Nov 25, 2023, 11:26 IST

ଏମିତି ବୋହୂ କାହାକୁ ନ ମିଳୁ, ରାତି ଅଧ୍ ରେ ଶାଶୁ କୁ ନିଦ ରୁ ଉଠେଇ ପିଟି ଗୁରୁତର କରିଦେଲା ବୋହୂ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବୋହୂ ଏବେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଜ୍ଞା ବୋହୂ ପୂର୍ଣ୍ଣିମା ତାଙ୍କ ଶାଶୁ ଙ୍କ ଏଭଳି ଅବସ୍ଥା କରିଲେ ଯାହା ପାଇଁ ତାଙ୍କ ଶାଶୁ ଙ୍କୁ ମେଡିକାଲ ଯିବା ପାଇଁ ପଡିଲା।
Special Report
କାରଣ କେବଳ ଏତିକି ଥିଲା ଯେତେବେଳେ ପୂର୍ଣ୍ଣିମା ତାଙ୍କର ଝିଅକୁ ମାଡ଼ ମାରିଥିଲେ ସେତେବେଳେ ସେମାନେ ତାଙ୍କର ଶାଶୂ ବୀଣାପାଣି ଏହାର ପ୍ରତିବାଦ କରିଥିଲେ।
ଆଉ ଏକଥା କୁ ଆଦୌ ସହ୍ୟ କରି ପାରି ନଥିଲା ବୋହୁ। ଯାହା ଫଳରେ କି ଶାଶୂ କୁ ମାଡ଼ ମାରି ଲହୁ ଲୁହାଣ କରି ପକାଇ ଥିଲା। କଟକ ଚାଉଳିଆଗଞ୍ଜ ରେ ଏଭଳି କିଛି ଦେଖିବାକୁ ମିଳିଛି।
ବୋହୂ ନିଜ ଶାଶୁ ଙ୍କୁ ମାଡ଼ ମାରି ଶାଶୂ ର ଅବସ୍ଥା ଖରାପ୍ କରି ଦେଇଛି। ଏଭଳି କି ଶାଶୂ କୁ ମେଡିକାଲ ବେଡ ର ବାଟ ମଧ୍ୟ ଦେଖାଇ ଦେଇଛି। ଶାଶୂ ଏବେ ନିଜେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି। ସୁଚନା ମୁତାବକ କଟକ ଚାଉଳିଆଗଞ୍ଜ ର,
Special Report
ବିଣାପାଣି ସାହୁ ଙ୍କ ଘରେ ଏଭଳି କିଛି ଘଟଣା ଘଟି ଯାଇଛି। ବୋହୂ ପୂର୍ଣ୍ଣିମା ସାହୁ ଝିଅକୁ ବାଡଉ ଥିବା ସମୟରେ ଶାଶୂ ତାଙ୍କୁ ଅଟକାଇ ଥିଲେ। ଏହାପରେ ବୋହୂ ତାଙ୍କର ସବୁ ରାଗ କୁ ଶାଶୂ ଉପରେ ସୁଝାଇ ଦେଇଥିଲେ।
ସେ ତାଙ୍କ ଶାଶୂ ଙ୍କୁ ବାଡେଇ ଲହୁ ଲୁହାଣ କରି ଦେଇଥିଲେ। ଆଉ ପୂର୍ଣ୍ଣିମା ଙ୍କ ମୁଣ୍ଡକୁ ରାଗ ଏଭଳି ଚଢିଥିଲା ସେ କେଉଁଠାରେ ଅଟକିବେ ସେ ସମ୍ପର୍କରେ ସେ ଜାଣିପାରି ନଥିଲେ। ଏବେ ବୀଣାପାଣି ଙ୍କ ଝିଅ ମାନେ ତାଙ୍କର ଭାଉଜଙ୍କ ନାମରେ କେସ କରିବାକୁ ଆସିଛନ୍ତି।
ଏବେ ତାଙ୍କର ଝିଅ ମଧ୍ଯ କହିଛନ୍ତି କି ଗତ ଗୁରୁବାର ଦିନ ତାଙ୍କର ଘରେ ଖୁବ ଝଗଡ଼ା ଲାଗିଥିଲା। ଆଉ ପାରିବାରିକ କଳି ମଧ୍ଯ ଲାଗିଥିଲା। ସେଥିପାଇଁ ସେ ତାଙ୍କ ଶାଶୂ ଙ୍କୁ ରାଗି ଠେଲି ଦେଇଥିବା କଥା ମଧ୍ୟ କହିଥିଲେ।
ଆଉ ଏବେ ବୀଣାପାଣି ଙ୍କ ଝିଅ ପୂର୍ଣ୍ଣିମା ଙ୍କ ନାମରେ ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ମିଳୁ ବୋଲି ମଧ୍ୟ କହିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement