Updated: Feb 24, 2024, 11:34 IST

ଗାଧୁଆ ଘରେ କ୍ୟାମେରା ଲଗେଇ ଯୁବତୀଙ୍କୁ ଧର୍ଷଣ..ଯେତେ ମନା କଲେ ବି ଯୁବତୀ ସହ କଲେ ବଳାତ୍କାର

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆପଣ ମାନେ ଯଦି ହୋଟେଲ ରୁମ୍ କୁ ଯାଉଛନ୍ତି ତେବେ ଏବେ ଠାରୁ ସାବଧାନ ହୋଇ ଯାଆନ୍ତୁ।ହୋଟେଲ ଭିତରେ ଲାଗୁଚି କ୍ୟାମେରା।ମହିଳା ଜଣକ ହୋଟେଲ ରେ ଗାଧୋଇବା ପାଇଁ ଯାଉ ଥିବା ସମୟ ରେ ସେ ଏହି କ୍ୟାମେରା କୁ ଦେଖି ଥିଲେ।
Special report
ଯୁବତୀ ଗାଧୋଉଥିବା ର ଭିଡିଓ କ୍ୟାମେରା ରେ କଏଦ ହୋଇ ଯାଇ ଥିଲା।ହୋଟେଲ ର ମାଲିକ ବାହାରେ ବସି ସବୁ ଦେଖୁଥିଲା।ଏହା ପରେ ଯୁବତୀ ଜଣକ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ହୋଟେଲ ର ବେଡ ରୁମ ଠାରୁ ଆରମ୍ଭ କରି ବାଥ୍ ରୁମ୍ ପର୍ଯ୍ୟନ୍ତ ସବୁଠାରେ ଲାଗିଛି କ୍ୟାମେରା।ଆଉ ଏହି କ୍ୟାମେରା ଲଗାଇ ଛନ୍ତି ହୋଟେଲ ର କିଛି କର୍ମଚାରୀ ମାନେ।ଯୁବତୀ ମାନଙ୍କ ଅ-ଶ୍ଳୀ-ଳ ଭିଡିଓ କରି କ୍ୟାମେରା ରେ କଏଦ କରି ରଖୁଥିଲେ ସେହି ଯୁବକ ମାନେ।
ଯଦି କୌଣସି ଯୁବତୀ ମାନେ ସେଠାକୁ ଆସୁଥିଲେ ସେମାନେ କ୍ୟାମେରା ଲଗାଇ ଦେଉ ଥିଲେ।ଏହା ପରେ ସେହି ଭିଡିଓ କୁ ରାତି ରେ ଦେଖୁଥିଲେ।ପରେ ସେହି ଯୁବତୀ ମାନଙ୍କୁ ସେହି ଭିଡିଓ ଦେଖାଇ ତାଙ୍କୁ ବ୍ଲାକ ମେଲ କରୁ ଥିଲେ।
Special report
ତାଙ୍କ ସହିତ ଖରାପ ସମ୍ପର୍କ ରଖୁଥିଲେ। ହଟାତ ଦିନେ ଜଣେ ଯୁବତୀ ହୋଟେଲ ରେ ରହିବା ପାଇଁ ଆସି ଥିଲେ।ସେ ହୋଟେଲ ର ବାଥ୍ ରୁମ୍ ଭିତରକୁ ଯେତେବେଳେ ଯାଇଛନ୍ତି ସେଠାରେ କ୍ୟାମେରା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ।
ଏହା ପରେ ପୋଲିସ କୁ ଖବର ଦେଲେ।ଏହା ପରେ ସେ ତାଙ୍କ ସ୍ଵାମୀ ଙ୍କୁ ସବୁ କଥା କହି ଥିଲେ।ତାଙ୍କ ସ୍ଵାମୀ ସଙ୍ଗେ ସଙ୍ଗେ ପୋଲିସ କୁ ନେଇ ଘଟଣା ସ୍ଥଳ ରେ ପହଞ୍ଚି ଥିଲେ।ଏହା ପରେ ଜଣା ପଡ଼ି ଥିଲା କି ସେଠାରେ କ୍ୟାମେରା ଲାଗିଛି।
ହୋଟେଲ ର କର୍ମ ଚାରି ମାନଙ୍କୁ ଏ ବିଷୟ ରେ ପଚରା ଯିବାରୁ ସେମାନେ ସବୁ କଥା କହିଥିଲେ।ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ହୋଟେଲ କୁ ସିଜ୍ କରି ଥିଲା ସେହି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥିଲା।
ତେବେ ଆପଣ ମାନେ ଯଦି ହୋଟେଲ ଯାଉଛନ୍ତି ତେବେ ଆଜି ଠାରୁ ସାବଧାନ ହୋଇ ଯାଆନ୍ତୁ।ହୋଟେଲ ମାଲିକ ଓ କର୍ମ ଚାରି ମାନେ ଏଭଳି କିଛି କାମ କରୁଛନ୍ତି ଯାହାକୁ ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ।

Advertisement