Updated: Dec 21, 2023, 17:52 IST

୧୯୯୩ ମସିହାରେ ଯାଇଥିଲେ ସ୍ଵାମୀ ଫେରିଲେ ୨୦୨୩ ମସିହାରେ ଦେଖନ୍ତୁ ଫେରିବା ପରେ ସ୍ତ୍ରୀଙ୍କ କଣ ରହିଲା ମନ୍ତବ୍ୟ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ଜାଣିପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ ।
Special Report
ଲୋକମାନେ ନିଜ ପରିବାର ଆଉ ଛୁଆଙ୍କ ପାଇଁ ବାହାରକୁ କାମ କରିବାକୁ ଯାଇଥାନ୍ତି । ଆଉ ସେଠାରେ ଟଙ୍କା ରୋଜଗାର କରିଥାନ୍ତି । ଏବେ ଏଭଳି କିଛି ଘଟଣାକୁ ନେଇ ଆସିଛି ଏହି ଖବର ।
ଏହି ଖବର ହେଉଛି, ଜଣେ ବ୍ୟକ୍ତି ଯାହାଙ୍କ ନାମ ହେଉଛି କପିଳ । ସେ ୩୩ ବର୍ଷ ହେଲା କାମ କରୁଥିଲେ । ସେ ଗାଁ ଛାଡ଼ି ବାହାରକୁ କାମ କରିବାକୁ ଯାଇଥିଲେ । ଏହି ବ୍ୟକ୍ତି ଜଣକ ବାହାରକୁ କାମ କରିବାକୁ ଯାଇଥିଲେ କିନ୍ତୁ ଗାଁକୁ ଫେରିନଥିଲେ ।
Special Report
ଏହି ବ୍ୟକ୍ତି ଜଣକ ଗାଁ ଛାଡ଼ି ୩୩ ବର୍ଷ ରହିଥିଲେ । ଏହି ବ୍ୟକ୍ତି ଜଣଙ୍କର ସଂସାର ମଧ୍ୟ ଅଛି । ଆଉ ସେ ବିବାହ କରିଛନ୍ତି ଆଉ ତାଙ୍କର ସନ୍ତାନ ମଧ୍ୟ ଥିଲେ । କପିଳ ବାହାରକୁ କାମ କରିବାକୁ ଯିବା ପରେ ତାଙ୍କ ସ୍ତ୍ରୀ କାମ କରି ପରିବାର ପୋଷିଥିଲେ ।
ଏହି ମହିଳା ଜଣକ ଅଙ୍ଗନୱାଡ଼ିରେ କାମ କରି ତାଙ୍କ ପିଲାମାନଙ୍କୁ ମଣିଷ କରିଛନ୍ତି । ଏବେ କପିଳ ଘରକୁ ଆସିବା ପରେ ତାଙ୍କ ଗାଁ ବଦଳି ଯାଇଛି, ତାଙ୍କ ପୁଅ ବଡ ହୋଇଯାଇଛି । ହଠାତ୍ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ଦେଖି ଖୁସି ହୋଇ ଯାଇଥିଲେ ।
Special Report
କପିଳ ବଦଳି ନାହାଁନ୍ତି କିନ୍ତୁ ଗାଁ ବଦଳି ଯାଇଛି ଆଉ ସେଠାକାର ପରିବେଶ ଆଉ ଲୋକମାନଙ୍କ ମୁହଁ ବଦଳି ଯାଇଛି । କପିଳ କାହାକୁ ଚିହ୍ନି ପାରୁ ନାହାଁନ୍ତି କି ତାଙ୍କୁ କେହି ଚିହ୍ନି ପାରୁ ନାହାଁନ୍ତି । କପିଳ ଘରକୁ ଫେରିବା ପରେ ପରିବାର ଖୁସିରେ ଅଛନ୍ତି ।
୩୩ ବର୍ଷ ପରେ ସ୍ବାମୀ ଫେରିବା ଦେଖି ସ୍ତ୍ରୀ ଆଉ ପରିବାର ବହୁତ ଖୁସିରେ ଅଛନ୍ତି । ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ହଜି ଯାଇଥିବା ଅତୀତକୁ ସେ ଘର ଦାଣ୍ଡରେ ବସି ମନେ ପକାଉଛନ୍ତି । ତାଙ୍କ ସ୍ତ୍ରୀ ଖୁସି ଥିଲେ ଆଉ ଏହାସହ ସେ ଦୁଃଖରେ ମଧ୍ୟ ଥିଲେ ।
୩୩ ବର୍ଷ ପରେ ଆସିବା ପରେ ସମସ୍ତେ ଖୁସି ଅଛନ୍ତି । ଦେବଗଡ଼ ଜିଲ୍ଲା ସୁବର୍ଣ୍ଣପାଲି ଗାଁର କପିଳ ସାହୁ ୧୯୯୨ ମସିହାରେ ଘରର ଅଭାବ ଅନଟନ ପାଇଁ ଘର ଛାଡ଼ି ଚାଲି ଯାଇଥିଲେ । ଆଉ ସେ ୨୦୨୩ ମସିହାରେ ଘରକୁ ଫେରିଛନ୍ତି ।

Advertisement