Updated: Dec 11, 2023, 11:58 IST

ଏଥର ତାହାଲେ ଜବତ ୩୦୦ କୋଟି ରେ ହକ ଜମେଇବେ ଭାରତ ବାସୀ?? ସମସ୍ତଙ୍କୁ ଯଦି ମିଳିବ ତାହାଲେ ଜଣକା କେତେ ଟଙ୍କା ଆସିବ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶା ପାଇଁ ଆସି ଯାଇଛି ଖୁସୀ ଖବର ଲୋକ ମାନଙ୍କୁ ବଣ୍ଟାଯିବ ଜବତ ହୋଇଥିବା ୩୦୦ କୋଟି ଟଙ୍କା। ସୁଧ ମୂଳ ସହ ଟଙ୍କା ଆଦାୟ କରିବା ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି ମୋଦୀ।
Special Report
ଟଙ୍କାର ପାହାଡ଼ ଉପରେ ବସି ଗରିବଙ୍କୁ ଥଟ୍ଟା କରୁଛନ୍ତି କଂଗ୍ରେସ ନେତା। ଆଉ ଏବେ କୁହା ଯାଉଛି କି ଓଡ଼ିଶା ପାଇଁ ଅତିଶିଘ୍ର ଖୁସୀ ଖବର ଆସିବାକୁ ଯାଉଛି। ଜବତ ହୋଇଥିବା ୩୦୦ କୋଟି ଟଙ୍କା ଓଡ଼ିଶାରେ ବଣ୍ଟା ଯିବ ବୋଲି ସୁଚନା ମିଳିଛି।
ନିଜେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସଙ୍କେତ ଦେଇ ସାରିଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ମଧ୍ଯ ଏବେ ସମାନ କଥା କହିଛି।
ଜବତ ହୋଇଥିବା ଟଙ୍କା ଲୋକ ମାନଙ୍କ ଟଙ୍କା ହୋଇ ଥିବାରୁ ସେହି ଟଙ୍କା ରେ କେବଳ ଲୋକ ମାନଙ୍କର ହିଁ ଅଧିକାର ଅଛି। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ଫେରାଇ ଦେବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଏହା ଅନୁମାନ କରାଯାଉଛି।
ଯଦି ଏହି ଟଙ୍କା ବଣ୍ଟା ଯାଏ ତେବେ କାହାକୁ କେମିତି ଏହି ଟଙ୍କା ଦିଆଯିବ ସେନେଇ ଏବେ ଖୁବ୍ ବିଚାର ମଧ୍ୟ ଚାଲିଛି। କାରଣ ଜବତ ହୋଇଥିବା ଟଙ୍କା ଅଳ୍ପ ଟଙ୍କା ନୁହେଁ ବରଂ ଏହା ହେଉଛି ଟ୍ରକ୍ ଟ୍ରକ୍ ଟଙ୍କା।
Special Report
ଏହି ଟଙ୍କା ପାଇବା ପାଇଁ କେଉଁମାନେ ଯୋଗ୍ୟ ହେବେ ତାହା ଏବେ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ। ଚାରି ଦିନ ହେବ ଭିନ୍ନଭିନ୍ନ ସ୍ଥାନରେ ଚଢାଉ ହୋଇ ଜବତ ହୋଇଛି ୩୦୦ କୋଟି ରୁ ଅଧିକ ଟଙ୍କା। ଏହା ପଛର ଅସଲ ଚେହେରା ଜଣାପଡି ପାରି ନାହିଁ।
ଏହାକୁ ନେଇ ଏବେ ରାଜନୀତି ଲାଗି ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି କି ଲୁଟ୍ ହୋଇଥିବା ଟଙ୍କାର ଗୋଟେ ଗୋଟେ ପଇସା ସୁଝିବାକୁ ପଡିବ।
ତେବେ ଆପଣଙ୍କୁ ଏହି ଟଙ୍କା କୁ ନେଇ କଣ ଲାଗୁଛି କି ଏହି ଟଙ୍କା କାହାର ହୋଇଥିବ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ମଧ୍ଯ ଭୁଲି ଯିବେ ନାହିଁ। ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ସବୁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହା ଯାଉଛି।

Advertisement