Feb 2, 2024, 19:10 IST

ଏହି କାରଣରୁ ଶ୍ରୀଦେବୀଙ୍କୁ ଟ୍ରକ୍ ଭର୍ତ୍ତି କରି ଗୋଲାପ ଫୁଲ ପଠାଇଥିଲେ ଅମିତାଭ ବଚ୍ଚନ ଦେଖନ୍ତୁ ଶ୍ରୀଦେବୀ ଜାଣିବା ପରେ କଣ କରିଥିଲେ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । 
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଏବଂ
Special report
ବଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ସବୁ ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ ।
ଆପଣମାନେ ସମସ୍ତେ ବଲିଉଡ ଜଗତର ମହାନ୍ କଳାକାର ଅମିତାଭ ବଚ୍ଚନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣଙ୍କ ବହୁତ ସୁନ୍ଦର ଅଭିନୟ କରନ୍ତି । ଆପଣମାନେ ସମସ୍ତେ ବଲିଉଡ ଜଗତର ମହାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଜାଣିଥିବେ ।
Special report
ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଶ୍ରୀଦେବୀଙ୍କ ସମ୍ପର୍କକୁ ନେଇ କିଛି ଖବର ଆସିଛି । ଶ୍ରୀଦେବୀ ଏବଂ ଅମିତାଭଙ୍କ ମଧ୍ୟରେ ଥିଲା କି ପ୍ରେମ ସଂପର୍କ !
ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ୍ କରିବାକୁ କାହିଁକି ମନା କରି ଦେଇଥିଲେ ଅଭିନେତ୍ରୀ ଶ୍ରୀଦେବୀ ? ଶ୍ରୀଦେବୀଙ୍କୁ ଗୋଲାପ ଭରା ଟ୍ରକ୍ ପଠାଇ ଅମିତାଭ ମନାଇ ଥିଲେ ବୋଲି କଥା ଆସୁଛି । ସେ ଶ୍ରୀଦେବୀଙ୍କୁ ଏମିତି କରି ଇମ୍ପ୍ରେସ କରୁଥିଲେ ।
Special report
ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ ଜଗତର ଆଗ ଧାଡ଼ିର କଳାକାର ଥିଲେ । ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସୁଥିଲା । ତାଙ୍କ ରୂପ ବହୁତ ସୁନ୍ଦର ଥିଲା । ତାଙ୍କ ରୂପରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ଭଲପାଇ ବସିଥିଲେ । 
ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ସେତେବେଳେକୁ ହାଇଲାଇଟରେ ଥିଲେ । ସେମାନଙ୍କ ଫିଲ୍ମ୍ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସୁଥିଲା । କିନ୍ତୁ ୧୯୮୬ ପରଠୁ କଣ ହେଲା କେଜାଣି ଶ୍ରୀଦେବୀ ଅମିତାଭଙ୍କ ସହିତ ଫିଲ୍ମ୍ କରିବାକୁ ମନା କରିଥିଲେ ।
Special report
ସେ ତାଙ୍କ ସହିତ କାମ କରିବେନି ବୋଲି କହିଥିଲେ ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଏକାଠି 'ଖୁଦାଗବହା' ଫିଲ୍ମରେ ଅଭିନୟ କରିଥାନ୍ତି । କିନ୍ତୁ ଶ୍ରୀଦେବୀ ଏହି ଫିଲ୍ମ୍ କରିବାକୁ ମନା କରିଥିଲେ । 
ଏହାପରେ ଅମିତାଭ ଶ୍ରୀଦେବୀଙ୍କ ପାଖକୁ ଗୋଲାପ ଭରା ଟ୍ରକ୍ ପଠାଇଥିଲେ । ତଥାପି ଶ୍ରୀଦେବୀ ମନା କରିଥିଲେ । ଏହି ଫିଲ୍ମରେ ଶ୍ରୀଦେବୀ ଅମିତାଭ ବଚନଙ୍କ ଝିଅ ବା ପତ୍ନୀ ଭୂମିକାରେ ଅଭିନୟ କରିବାକୁ ଦାବି କରିଥିଲେ ।
ଏହାପରେ ଏହି କଥାରେ ରାଜି ହେବା ପରେ ସେମାନେ ଅଭିନୟ କରିଥିଲେ । ଏହି ଫିଲ୍ମ୍ ସୁପରହିଟ ହୋଇଥିଲା । ଆଉ ଏହି ଫିଲ୍ମ୍ ୧୯୯୨ ମସିହାର ସର୍ବାଧିକ ଆୟ କରିଥିବା ଫିଲ୍ମ୍ ଭିତରୁ ତୃତୀୟ ସ୍ଥାନରେ ଥିଲା ।

Advertisement