Dec 17, 2023, 12:17 IST

ଏକା ସାଙ୍ଗ ରେ ଦୁଇ ଦୁଇ ଟା ସ୍ତ୍ରୀ ସହ ସମ୍ପର୍କ ରଖିବା ପଡ଼ିଲା ମହଙ୍ଗା, ସଂପର୍କ ରଖୁ ରଖୁ ଭାଙ୍ଗିଲା ଖଟ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ସ୍ଵାମୀ କୁ ଦୁଇ ଦୁଇ ଜଣ ସ୍ତ୍ରୀ। ତିନି ଜଣ ତିନି ରାତି ଗୋଟେ ସ୍ତ୍ରୀ ସ୍ୱାମୀ ସହ ରହିବ ଆଉ ତିନିଦିନ ତିନି ରାତି ଆଉ ଜଣେ ସ୍ତ୍ରୀ ସ୍ୱାମୀ ସହ ରହିବ ବୋଲି କଥା ହୋଇଥିଲା।
Special Report
ଆଉ ଗୋଟେ ଦିନ ରହିବ ତାହା ସ୍ୱାମୀ ନିଜ ଇଚ୍ଛା ଅନୁସାରେ କାଟିବ ବୋଲି କଥା ହୋଇଥିଲା। ଏକଥା ଶୁଣିବା ପରେ ଆପଣଙ୍କ କାନକୁ ମଧ୍ୟ ଆପଣ ବିଶ୍ବାସ କରି ପାରିବେ ନାହିଁ। ଏପଟେ ଘରେ ପ୍ରଥମ ସ୍ତ୍ରୀ ଥିଲେ।
ସେପଟେ ସ୍ୱାମୀ ଜଣକ ଦ୍ଵିତୀୟ ଯୁବତୀକୁ ପ୍ରେମ କରିଥିଲେ। ଆଉ ହୋଟେଲ୍ ମଧ୍ୟରେ ବ୍ୟକ୍ତି ଜଣକ ସେହି ଯୁବତୀଙ୍କ ନିକଟରୁ ବାରମ୍ବାର ଦେହ ସୁଖ ମଧ୍ୟ ନେଉଥିଲେ। ଯୁବକ ଜଣକ ପୂର୍ବରୁ ବିବାହିତ ଜାଣିବା ପରେ ଯୁବତୀ ଜଣକ ତାଙ୍କ ସହ ସମ୍ପର୍କ ରଖିଥିଲେ।
ଏହାପରେ ଯୁବତୀ ଜଣକ ସେ ଯୁବକ ଙ୍କୁ ବାହା ହେବାକୁ ରାଜି ମଧ୍ଯ ହୋଇ ଯାଇଥିଲେ। ହେଲେ ସ୍ୱାମୀର ସମସ୍ତ କଥା ସମ୍ପର୍କରେ ପ୍ରଥମ ସ୍ତ୍ରୀ ଜାଣି ଯାଇଥିଲା।
Special Report
ଆଉ ସେ ଯୁବତୀ ସହ ସମ୍ପର୍କ ରଖିବାକୁ ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ। ଏପଟେ ନିଜର ସ୍ତ୍ରୀ କଥା ଶୁଣି ଯୁବକ ଜଣକ ସେହି ଯୁବତୀଙ୍କ ନିକଟରୁ ଅଲଗା ହୋଇ ଯାଇଥିଲେ।
ହେଲେ ଏକଥା କୁ ଯୁବତୀ ଜଣକ ଆଦୌ ସହ୍ୟ କରି ପାରି ନଥିଲେ। ଏହାପରେ ନିଜର ପ୍ରେମିକ କୁ ବିବାହ କରିବା ପାଇଁ ସେ ଜିଦି ଧରି ବସିଥିଲେ। ଥାନାର ଦ୍ୱାରସ୍ଥ ମଧ୍ଯ ହୋଇଥିଲେ। ଏହି ଯୁବକ ତାଙ୍କୁ ଧୋକା ଦେଇ ତାଙ୍କୁ ଦୁ-ଷ୍କ-ର୍ମ କରିବା କଥା ମଧ୍ୟ କହିଥିଲେ।
ଏପଟେ କୋର୍ଟ ରେ ଏହି ସମ୍ପର୍କରେ କେସ ମଧ୍ଯ ଚାଲିଥିଲା। ଏହାପରେ ସେ ଜେଲ ଯିବାରୁ ବଞ୍ଚିବା ପାଇଁ ସେହି ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇ ତାଙ୍କୁ ଘରକୁ ନେଇ ଯାଇଥିଲେ।
ଏହାକୁ ପ୍ରଥମ ସ୍ତ୍ରୀ ସହି ପାରି ନଥିଲେ। ତିନି ଜଣଙ୍କ ମଧ୍ୟରେ ଧମଘୋଟ ଝଗଡ଼ା ମଧ୍ୟ ହୋଇ ଯାଇଥିଲା। ଏହାପରେ ଦୁଇ ଜଣ ସ୍ତ୍ରୀ ଙ୍କ ମଧ୍ୟରେ ସ୍ୱାମୀ ଙ୍କୁ ବାଣ୍ଟିବା ପାଇଁ ରାଜି ହୋଇ ଯାଇଥିଲେ।

Advertisement