Feb 23, 2024, 18:37 IST

ଏଥର ଛାତ୍ର ଛାତ୍ରୀଙ୍କୁ ମିଳିବ କାଳିଆ ଟଙ୍କା ଦେଖନ୍ତୁ କଣ ରହିବ ଏହାର ପ୍ରଧାନ ଲକ୍ଷ

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୁଣି ଥରେ ଏକ ବଡ ଯୋଜନା କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚ।ଏଥର ବିଦ୍ୟାଳୟ ର ଛାତ୍ର ମାନେ ପାଇବେ କାଳିଆ ଯୋଜନା ଟଙ୍କା।
Special report
ଆଗରୁ ଆପଣ ମାନେ ଜାଣି ଥିବେ ରାଜ୍ୟ ରେ କୃଷି ର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେଥି ମଧ୍ୟରୁ କାଳିଆ ଯୋଜନା ଅନ୍ୟତମ।ଏହି ଯୋଜନା ରେ ଅନେକ କୃଷକ ଲାଭବାନ ହେଉଥିଲେ।ସେମାନଙ୍କ କୃଷି ରେ ଉନ୍ନତି ହେଉଥିଲା।
ଏବେ ପିଲା ମାନଙ୍କ ପାଇଁ ଏକ ବଡ ଘୋଷଣା କରା ଯାଇଛି।ଆଜି କ୍ୟାବିନେଟ ବୈଠକ ଡକା ଯାଇ ଥିଲା।ଏଥିରେ ଭୂମିହୀନ ଚାଷୀ ଙ୍କୁ ୨୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ଯୋଜନା ହୋଇଚି।
Special report
ଏହା ପୂର୍ବ ରୁ କାଳିଆ ଯୋଜନା ରେ ଅନେକ ଚାଷୀ ଲାଭବାନ ହୋଇଛନ୍ତି।ରାଜ୍ୟ ର ଆର୍ଥିକ ବିକାଶ ରେ ଏହା ସାହାର୍ଯ୍ୟ କରିଛି।ତେବେ ପୁଣି ଥରେ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି।ଯାହାକୁ ନେଇ ସାଧାରଣ ଚାଷୀ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ଅଛନ୍ତି।
Special report
ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଆଖି ଆଗରେ ରଖି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି।ଏଥିରେ ରାଜ୍ୟ ର ଲୋକ ମାନେ ଉପକୃତ ହେବେ।
Special report
ତେବେ ଚାଷୀ ମାନଙ୍କ ଛଡା ଏବେ ରାଜ୍ୟ ସରକାର ବିଦ୍ୟାଳୟ ରେ ପାଠ ପଢୁଥିବା ପିଲା ମାନଙ୍କ ପାଇଁ ଯୋଜନା କରୁଛନ୍ତି।ଗତ କାଲି କ୍ୟାବିନେଟ୍ ରେ କାଳିଆ ଛାତ୍ର ବୃତ୍ତି ଯୋଜନା କରା ଯାଇଚି।ଏଥିରେ ରାଜ୍ୟ ରେ ପାଠ ପଢୁଥିବା ଅନେକ ଛାତ୍ର ମାନେ ଟଙ୍କା ପାଇ ପାରିବେ।
ଏହି ଯୋଜନା ରେ ଛାତ୍ର ମାନେ ଖୁସି ହେବା ସହିତ କୃଷକ ମାନେ ମଧ୍ୟ ବହୁତ ଖୁସି ହୋଇ ଯାଇଛନ୍ତି। ସମସ୍ତେ ରାଜ୍ୟ ସରକାର ଙ୍କ ଖୁବ୍ ପ୍ରଶଂସା କରିଛନ୍ତି।ଆଗକୁ ସେ ଆହୁରି ଭଲ ଯୋଜନା କରିବେ ବୋଲି ଶୁଣା ଯାଉଚି।ଏଠାରେ ରାଜ୍ୟ ର ପିଲା ମାନେ ମଧ୍ୟ ଟଙ୍କା ପାଇବେ।ଏହା ଦ୍ବାରା ରାଜ୍ୟ ର ଉନ୍ନତି ହେବ।

Advertisement