Oct 2, 2023, 11:20 IST

ନିର୍ଦ୍ଦେଶକ ଚଣ୍ଡି ପରିଜା ଯେତେବେଳେ କହିଲେ ଏଲିନା ହେଉଚି ଦୂତୀୟ ରଚନା ବାନାର୍ଜୀ, ଖୁସି ରେ ପାଗଳ ହେଇଗଲେ ଏଲିନା ଆଉ କହିଲେ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏଲିନା ସାମନ୍ତରାୟ ହେଇଛନ୍ତି ଆମ ଓଲିଉଡ଼ ଜଗତରେ ଜଣେ ଚୁଲବୁଲି ନାୟିକା। ତାଙ୍କୁ ଦର୍ଶକ ମଧ୍ଯ ପରଦା ଉପରେ ଖୁବ୍ ପସନ୍ଦ କରନ୍ତି।
Special report
ଆମେ ଏବେ ଆପଣଙ୍କୁ ତାଙ୍କ ସହ ହୋଇଥିବା ତାଙ୍କର ଏକ ସାକ୍ଷାତକାର ସମ୍ପର୍କରେ କହିବାକୁ ଯାଉଛୁ। ସେ ଏବେ ତାଙ୍କର ଆଗକୁ ଆସିବାକୁ ଯାଉଥିବା ଏକ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି। ଆଉ ସେଥିରେ ଏଲିନା ମଧ୍ଯ ସଂପୂର୍ଣ୍ଣ ଜୀବନ୍ତ ଭାବରେ ଅଭିନୟ କରୁଛନ୍ତି।
ଏହି ସିନେମା ରେ ଏଲିନା ଙ୍କ ବିପକ୍ଷରେ ଆକାଶ ଦାସ ନାୟକ ଅଭିନୟ କରୁଛନ୍ତି। ଆଉ ଏଲିନା ମଧ୍ୟ ଆକାଶ ଦାସ ନାୟକ ଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ କରି ବେଶ ଖୁସୀ ଥିବାର ମଧ୍ଯ କହିଥିଲେ।
ସେ କହିଥିଲେ ଯେତେବେଳେ ତାଙ୍କୁ ଅଭିନୟ ସମୟରେ କେଉଁଠାରେ ଆଘାତ ଲାଗିଯାଏ କି ଯଦି କୌଣସି ସିନେମା ରେ ଅଭିନୟ ସମୟରେ ତାଙ୍କୁ ଖୁବ ଟର୍ଚର୍ କରାଯାଏ ସେତେବେଳେ ତାଙ୍କର ବାପା ମାଆ କାନ୍ଦି ପକାନ୍ତି।
Special report
ହେଲେ ତାଙ୍କର ବାପା ମାଆ ତାଙ୍କୁ ଏହି ଫିଲ୍ମ୍ ପାଇଁ ବହୁତ ସପୋର୍ଟ ମଧ୍ୟ କରନ୍ତି। ଏହି ଫିଲ୍ମ୍ ର ଡାଇରେକ୍ଟର ଚଣ୍ଡି ପରିଜା ମଧ୍ୟ କହିଛନ୍ତି କି ସେ ଏଲିନା ଙ୍କ ପାଖରେ ରଚନା ବାନାର୍ଜୀ ଙ୍କୁ ଦେଖି ପାରୁଛନ୍ତି। ଆଉ ଏଲିନା କହିଥିଲେ କି
ଏହା ତାଙ୍କ ପାଇଁ ଏକ ବହୁତ ବଡ଼ କଥା କାରଣ ଏହା ପୂର୍ବରୁ କେହି ହେଲେ ମଧ୍ୟ ତାଙ୍କୁ ଏଭଳି କଥା କହି ନଥିଲେ। ସେଥିପାଇଁ ସେ ବେଶ ଖୁସୀ ଅଛନ୍ତି କାରଣ ତାଙ୍କର ମଧ୍ୟ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ।
ଏହି ଫିଲ୍ମ୍ କୁ ନେଇ ଏଲିନା ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି। ଆଉ ଏହି ଫିଲ୍ମ ମଧ୍ୟ ସିନେମା ହଲ ରେ କମାଲ କରିବ ବୋଲି ଆଶା ଅଛି । ତାଙ୍କର ପୂର୍ବ ଫିଲ୍ମ ଗୁଡ଼ିକୁ ଯେଉଁଭଳି ଭାବେ ସଫଳତା ମିଳିଛି ଏହି ଫିଲ୍ମ୍ କୁ ମଧ୍ଯ ତାଙ୍କୁ ସେଭଳି ଭାବରେ ସଫଳତା ମିଳିବ ବୋଲି ଆଶା ଅଛି।
ତେବେ ଆପଣ ମାନେ ଏଲିନା ସାମନ୍ତରାୟ ଙ୍କ ଏହି ଫିଲ୍ମ କୁ ଦେଖିବା ପାଇଁ କେତେ ମାତ୍ରାରେ ଉତ୍ସାହିତ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Advertisement