Jan 7, 2024, 17:06 IST

ଦେଖନ୍ତୁ ଏମିତି ଘଟଣା ଆପଣ କେବେ ଦେଖି ନଥିିବେ ହଠାତ୍ ମାରିଲା ପେଟ ଗଲେ ମେଡିକାଲ ସାଙ୍ଗେ ସାଙ୍ଗେ ହେଇଗଲା ଛୁଆ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
Special Report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।  
ଯାହାକୁ ଲୋକମାନେ ପସନ୍ଦ କରନ୍ତି। ଏବଂ ଏପରି ଭିଡିଓ ଦେଖିବାକୁ ପାଇଥାଉ ଯାହା କେବଳ ଆମକୁ ମନୋରଞ୍ଜନ କରିଥାଏ। ବେଳେବେଳେ କିଛି ଏଭଳି ଭିଡିଓ ମଧ୍ୟ ବାହାରକୁ ଆସେ ଯାହା ଆମକୁ ବିଭିନ୍ନ ସୂଚନା ଦେଇଥାଏ।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ଶାରୀରିକ ସମ୍ପର୍କ ରଖି ନଥିଲେ, କିନ୍ତୁ ହଠାତ୍ ପେଟ କାଟିଲା ଆଉ ହସ୍ପିଟାଲରେ ପିଲା ଜନ୍ମ ଦେଲେ। ତେବେ ସେ ଜଣେ ଛାତ୍ରୀ ଏବଂ ବିବାହ ମଧ୍ୟ କରିନାହାନ୍ତି। 
ତେଣୁ ହଠାତ୍ ଏପରି ପିଲା ଜନ୍ମ କରିବା କଥା ଭାବି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର ୱାସିଂଟନରେ। ସେହି ଅଞ୍ଚଳର ଯୁବତୀ ଲାରେନ୍ ଏବଂ ତାଙ୍କ ପୁଅ ନାମ ସିଲାସ।
Special Report
ତେବେ ଲାରେନ୍ କେମିତି ଗର୍ଭବତୀ ହେଲେ ସେ କଥା ଏବେ ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ସେ ଏବେ ସ୍ଵାଭାବିକ ଭାବେ ଜୀବନ ବିତାଉଛନ୍ତି। ଆଉ ତାଙ୍କ ପୁଅ ସିଲାସ ମଧ୍ୟ ସୁସ୍ଥ ଅଛନ୍ତି। 
Special Report
ତେବେ ଡାକ୍ତରଙ୍କ କହିବା ଅନୁସାରେ ଏହା ହେଉଛି କ୍ରିପଟିକ୍ ପ୍ରେଗ୍ନେସି। ଏପରି ସ୍ଥିତିରେ ଶେଷ ସମୟ ଯାଏଁ ଜଣେ ମହିଳା ଗର୍ଭବତୀ ବୋଲି ଜାଣି ପାରନ୍ତି ନାହିଁ। ୪୭୫ ଗର୍ଭବତୀଙ୍କ ମଧ୍ୟରୁ ଜଣକ ଠାରେ ଏପରି ସ୍ଥିତି ଦେଖାଯାଏ।
କୋଡିଏ ସପ୍ତାହ ଯାଏଁ ସେମାନେ ଗର୍ଭବତୀ ଥିବା ଅନୁଭବ କରିପାରନ୍ତି ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement