Updated: Dec 21, 2023, 11:38 IST

ଏବେ ଆଉ ମନ ଦୁଃଖ କରିବେନି ପଶ୍ଚିମ ଓଡ଼ିଶାବାସୀ, ବିଜେଡି ସରକାର ଏଥର ସେପଟ ଅଞ୍ଚଳ ରେ ବି କରିବ ସହର ଭଳି ଉନ୍ନତି

Special Report

ନମସ୍କାର ପାଠକ ବନ୍ଧୁ।୨୦୨୪ ନିର୍ବାଚନ କୁ ନେଇ ରାଜନୈତିକ ଦଳ ମାନେ ଏବେ ଠାରୁ ଦିନ ଗଣିବା ଆରମ୍ଭ କରି ଦେଇଛନ୍ତି।ଓଡ଼ିଶା ର ବିଭିନ୍ନ ସ୍ଥାନ ରେ ନେତା ମନ୍ତ୍ରୀ ମାନେ ପହଞ୍ଚି ଲୋକ ଙ୍କ ଉନ୍ନତି ପାଇଁ ଭାଷଣ ଦେଉଛନ୍ତି।
Special Report
ଏବେ ଠାରୁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି।ସବୁ ରାଜନୈତିକ ଦଳ ମାନେ ଏବେ ପ୍ରସ୍ତୁତ ହୋଇ ସାରିଲେଣି।ବିଜେଡି,ବିଜେପି ଓ କଂଗ୍ରେସ ଦଳ ଏବେ ଠାରୁ ପ୍ରଚାର ଆରମ୍ଭ କରିଛନ୍ତି।ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି।
୨୦୨୪ ନିର୍ବାଚନ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଡିସେମ୍ବର ୨୪ ତାରିଖ ଦିନ ପଶ୍ଚିମ ଓଡ଼ିଶା ଯିବେ।ଯେଉଁ ଯେଉଁ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରି ପାରୁ ନାହିଁ।ସେହି ଜିଲ୍ଲାର ଉନ୍ନତି କରିବା ସହିତ ସାରା ଓଡ଼ିଶା ର ଲୋକ ମାନଙ୍କ ଉପରେ ନଜର ଦିଆ ଯିବ।
ଅନ୍ୟ ପଟେ ବିଜେପି ମଧ୍ୟ ଏହି ପ୍ରଚାର ରେ ପଛରେ ରହି ନାହିଁ।ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗ୍ରସ୍ତ ରେ ଆସିବେ।ସେ ଏହି ସମୟ ରେ ପଶ୍ଚିମ ଓଡ଼ିଶା କୁ ଯିବେ।ଏଠାରେ କିଛି ଦିନ ରହିବେ।
Special Report
ଅନ୍ୟ ପଟେ କଂଗ୍ରେସ ମଧ୍ୟ ନିଜ ଦଳ ର ନେତା ମାନଙ୍କୁ ନେଇ ଏକ ବହୁତ ବଡ ସଭା ର ଆୟୋଜନ କରିବ।କଂଗ୍ରେସ ଦଳ ର ମୁଖ୍ୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଓଡିଶା ଗ୍ରସ୍ତ ରେ ଆସି ପାରନ୍ତି।
ସେମାନେ ପଶ୍ଚିମ ଓଡ଼ିଶା କୁ ଯାଇ ଲୋକ ଙ୍କ ସହିତ ମିଳାମିଶା କରିବେ।ତେବେ କୁହା ଯାଉଚି ଯେ ଏବେ ସବୁ ରାଜନୈତିକ ଦଳ ମାନେ ପଶ୍ଚିମ ଆଡ଼କୁ ମୁହାଁଇ ଛନ୍ତି।କିପରି ୨୦୨୪ ରେ ନିର୍ବାଚନ ଜିତିବେ ସେଥିପାଇଁ ଏବେ ଠାରୁ ଚେଷ୍ଟା ଜାରି ରଖିଛନ୍ତି।
ଯେଉଁ ନିର୍ବାଚନ ମଣ୍ଡଳୀ ରେ ଭଲ ଫଳାଫଳ ନାହିଁ।ସେହି ନିର୍ବାଚନ ମଣ୍ଡଳୀ କୁ ବୁଲିବା ଦଳ ର ଲକ୍ଷ।ସେଠାରେ ଲୋକ ଙ୍କ ଅସୁବିଧା ସମ୍ପର୍କ ରେ ବୁଝିବେ।ତେବେ କେବଳ ପଶ୍ଚିମ ଓଡ଼ିଶା ନୁହେଁ
ସାରା ରାଜ୍ୟ ର ବିଭିନ୍ନ ଜିଲ୍ଲା କୁ ଗ୍ରସ୍ତ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଏବେ ଠାରୁ ଚର୍ଚ୍ଚା ହେଉଛି।ଏବେ ଦେଖିବାକୁ ବାକି ରହିଲା କେଉଁ ଦଳ ୨୦୨୪ ନିର୍ବାଚନ ରେ ବିଜୟ ହାସଲ କରୁଛି।

Advertisement