Updated: Nov 20, 2023, 23:08 IST

ମୋର ଇଚ୍ଛା ନ ଥିବା ସତ୍ତ୍ବେ ବହୁତ୍ ଥର ମତେ ବଡ଼ ବାପା ଜବରଦସ୍ତି ସମର୍କ ରଖିଲେ ... ମୁଁ ଆଉ ମନା କରିପାରିଲିନି..

Special Report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ପୁଣି ଥରେ ହୋଇଛି ଜଣେ ନାବାଳିକା ଝିଅ କୁ ବ-ଳା-ତ୍କା-ର।ବ-ଳା-ତ୍କା-ରୀ ଆଉ କେହି ନୁହନ୍ତି ଝିଅ ର ନିଜ ସମ୍ପର୍କୀୟ ବଡ ବାପା।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ର ଦଶରଥପୁର ଗାଁ ରେ।
Special Report
ସେଠାରେ ବସ୍ ଭିତରେ ଚାରି ଚାରି ଥର ଦୁ-ଷ୍କ-ର୍ମ ର ଶିକାର ହୋଇଚି ଜଣେ ନାବାଳିକା।ନିଜ କଷ୍ଟ କୁ ସହି ନ ପାରି ଝିଅ ଟି ଜୋର୍ ଜୋର ରେ ଚିତ୍କାର କରିଥିଲେ।ହେଲେ ତାର କଷ୍ଟ କୁ କେହି ଶୁଣି ନ ଥିଲେ।
ସୂଚନା ଅନୁସାରେ ସେହି ଗ୍ରାମ ର ଦୟାନିଧି ନାମକ ଜଣେ ବ୍ୟକ୍ତି ହେଉଛନ୍ତି ବ-ଳା-ତ୍କା-ରି।ତାଙ୍କର ଦୁଇ ଦୁଇଟି ପତ୍ନୀ ରହିଛନ୍ତି।ତଥାପି ଦେହ ସୁଖ ପାଇଁ ସେ ପାଗଳ ପରି ହେଇ ଯାଉଥିଲେ।ତାଙ୍କର ପ୍ରଥମ ପତ୍ନୀ ଙ୍କ ର କୌଣସି ସନ୍ତାନ ନ ଥିଲା।
Special Report
ଦିତୀୟ ପତ୍ନୀ ଙ୍କ ର ଗୋଟିଏ ଝିଅ ରହିଥିଲା ବେଳେ ସେ ଏବେ ଆଉ ଥରେ ଗ-ର୍ଭ-ବ-ତୀ ଅଛନ୍ତି।ସେଥିପାଇଁ ଦୟାନିଧି ତାଙ୍କ ପତ୍ନୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ପାରୁ ନ ଥିଲେ।
ଜଣେ ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ରୀ ଟିଉସନ୍ ଯାଇଥିଲେ।ସେ ଦୟାନିଧି ଙ୍କ ସମ୍ପର୍କୀୟ ଝିଆରୀ ହେବେ।ସେ ଉକ୍ତ ଯୁବତୀ ଙ୍କୁ କହି ଥିଲେ କି ତମ ମା ଙ୍କ ଦେହ ଖରାପ ହୋଇଚି ସେ ମେଡିକାଲ ରେ ଅଛନ୍ତି।
ଝିଅ ଟି ସଙ୍ଗେ ସାଙ୍ଗେ ଦୟାନିଧି ର ବାଇକ୍ ରେ ବସି ଭଦ୍ରକ ଯାଉଥିଲା। ସେଠାରୁ ଦୟାନିଧି ତାକୁ ପଶ୍ଚିମ ବଙ୍ଗ ନେଇ କରି ଯାଉଥିଲେ। ଝିଅ ଟି ଯେତେ ଥର ମନା କରିଥିଲା ସେ ଶୁଣି ନ ଥିଲା।
ତାହା ସହିତ ଜୋର୍ ଜବରଦସ୍ତି କରିଥିଲା।ତାକୁ ବସ୍ ଭିତରେ ଚାରି ଚାରି ଥର ଦୁ-ଷ୍କ-ର୍ମ କରିଥିଲା।ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି ଝିଅ ର ବାପା ମା।ଦୟାନିଧି ଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଛନ୍ତି।ତାଙ୍କ ଝିଅ ର ଜୀବନ କୁ ସେ ବର୍ବାଦ କରି ଦେଇଛି ବୋଲି ସେମାନେ କହିଛନ୍ତି।

Advertisement