସେ ୨୦୧୬ ମସିହା ରୁ ଟଙ୍କା ଜମା କରି ରଖିଥିଲେ।ଏଥିରେ ଅଧିକାଂଶ ଟଙ୍କା ଫିମ୍ପି ଲାଗି ଯାଇଥିଲା।
Special Report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ରେ।ସେଠାରେ ଗୋଟିଏ ରିଜର୍ଭ ବ୍ୟାଙ୍କ ରେ ଏହି ଟଙ୍କା ଗଣନ କରା ଯାଉଛି।ଏଥିରେ ତିରିଶ ରୁ ଅଧିକ ଟଙ୍କା ଗଣିବା ମେସିନ ଲାଗୁଛି।
ଏଥିରେ ତିରିଶ ରୁ ଅଧିକ ସୁରକ୍ଷା କର୍ମୀ ମାନେ ନଜର ରଖିଥିଲେ।ତାଙ୍କ ଉପରେ ଫିମ୍ପି ଲାଗି ଯାଇଚି।ଅଧିକାଂଶ ଟଙ୍କା ନଷ୍ଟ ହୋଇ ଯାଇଥିଲା।ବଲାଙ୍ଗୀର ଏସ ବି ଆଇ ରେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରେ ଟଙ୍କା ସବୁ କୁ ରଖା ଯାଇଛି।
୪୦ କୋଟି ରୁ ଉର୍ଦ୍ଧ ଟଙ୍କା ସବୁ ନଷ୍ଟ ହୋଇ ଯାଇଚି।ଏଥିରେ ମେସିନ ରେ ଟଙ୍କା ଗଣା ଯାଇଥିଲା। ସିସି ଟିଭି ନଜର ରେ ରହିଛି ଗଣା ଯାଇଥିବା ଟଙ୍କା।ଏହାର ସୁରକ୍ଷା ଉପରେ ବେଶୀ ଗୁରୁତ୍ଵ ଦିଆ ଯାଉଛି।
Special Report
ଏବେ ଏହା ଏକ ବଡ ଚ୍ୟାଲେଞ୍ଜ ରେ ପରିଣତ ହୋଇଛି।ପ୍ରାୟ ତିନିଶହ କୋଟି ରୁ ଅଧିକ ଟଙ୍କା କୁ ଜବତ କରା ଯାଇଥିଲା।ଏଥିରୁ କିଛି ଗଣା ସରି ଯାଇଛି।
ଆଉ କିଛି ନଷ୍ଟ ହୋଇ ଯାଇଛି।ଗତ କାଲି ଠାରୁ ଏହି ଗଣନ ପ୍ରକ୍ରିୟା ଆରମ୍ଭ ହୋଇଛି।ଜଣେ ମଦ ବ୍ୟବସାୟୀ ଙ୍କ ଘରୁ ଏତେ ଟଙ୍କା ଜବତ କରା ଯାଇଛି।ସେ ୨୦୧୬ ମସିହା ରୁ ଟଙ୍କା ଜମା ରଖିଥିଲେ।
ଏଥିରୁ କିଛି ଉପରେ ଧୂଳି ଜମି ଯାଇଛି।ଏଥିରେ ନିୟୋଜିତ କର୍ମଚାରୀ ମାନେ ତାକୁ ଝଡା ଝଡି କରି ଗଣି ଥିଲେ।ଆହୁରି ସାତ ରୁ ଆଠ ଦିନ ପର୍ଯ୍ୟନ୍ତ ଏହି ଗଣନ ପ୍ରକ୍ରିୟା ଜାରି ରହିବ।

Advertisement