Nov 12, 2023, 12:42 IST

ଏକାଠି ରାଷ୍ଟ୍ରପତିଙ୍କ ସହ ପାଠ ପଢୁଥିଲେ ଆଜି ବିତାଉଛନ୍ତି ଏମିତି ଜୀବନ ଦେଖନ୍ତୁ ରାଷ୍ଟ୍ରପତିଙ୍କ ସହ ସେଇ ପୁରୁଣା ଫଟୋରେ ଏମିତି ଯୋଡ଼ି ହେଇଛି ଶ୍ରୁତି - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସବୁ ପ୍ରକାରର ଖବର ଅର୍ଥାତ୍ ରାଜନୀତି, ଓଲିଉଡ ବଲିଉଡ ଏବଂ ରାଜନେତାଙ୍କ ବିଷୟରେ ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special report
ଏବେ ଆପଣମାନେ ରାଷ୍ଟ୍ରପତିଙ୍କୁ ନେଇ କିଛି ଖବର ଆସିଛି ତାହା ଜାଣିପାରିବେ । ରାଷ୍ଟ୍ରପତିଙ୍କ ସାଙ୍ଗଙ୍କୁ ନେଇ ଏବେ ଖବର ଆସିଛି । ଏହି ମହିଳା ଜଣକ ତାଙ୍କ ସାଙ୍ଗଙ୍କୁ ନେଇ କିଛି କଥା କହିଛନ୍ତି । ରାଷ୍ଟ୍ରପତି ଆଉ ତାଙ୍କ ସାଙ୍ଗ ଏକାଠି ପାଠ ପଢୁଥିଲେ ।
ରାଷ୍ଟ୍ରପତି ଆଉ ଏହି ମହିଳା ଜଣକ ଚାରି ବର୍ଷ ଏକାଠି ପାଠ ପଢ଼ିଛନ୍ତି । ଆଉ ସେମାନେ ଏକାଠି ପଢୁଥିଲେ ଆଉ ଏକାଠି ବୁଲାବୁଲି, ଖିଆପିଆ କରିଥାନ୍ତି । ଏହି ମହିଳା ଜଣକ ଏହିସବୁ କଥା ଗଣମାଧ୍ୟମ ଆଗରେ କହିଛନ୍ତି ।
Special report
ମହିଳା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଗୌରୀ ମଲିକ । ଏହି ମହିଳା ଜଣକ ଏବଂ ରାଷ୍ଟ୍ରପତି ସବୁବେଳେ ଏକାଠି ରହିଥାନ୍ତି । ସେହି ମହିଳା ଜଣକ ତାଙ୍କ ପାଖାପାଖି ସବୁବେଳେ ରହିଥାନ୍ତି । ସେମାନେ ଏକାଠି ଫଟୋ ମଧ୍ୟ ଉଠାଇଥାନ୍ତି । 
ହାତରେ ଏବେ ଏହି ମହିଳା ଜଣକ ତାଙ୍କ ସ୍କୁଲ ବେଳର ଫଟୋ ଧରି ଅନେକ କଥା କହିଛନ୍ତି ଆଉ ଭାବୁଛନ୍ତି । ପିଲାଦିନର ସାଙ୍ଗ ହେଉଛନ୍ତି ଆଜିକାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେମାନେ ଚାରି ବର୍ଷ ଏକାଠି ପଢ଼ିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ କଲେଜରେ ପାଠ ପଢିଲେ ।
Special report
ଆଉ ଏହାପରେ ତାଙ୍କ ଭିତରେ କୌଣସି ଯୋଗାଯୋଗ ନଥିଲା । ଗୌରୀ ପାଠ ପଢ଼ିନଥିଲେ ଆଉ ତାଙ୍କର ବିବାହ ହୋଇ ଯାଇଥିଲା । ଯେତେବେଳେ ସେ ଜାଣିଥିଲେ ତାଙ୍କ ସାଙ୍ଗ ରାଷ୍ଟ୍ରପତି ସେତେବେଳେ ସେ ଖୁସି ହୋଇ ଯାଇଥିଲେ ।
Special report
ପିଲାଦିନର ସ୍ମୃତି ସବୁ ସେ ସାଇତି ରଖିଛନ୍ତି । ଏହି ମହିଳା ଜଣକ ଚାହୁଁଛନ୍ତି ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ କିନ୍ତୁ ତାଙ୍କ ପାଖରେ ଅର୍ଥ ନାହିଁ । ଆଉ ଏହି ମହିଳା ଜଣକ ଏବେ ତାଙ୍କ ଘରେ ଅଛନ୍ତି । ଦୁଇ ସାଙ୍ଗ ଭିତରୁ ଜଣେ ରାଷ୍ଟ୍ରପତି ହେଲେ ଆଉ ଜଣେ ତାଙ୍କ ଜରି ପାଲ ଘରେ ରହୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଦୁର୍ଗାପୁର ଗ୍ରାମର ଏ ହେଉଛନ୍ତି ଗୌରୀ ମଲିକ । ରାଷ୍ଟ୍ରପତିଙ୍କ ସହିତ ଭେଟ କରିବାକୁ ସେ ଅପେକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କୁ ଦେଖିବାକୁ ତାଙ୍କର ବହୁତ ଇଚ୍ଛା ଅଛି ।

Advertisement