Jan 20, 2024, 12:58 IST

ହଁ ମୋ ଦୁଇଜଣ ପିଲା ଙ୍କୁ ମୁ ଶେଷ କଲି କଣ ଫା-ଶୀ ଦେବ କି? କେଡେ ଭୟାନକ ୟେ ମା...

Special Report

ନମସ୍କାର ପାଠକ ବନ୍ଧୁ।ମା ଶବ୍ଦ ରେ ସ୍ନେହ ମମତା ଭରି ରହିଛି।ଗୋଟିଏ ମା କେବେ ବି ନିଜ ପିଲା ର ଖରାପ ଚିନ୍ତା କରି ପାରିବ ନାହିଁ।ସବୁବେଳେ ନିଜ ପିଲା କୁ ଭଲ ରେ ରଖିବା ପାଇଁ ସେ ପ୍ରାର୍ଥନା କରିଥାଏ। ହେଲେ ଆଜି ଆମେ ଏଭଳି ଜଣେ ମା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ।
Special report
କୌଣସି ଏକ କାରଣ ପାଇଁ ଗୋଟିଏ ମା ନିଜ ଦୁଇ ପିଲା ଙ୍କୁ ମାରି ଦେଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ର ବସଲି ଥାନା ଅଞ୍ଚଳ ରେ।ଏଠାରେ ତପସ୍ଵିନୀ ନାମୀ ମହିଳା ଜଣକ ନିଜ ଦୁଇ ଜାଆଁଳା ପିଲା ଙ୍କୁ ମାରି ଦେଇଛନ୍ତି।
ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଚି।ସୂଚନା ଅନୁସାରେ ତପସ୍ଵିନୀ ନାମକ ଜଣେ ମହିଳା ଗତ ଏଗାର ବର୍ଷ ପୂର୍ବେ ସୁନିଲ ଙ୍କୁ ବିବାହ କରିଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଭଲ ରେ ଥିଲେ।ହେଲେ ସେମାନଙ୍କ ର କୌଣସି ସନ୍ତାନ ନ ଥିଲା।
ଏଥିପାଇଁ ତପସ୍ଵିନୀ ଅନେକ ପୂଜା ପର୍ବ କରୁଥିଲେ।ତାଙ୍କ ବଡ ଜା ଙ୍କ ର ମଧ୍ୟ କୌଣସି ସନ୍ତାନ ନ ଥିଲା।ସେଥିପାଇଁ ସେମାନେ ଅନେକ ଠାକୁର ଙ୍କ ପାଖରେ ପୂଜା କରୁଥିଲେ।ଗତ ତିନି ମାସ ହେବ ସୁନିଲ ଓ ତପସ୍ଵିନୀ ଙ୍କ ର ଦୁଇଟି ଯାଆଁଳା ସନ୍ତାନ ଜନ୍ମ ହୋଇ ଥିଲା।
Special report
ସେଥିରୁ ଗୋଟିଏ ପୁଅ ହୋଇ ଥିବା ବେଳେ ଗୋଟିଏ ଝିଅ ହୋଇ ଥିଲା।ପୁଅ ର ନାମ ସାଇ ରଖା ଯାଇଥିଲା।ଓ ଝିଅ ର ନାମ ଶ୍ରଦ୍ଧା ରଖା ଯାଇଥିଲା।ହେଲେ ହଟାତ ଗତ କାଲି ତାଙ୍କ ମୃତ ଦେହ ପୋଖରୀ ମଧ୍ୟରୁ ମିଳି ଥିଲା।ସେ ପୋଖରୀ ମଧ୍ୟକୁ କିପରି ଗଲେ ବୋଲି ସମସ୍ତେ ସନ୍ଦେହ କରିଥିଲେ।
ଏମାନଙ୍କୁ କିଏ ମାରିଛି ବୋଲି ମଧ୍ୟ ଜଣା ପଡି ନ ଥିଲା।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଶବ କୁ ଉଦ୍ଧାର କରି ଥିଲା।ଘଟଣା ର ତଦନ୍ତ ଆରମ୍ଭ କରିଥିଲା।ଏହି ସମୟ ରେ ସାଇ ଶ୍ରଦ୍ଧା ଙ୍କ ମା ଏକ ଅଜବ କଥା କହିଥିଲେ।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ସେ କହିଥିଲେ କି ଏହି ଦୁଇ ପିଲା ଙ୍କୁ ସେ ନିଜ ହାତ ରେ ମାରି ଦେଇଛନ୍ତି।ସେମାନଙ୍କୁ ମାରିବା ପରେ ସେ ତାଙ୍କୁ ନେଇ କୂଅ ରେ ଫୋପାଡି ଦେଇ ଥିଲେ।ଯେମିତି ଏ କଥା କୁ କେହି ଜାଣି ପାରିବେ ନାହିଁ।ଏହା ପରେ ସେ ସ୍ଥାନ ରୁ ସେ ଛାଡି ଚାଲି ଗଲେ।
ଏହାର କିଛି ସମୟ ପରେ ସାଇ ଶ୍ରଦ୍ଧା ଙ୍କୁ ଖୋଜା ହୋଇ ଥିଲା।କିନ୍ତୁ ସେମାନେ ମିଳି ନ ଥିଲେ।ଜଣେ ମା ଏଭଳି କାମ କରିଥିବ ବୋଲି ଏବେ କେହି ବିଶ୍ବାସ କରି ପାରୁ ନାହାଁନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement