Updated: Mar 8, 2024, 10:01 IST

ଶେଷରେ ମୁଁହ ଖୋଲିଲେ ଶାହରୁକ୍ ଖାଁ ଙ୍କ ପୁଅ,ମୋ ବାପା ଙ୍କ ଭଳିଆ ମୁଁ ଜମା ରୁ ହେବିନି...

Tt

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସାହାରୁଖ ଖାନ୍ ଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି।ସାହାରୁଖ ଖାନ୍ ଙ୍କୁ ଅନୁସରଣ କରିବେ ନାହିଁ ଆର୍ଯ୍ୟନ୍।ସେ ତାଙ୍କ ପିତାଙ୍କ ପରି ହେବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।
ସାହାରୁଖ ଖାନ୍ ଏବଂ ଗୌରୀ ଖାନ୍ ଙ୍କ ପୁଅ ହେଉଛନ୍ତି ଆର୍ଯ୍ୟନ ଖାନ୍।ତାଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି।ବଲିଉଡ ର ଲୋକପ୍ରିୟ ଅଭିନେତା ସାହାରୁଖ ଖାନ୍ ଯେତିକି ଫେମଶ ତାଙ୍କ ପରିବାର ମଧ୍ୟ ସେତିକି ଫେମସ।
Ff
ସମସ୍ତଙ୍କ ହୃଦୟ ରେ ରାଜ୍ କରନ୍ତି କିଙ୍ଗ ଖାନ୍।ଆଉ ସମସ୍ତେ ତାଙ୍କ ପରି ହେବାକୁ ଚାହାଁନ୍ତି।କିନ୍ତୁ ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ତାଙ୍କ ପିତାଙ୍କ ପରି ହେବାକୁ ଚାହାଁନ୍ତି ନାହିଁ।ହେଲେ ଆର୍ଯ୍ୟନ୍ ଏପରି କାହିଁକି କହିଛନ୍ତି ତାହା ନେଇ ବର୍ତମାନ ସମୟରେ ଚର୍ଚ୍ଚା ହେବାରେ ଲାଗିଛି।
ଗତ ବର୍ଷ ଏପ୍ରିଲ ମାସ ରେ ନିଜର ଫ୍ୟାସନ ବ୍ରାଣ୍ଡ କୁ ଲଞ୍ଚ କରିଛନ୍ତି ଆର୍ଯ୍ୟନ୍।ଆର୍ଯ୍ୟନ୍ ପିତା ସାହାରୁଖ ଖାନ୍ ଙ୍କ ପରି ହେବାକୁ ଚାହାଁନ୍ତି ନାହିଁ।ସିଏ ଅଭିନୟ ନୁହେଁ ଫ୍ୟାସନ, ଲାଇଫ ଷ୍ଟାଇଲ ଏବଂ ଡାଇରେକ୍ଟର ହେବା ପାଇଁ ଅଧିକ ଇଚ୍ଛା ଥିବ କହିଛନ୍ତି।
Vv
କହିବାକୁ ଗଲେ ଆର୍ଯ୍ୟନ୍ ଙ୍କ ଫ୍ୟାସନ ବ୍ରାଣ୍ଡ କୁ ସାହାରୁଖ ଖାନ୍ ନିଜେ ପ୍ରମୋଟ କରିଛନ୍ତି।ଏବଂ ଫ୍ୟାସନ ବ୍ରାଣ୍ଡ ର ଚେହେରା ମଧ୍ୟ ବନିଛନ୍ତି।ଏହି ବର୍ଷ ଆର୍ଯ୍ୟନ୍ ନିଜ ବ୍ରାଣ୍ଡ ର କିଛି ନୂଆ ଷ୍ଟାଇଲ ଲଞ୍ଚ କରିବାକୁ ଯାଉଛନ୍ତି।କିନ୍ତୁ ଏଥର ବଣ୍ଟି ଏବଂ leite ଙ୍କ ସହ କୋଲାବେରେଟ କରିବେ ନାହିଁ।
ଏଥର ଡିଶ୍ନି ଇଣ୍ଡିଆ ସହିତ ହାତ ମିଶାଇଛନ୍ତି।ନିକଟ ରେ ଏକ ସାକ୍ଷାତକାର ରେ ଆର୍ଯ୍ୟନ୍ ପିତା ସାହାରୁଖ ଖାନ୍ ଙ୍କ ସହ କାମ କରିବାକୁ ନେଇ ନିଜର ଏକ୍ସପେରିଏନସ ସେୟାର କରିଛନ୍ତି।ଆର୍ଯ୍ୟନ୍ କହିଛନ୍ତି ଯେବେ ସେ ବାପା ଙ୍କ ସହ କାମ କରନ୍ତି ସେତେବେଳେ ତାଙ୍କର ସିଖିବା ପାଇଁ ବହୁତ କିଛି ଥାଏ।

Advertisement