Jan 2, 2024, 12:26 IST

ହେ ଭଗବାନ ହେଲା ଏମିତି ଭୟଙ୍କର ଦୁର୍ଘଟଣା ୬୨ ଯାତ୍ରୀ ହେଇଗଲେ ଚେପା ଦେଖନ୍ତୁ କଣ ହେଇଗଲା ୟେ - Exclusive

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ କିଛି ଘଟଣା ଦୁର୍ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏବେ ଶୀତ ପ୍ରବଳ ହେଉଛି । ଶୀତ ସହ କୁହୁଡି ମଧ୍ୟ ପ୍ରବଳ ହେଉଛି । ଆଉ ଏହି କୁହୁଡି ହେବା ଯୋଗୁଁ ଏବେ ଅଘଟଣ ଘଟିଛି । ଏହି ଅଘଟଣ ବିଷୟରେ ଆପଣମାନେ ଏବେ ଜାଣିପାରିବେ । ପ୍ରବଳ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିଲା ।
ବସ ଆଉ ଟ୍ରକ୍ ସାମନାସାମନି ଧକ୍କା ହୋଇଗଲେ । ଘନ କୁହୁଡି ଥିବାରୁ ରାସ୍ତାଘାଟ କିଛି ଦେଖାଗଲା ନାହିଁ । ଆଉ ଏହି କାରଣରୁ ଟ୍ରକ୍ ଆଉ ବସ୍ ସାମ୍ନାସାମ୍ନି ହୋଇ ଧକ୍କା ହୋଇଗଲେ । ଏହି ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି ।
Special Report
ଏବଂ ୧୦ ଜଣ ଆହତ ହୋଇଛନ୍ତି । ପ୍ରବଳ କୁହୁଡି ହୋଇଥିବାରୁ ରାସ୍ତାଘାଟ କିଛି ଦିଶୁ ନାହିଁ । ଏହି କାରଣ ପାଇଁ ଏଭଳି ଏକ ଅଘଟଣ ଘଟିଗଲା । ଏହି ଦୁର୍ଘଟଣାରେ ୪୦ ଜଣଙ୍କ ଠାରୁ ଅଧିକ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି ।
ସାଲେପୁର କଟକ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯିଏ ବି ଦେଖିବ ଭୟଭୀତ ହୋଇଯିବ । ସତରେ ଏହା ବହୁତ ଭୟଙ୍କର ଅଟେ । ଆଖିରେ ନ ଦେଖିଲେ ଏହା ବିଶ୍ବାସ ହେବ ନାହିଁ । ବସରେ ୬୦ ଜଣ ଯାତ୍ରୀ ଥିଲେ ।
Special Report
ଆଉ ସେମାନେ ମୃ-ତ୍ୟୁ ସହ ଦେଖା ହୋଇଥିଲେ । ଏହି ଭୟଙ୍କର ଦୃଶ୍ୟ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ନାହିଁ । ଏହା ବହୁତ ହୃଦୟ ବିଦାରକ ଦୃଶ୍ୟ ଅଟେ । କାଳ ହେଲା କୁହୁଡି ।
୬୦ ଜଣ ରୁ ଅଧିକ ଯାତ୍ରୀ ଏହି ଵସରେ ବସିଥିଲେ । ଏହି ବସରେ ଯେଉଁମାନେ ବସିଥିଲେ ସେମାନେ ମୃ-ତ୍ୟୁ ମୁଖରୁ ଫେରିଛନ୍ତି । ଦୁଇଜଣ ସେହି ଦୁର୍ଘଟଣା ସ୍ଥାନରେ ମୃତ୍ୟୁବରଣ କରିଥିବା ବେଳେ ଆଉ ୪୦ ଜଣ ଆହତ ହୋଇଛନ୍ତି ।
ଯେଉଁମାନଙ୍କ ଅବସ୍ଥା ଗୁରୁତର ଅଛି ସେମାନଙ୍କୁ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି । ଏବେ ଏହି ଘଟଣାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି । ଚାନ୍ଦବାଲି ରାସ୍ତାରେ ଏଭଳି ଘଟଣା ଘଟିଛି । ବସ ଏବଂ ଟ୍ରକ୍ ଡ୍ରାଇଭର ଗୁରୁତର ଅଛନ୍ତି ।

Advertisement