ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ସ୍ତ୍ରୀ ଙ୍କ କଳି ରୁ ସୃଷ୍ଟି ହେଲା ଏକ ବଡ ଅଘଟଣ।କୁହା ଯାଏ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଜନ୍ମ ଜନ୍ମ ର।ହେଲେ ବର୍ତ୍ତମାନ ସମୟ ରେ ଏହା ମିଛ ବୋଲି ଶୁଣିବାକୁ ମିଳୁଛି।ଏହି ନିକଟ ରେ ଭୁବନେଶ୍ୱର ର ଭାରତ ପୁର ଅଞ୍ଚଳ ରେ ଘଟିଛି ଏଭଳି କିଛି ଘଟଣା ଯାହାକୁ ଆପଣ।
ମାନେ ଶୁଣିଲେ ଆପଣ ଙ୍କ ଲୋମ ଟାଙ୍କୁରି ଉଠିବ।ଜଣେ ମହିଳା ଙ୍କୁ ତାଙ୍କ ସ୍ଵାମୀ ଅଫିସ ଭିତରେ ପଶି ଛୁରାମାଡ କରିଛନ୍ତି।ପତ୍ନୀ ଭୟ ରେ ଜୋର୍ ରେ ଜୋର୍ ରେ ଚିତ୍କାର କରିଥିଲେ।ହେଲେ କେହି ତାଙ୍କ କଥା ଶୁଣି ନ ଥିଲେ।
ତାଙ୍କୁ ବଞ୍ଚାଇବା ପାଇଁ ପାଖରେ ଅନେକ ଲୋକ ମାନେ ଥିଲେ ହେଲେ କେହି ବଞ୍ଚାଇ ପାରି ନ ଥିଲେ।ସୂଚନା ଅନୁସାରେ ମୃ-ତ ମହିଳା ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ଅନେକ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା।
ସେମାନେ ପରସ୍ପର ଠାରୁ ଅଲଗା ରହୁଥିଲେ।ତାଙ୍କ ସ୍ଵାମୀ ସବୁବେଳେ ପତ୍ନୀ ଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ।ହେଲେ ତାହା ସମ୍ଭବ ହୋଇ ପାରୁ ନ ଥିଲା।ଯେତେବେଳେ ପତ୍ନୀ ଅଫିସ ଯିବାକୁ ବାହାରୁ ଥିଲେ।ସେହି ସମୟ ରେ ତାଙ୍କ ସ୍ବାମୀ ପିଛା କରି ଅଫିସ ରେ ପହଞ୍ଚି ଯାଇ।ଥିଲେ।
ଏହା ପରେ ପତ୍ନୀ ଅଫିସ ରେ କାମ କରୁଥିଲେ। ହଟାତ ତାଙ୍କ ସ୍ଵାମୀ ଅଫିସ ଭିତରକୁ ପଶି ଆସି ମହିଳା ଙ୍କ ସହିତ କଥା ହେଲେ।ଜୋର୍ ରେ ଝଗଡ଼ା ହେଲା ।ଶେଷ ରେ ମହିଳା ଙ୍କୁ ତାଙ୍କ ସ୍ଵାମୀ ବ୍ୟାଗ୍ ରୁ ଏକ ଛୁରୀ ବାହାର କରି ଭୁଷି ଚାଲିଲେ।
ପାଖରେ ଉପସ୍ଥିତ ଥିବା ଅନ୍ୟ ଲୋକ ମାନଙ୍କ ପାଖକୁ ମହିଳା ଜଣକ ଦଉଡ଼ି କି ଚାଲି ଯାଇଥିଲେ।ହେଲେ ସେମାନେ ତାଙ୍କୁ ନ ବଞ୍ଚାଇ ସେଠାରୁ ଦୌଡ଼ି ଚାଲି ଗଲେ।ଯାହା ଫଳ ରେ ମହିଳା ଜଣକ ର ସେହିଠାରେ ମୃ-ତ୍ୟୁ ବରଣ କରିଥିଲେ।
ଏହା ପରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଘଟଣା ର ତନାଘନା ଆରମ୍ଭ କରିଥିଲା।ତାଙ୍କ ସ୍ଵାମୀ ଙ୍କୁ ଗିରଫ କରା ଯାଇ ଏବେ ଥାନା ରେ ଅଟକ ରଖା ଯାଇଛି।ଏହି ସବୁ ଘଟଣା ପାଖରେ ଥିବା ସିସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇଥିଲା।ଏହାକୁ ନେଇ ପୋଲିସ ଏବେ ତଦନ୍ତ କରିବା ଆରମ୍ଭ କରିଛି।