Feb 20, 2024, 10:11 IST

ଏଣିକି SBI ବ୍ୟାଙ୍କ ଆଣିଲା ଜବରଦସ୍ତ ଅଫର୍..ଏଣିକି ବସି ଶୋଇ ଘରେ ମିଳିବ ୩୦ ହଜାର ଟଙ୍କା..

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆପଣ ମାନେ ସମସ୍ତେ ଜାଣି ଥିବେ ଦେଶ ରେ ସବୁଠାରୁ ପୁରାତନ ବ୍ୟାଙ୍କ୍ ହେଉଛି ଏସ ବି ଆଇ ବା ଭାରତୀୟ ଷ୍ଟେଟ ବ୍ୟାଙ୍କ।ବର୍ତ୍ତମାନ ସମୟ ରେ ଖବର ଆସୁଛି କି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତାର ଉପଭୋକ୍ତା ମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଚି।
Special report
ଏହି ବ୍ୟାଙ୍କ୍ ଲୋକ ମାନଙ୍କୁ ୨୯୦୦୦ ରୁ ଅଧିକ ଟଙ୍କା ଯୋଗାଇ ଦେବ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଏଭଳି ଏକ ଯୋଜନା ଗତ କାଲି ଏସ ବି ଆଇ ଯୋଗାଇ ଦେଇଛି।ଏହାକୁ ଶୁଣିବା ପରେ ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।
ଏହି ଯୋଜନା ରେ ଯଦି ଆପଣ ମାନେ କିଛି ଟଙ୍କା ନିବେଶ କରିବେ।ତେବେ ଆପଣ ମାନଙ୍କୁ କିଛି ଅଧିକ ଟଙ୍କା ମିଳି ପାରେ।ଆପଣ ମାନେ ଜାଣି ଥିବେ ସମୟେ ସମୟେ ଏସ ବି ଆଇ ବିଭିନ୍ନ ପ୍ରକାର ଯୋଜନା ତାର ଉପଭୋକ୍ତା ମାନଙ୍କ ପାଇଁ କରି ଥାଏ।
ଏହାର ନାମ ହେଉଚି ଏସ ବି ଆଇ ବାର୍ଷିକ ଜମା ଯୋଜନା।ଆପଣ ମାନେ ଯଦି ଏହି ଯୋଜନା ରେ ଥରେ ଟଙ୍କା ରଖିବେ ତେବେ ଆପଣ ମାନଙ୍କୁ ଏଥିପାଇଁ ଅଧିକ କିଛି ଟଙ୍କା ମିଳିବ।ଏଥିରେ ଆପଣ ମାନଙ୍କୁ ଥରେ ଟଙ୍କା ଜମା ରଖିବେ।ଓ ମାସ କୁ ମାସ ଟଙ୍କା ପାଇବେ।
Special report
ଏଥିରେ ୭.୫ ପ୍ରତିଶତ ସୁଧ ପାଇବେ।ଏଥିରେ ଆପଣ ଲାଭବାନ ହୋଇ ପାରିବେ।ଯଦି ଆପଣ ଗୋଟିଏ ମାସ ରେ ଟଙ୍କା ରଖନ୍ତି ତେବେ ଏହାର ପର ମାସ ଠାରୁ ଆପଣ ମାନେ ସୁଧ ପାଇ ପାରିବେ।ଏହା ଏକକ କିମ୍ବା ଜଏଣ୍ଟ ଆକାଉଣ୍ଟ ହୋଇ ପାରିବ।
ଯେତେବେଳେ ଇଚ୍ଛା କରିବେ ଆପଣ ମାନେ ଏହି ଯୋଜନା ରେ ମିଶି ପାରିବେ।ଏଥିପାଇଁ ଆପଣ ମାନଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ।ପ୍ରତି ମାସ ରେ ଆପଣ ମାନଙ୍କ ପାଖରେ ଟଙ୍କା ପହଞ୍ଚି ଯିବ।ଏହା ଆପଣ ଙ୍କୁ ସୁବିଧା ଯୋଗାଇ ଦେବ।
ଲୋକ ମାନେ ଜଲଦି ଏହି ଯୋଜନା ର ଲାଭ ଉଠାନ୍ତୁ।ଏଥିରେ ଆପଣ ମାନଙ୍କୁ ସବୁଠାରୁ ଅଧିକ ସୁଧ ଦିଆ ଯିବ।ଖୁବ୍ କମ୍ ନିବେଶ ରେ ସବୁଠାରୁ ଅଧିକ ସୁଧ ଦେବାର ଏସ ବି ଆଇ ପ୍ରଥମ ବ୍ୟାଙ୍କ।
ଏଥିରେ ବର୍ଷ କୁ ଆପଣ ମାନେ ଅଧିକ ଲାଭ ପାଇବେ।ଯଦି ଆପଣ ମାନେ ୧୦୦୦୦ ଟଙ୍କା ବିନିଯୋଗ କରନ୍ତି ତେବେ ଆପଣ ମାନେ ପାଞ୍ଚ ବର୍ଷ ପାଇଁ ୧୯୫୬ ଟଙ୍କା ପାଇବେ।

Advertisement