ନମସ୍କାର ପାଠକ ବନ୍ଧୁ। ସାନ ଭଉଣୀ କୁ ବିବାହ କରିଛି ବଡ ଭାଇ।ଏମିତି ଏକ ଖବର ଏବେ ଶୁଣିବାକୁ ମିଳିଛି।ଯେ କେହି ବି ଏହି ଘଟଣା ବିଷୟ ରେ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି।

ବର୍ତ୍ତମାନ ସମୟ ରେ ଯୁବକ ଯୁବତୀ ମାନେ ନିଜ ସମ୍ପର୍କ କୁ ଭୁଲି ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। ଥରେ ବି ନିଜ ପରିବାର କଥା ଭାବୁ ନାହାନ୍ତି।ଏପରି ଏକ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ବଡ ଭାଇ ବିବାହ କରିଛି ନିଜ ଠାରୁ ସାନ ଦୁଇ ଭଉଣୀ କୁ।
ସୂଚନା ଅନୁସାରେ ବଡ ଭାଇ ର ବୟସ ହେଉଛି ୧୬ ବର୍ଷ।ତାଙ୍କୁ ପ୍ରେମ କରିବା ପାଇଁ ଝିଅ ମିଳୁ ନ ଥିଲା।ସେଥିପାଇଁ ସେ ନିଜ ସାନ ଦୁଇ ଭଉଣୀ ଙ୍କୁ ବିବାହ କରିଛି।ଜଣକ ର ବୟସ ୧୫ ବର୍ଷ ହୋଇ ଥିବା ବେଳେ ଅନ୍ୟ ଜଣକ ର ବୟସ ୧୪ ବର୍ଷ।

ତଳ ଉପର କରି ତିନି ଜଣ ଭାଇ ଭଉଣୀ ଥିଲେ।ପରିବାର ରେ ସବୁବେଳେ ଭାଇ ଭଉଣୀ ମାନେ ଏପରି ଝଗଡ଼ା ଝାଟି ହୁଅନ୍ତି।ସମସ୍ତେ ଭାବୁ ଥିଲେ ସେମାନେ ଭାଇ ଭଉଣୀ ବୋଲି ସେପରି ହେଉଛନ୍ତି।
ହେଲେ ପରେ ଜଣା ପଡି ଥିଲା ଯେ ସେମାନେ ପରସ୍ପର କୁ ପ୍ରେମ କରୁଥିଲେ।ପ୍ରେମ ପାଇଁ ନିଜ ଘରୁ ଚାଲି ଯାଇଛନ୍ତି ଦୁଇ ଭଉଣୀ ଓ ଭାଇ।ଏକା ସାଙ୍ଗ ରେ ଦୁଇ ଭଉଣୀ କୁ ବିବାହ କରିଛି ବଡ ଭାଇ।

ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା ହେଉଚି।ଯେଉଁ ହାତ ରେ ଦିନେ ଦୁଇ ଭଉଣୀ ରାକ୍ଷୀ ବାନ୍ଧି ଥିଲେ।ତାକୁ ଏବେ ନିଜ ସ୍ଵାମୀ ରୂପେ ପୂଜା କରିବେ।
ଯେ କେହି ବି ଏହି କଥା ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାଇ ଭଉଣୀ ର ସମ୍ପର୍କ ହେଉଚି ଗୋଟିଏ ପବିତ୍ର ସମ୍ପର୍କ।ଯାହାକୁ ଏହି ଭାଇ ଭଉଣୀ ମାନେ ଖରାପ କରି ଦେଇଛନ୍ତି।
ଭାଇ ଭଉଣୀ ର ସମ୍ପର୍କ କୁ ସବୁଦିନ ପାଇଁ ଭାଙ୍ଗି ଦେଲେ।ଏବେ ତାଙ୍କ ପରିବାର ଲୋକେ ତାଙ୍କୁ ଘରେ ପୁରାଉ ନାହାନ୍ତି।ତାଙ୍କ ବାପା ତାଙ୍କ ଉପରେ ବହୁତ ରାଗୀ ଯାଇଛନ୍ତି।ଯାହାକି ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।