Mar 22, 2024, 08:48 IST

ଶେଷରେ ଭାରତ ଛାଡ଼ିଦେବେ ବିରୁଷ୍କା...ନିଜ ଆଗାମୀ ଶିଶୁ ପାଇଁ ଆମେ ଏହା କରିବାକୁ ବାଧ୍ୟ..

Ij

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ୧୧ ଜାନୁୟାରୀ ୨୦୨୧ ରେ ଅନୁଷ୍କା ଶର୍ମା ଭାମିକାଙ୍କୁ ଜନ୍ମ ଦେଇଥିଲେ। ୧୫ ଫେବୃଆରୀ ୨୦୨୪ ରେ ଅନୁଷ୍କା ପୁଅ ଅକାୟଙ୍କୁ ଜନ୍ମ ଦେଇଥିଲେ।
De
ଅନୁଷ୍କା ଏବଂ ବିରାଟ ବର୍ତ୍ତମାନ ଦୁଇ ସନ୍ତାନର ପିତାମାତା ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ଅନୁଷ୍କା ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା, କିନ୍ତୁ ଦମ୍ପତି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ବର୍ତ୍ତମାନ ଯେତେବେଳେ ଏହି ଖବର ସମ୍ନାକୁ ଆସିଲା, ସେତେବେଳେ ଉଭୟଙ୍କ ପ୍ରଶଂସକ ବହୁତ ଖୁସି ଅଛନ୍ତି। ବର୍ତମାନ ଅନୁଷ୍କା ଭାରତ ଠାରୁ ଦୂରରେ ରହି ଦୁଇ ପିଲା ସହ ଖୁସିରେ ସମୟ ଉପଭୋଗ କରୁଛନ୍ତି।
Hh
ଇନଷ୍ଟାଗ୍ରାମ ରେ ସେ ତାଙ୍କ ପୁଅ ଅକାୟଙ୍କ ଜନ୍ମର ଖୁସି ଖବର ସେୟାର କରିଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ରୁ ବଞ୍ଚିତ ହୋଇଥିବାରୁ କିଛି ଲୋକ ବିରାଟଙ୍କୁ ଟ୍ରୋଲ କରିଥିଲେ। ବର୍ତମାନ ସୋସିଆଲ ମିଡ଼ିଆରେ ଆଲୋଚନା ଜୋର ଧରିଛି ଯେ ଦୁହେଁ ତାଙ୍କ ପିଲାଙ୍କ ସହ ୟୁକେ ଯିବାକୁ ଚାହୁଁଛନ୍ତି।
ଯେଉଁଥି ପାଇଁ କିଛି ଲୋକ ମଧ୍ୟ ଅସନ୍ତୁଷ୍ଟ ଦେଖାଯାଉଛନ୍ତି। ନିକଟରେ ବିରାଟ ଭାରତ ଫେରିଥିଲେ କିନ୍ତୁ ଅନୁଷ୍କା ତାଙ୍କ ସହିତ ନଥିଲେ।ତେବେ ସେ ପିଲାଙ୍କ ସହିତ ଲଣ୍ଡନ ରେ ଅଛନ୍ତି। ଆଉ ୫ ମାସ ହେବ ଅନୁଷ୍କା ସେଠାରେ ରହୁଛନ୍ତି।
କୁହାଯାଉଛି ଯେ ଅନୁଷ୍କା ଡିସେମ୍ବର ୨୦୨୩ ରେ ଭାରତରେ ଥିଲେ। କିନ୍ତୁ ଫେବୃଆରୀ ୨୦୨୪ ରେ ସେ ବ୍ରିଟେନ ରେ ଥିଲେ। ଯେଉଁଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବର୍ତମାନ ଏହି ସବୁ କାରଣରୁ ଲୋକମାନେ ଅନୁମାନ କରୁଛନ୍ତି ଯେ ଅନୁଷ୍କା ତାଙ୍କ ପରିବାର ସହ ୟୁକେ ସିପ୍ଟ ହୋଇଯାଇ ପାରନ୍ତି।

Advertisement