Nov 18, 2023, 11:57 IST

ଏମିତିଆ ଶାଶୁ ଶଶୁର କାହାକୁ ବି ନ ମିଳୁ, ପ୍ରିୟଙ୍କା କୁ ମାରି ଟାଙ୍ଗୀ ଦେଲେ ଆଉ କହିଲେ ନିଜେ ନିଜେ ମରିଚି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ ୬ ତାରିଖ ଦିନ ପ୍ରିୟଙ୍କା ମିଶ୍ର ଙ୍କ ମୃ-ତ୍ୟୁ ହୋଇଥିଲା। ଆଉ ପିୟଙ୍କା ଙ୍କ ବାପା ମଧ୍ୟ ଥାନାରେ ଏହା ଅଭିଯୋଗ କରିଥିଲେ କି
Special report
ତାଙ୍କର ଶାଶୁ ଘର ଲୋକ ହିଁ ତାଙ୍କ ଝିଅ ସହ ଏଭଳି କରିଛନ୍ତି। ଏହି ଘଟଣାକୁ ମଧ୍ୟ ଆଜିକୁ ସାତ ରୁ ଆଠ ଦିନ ବିତି ସାରିଲାଣି। ଏହାର ତଦନ୍ତ ମଧ୍ୟ ସେହି ୬ ତାରିଖ ଦିନ ରାତିରୁ ହିଁ ଆରମ୍ଭ ହୋଇ ଯାଇଥିଲା।
ଏହାପରେ ତାଙ୍କର ସ୍ୱାମୀ ସୁରଜ୍ ଦାସ୍ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହା ଅଭିଯୋଗ ହୋଇଥିଲା କି ତାଙ୍କର ସ୍ୱାମୀ ସୁରଜ୍ ଦାସ ତାଙ୍କୁ ଖୁବ ମାରଧର କରୁଥିଲେ।
ଏଭଳି କି ଅନେକ ନିର୍ଯାତନା ମଧ୍ୟ ଦେଉଥିଲେ। ଏହାପରେ ସୁରଜ୍ ଦାସ ଙ୍କୁ ଆରେଷ୍ଟ ମଧ୍ୟ କରାଯାଇ ଥିଲା। ଆଉ ତାଙ୍କୁ ଆରେଷ୍ଟ କରିବା ପରେ କୋର୍ଟ ମଧ୍ୟ ଚାଲାଣ କରାଯାଇ ଥିଲା। ଆଉ ଏହାର ଅନ୍ୟାନ୍ୟ ତଦନ୍ତ ମଧ୍ଯ ସରି ଥିଲା।
Special report
ଏହାପରେ ପୋଷ୍ଟର୍ଟମ ରିପୋର୍ଟ ମଧ୍ୟ ଆସିଥିଲା ଏହା ସହ ଅନ୍ୟାନ୍ୟ ସାକ୍ଷୀ ମାନଙ୍କର ରିପୋର୍ଟ ମଧ୍ୟ ଗ୍ରହଣ କରାଯାଇ ଥିଲା।ବାହାଘରର ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ନବ ବଧୂ ଜଣକ ସହ ଏଭଳି ଘଟଣା ଘଟି ଯାଇଛି।
ଏହି ଘଟଣା ପାଇଁ ପାଖ ପଡୋଶୀ ମାନଙ୍କ ବୟାନ କୁ ମଧ୍ୟ ରେକର୍ଡ କରାଯାଇ ଥିଲା। ଏହାପରେ ଶାଶୁ, ଶଶୁର ଓ ତାଙ୍କର ନଣଦ ଙ୍କୁ ମଧ୍ଯ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ଏହା କୁହା ଯାଉଛି।
ଏବେ ଏହି ଘଟଣା ସଂପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହା ଏକ ନିଶ୍ଚିତ ଭାବରେ ସଙ୍ଗୀନ ମାମଲା ଅଟେ। କାରଣ ବାହାଘରର ମାତ୍ର ଦୁଇ ବର୍ଷ ପରେ ହିଁ ନବ ବଧୂ ଜଣକ ସହ ଏଭଳି ଘଟଣା ଘଟି ଯାଇଛି।
ଏବେ କମିଶନରେଟ ପୋଲିସ ମଧ୍ଯ ଏହାର ଜୋରଦାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ଆଉ ତଦନ୍ତ ପରେ ହିଁ ଘଟଣାର ସମସ୍ତ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଏହା କୁହା ଯାଉଛି।

Advertisement