ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଜଣେ ଭଉଣୀ ସାଜିଲା ଅନ୍ୟ ଜଣେ ଭଉଣୀ ର ସଉତୁଣୀ।ଏମିତି ଅନେକ ଖବର ଆପଣ ମାନେ ଜାଣି ଥିବେ।ଆମେ ମଧ୍ୟ ଆଜି ଆପଣ ମାନଙ୍କୁ ସେହି ଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ର ରାଜକନିକା ଅନ୍ତର୍ଗତ ଦଶିପୁରା ପଞ୍ଚାୟତ ରେ।ସେଠାରେ ରହୁଥିଲେ ଚନ୍ଦନ ରାଉତ।ସେ ଗତ କିଛି ବର୍ଷ ତଳେ ପଦ୍ମାବତୀ ନାମକ ଝିଅ କୁ ବିବାହ କରିଥିଲେ।ଓ ଏହା ର କିଛି ବର୍ଷ ପରେ ସେ ପ୍ରେମ କରି ପଦ୍ମାବତୀ ଙ୍କ ସାନ ଭଉଣୀ କୁ ବିବାହ କରିଥିଲେ।
ବିବାହ ପରେ ଦୁଇ ଭଉଣୀ ଦୁଇ ସଉତୁଣୀ ସାଜି ଥିଲେ।ଓ ସେମାନଙ୍କ ଭିତରେ ପାରିବାରିକ ବିବାଦ ଦେଖା ଦେଲା।ପଦ୍ମାବତୀ ଶାଶୁ ଘରେ ରହୁଥିବା ସମୟ ରେ ତାଙ୍କ ସାନ ଭଉଣୀ ବାପ ଘରେ ଆସି ରହୁଥିଲେ।
ଏହା ପରେ ପଦ୍ମାବତୀ ନିଜ ପୁଅ କୁ ମଧ୍ୟ ସାନ ଭଉଣୀ ଙ୍କୁ ଦେଇ ଦେଇଥିଲେ।କିନ୍ତୁ ଦିନ କୁ ଦିନ ଏହି ବିବାଦ ବଢିବାରେ ଲାଗିଲା।ହଟାତ ଦିନେ ପଦ୍ମାବତୀ ଙ୍କ ମୃ-ତ ଦେହ ତାଙ୍କ ରୁମ୍ ଭିତରୁ ମିଳି ଥିଲା।ମୃତ୍ୟୁ ସମୟ ରେ ତାଙ୍କ ଦେହ ରେ ଅନେକ ସ୍ଥାନ ରେ କ୍ଷତ ଚିହ୍ନ ରହିଥିଲା।
ପଦ୍ମାବତୀ ଙ୍କ ଶାଶୁ ଘର ଓ ବାପ ଘର ଲୋକେ ଏହି କେସ କୁ ଚାପି ଦେବା ପାଇଁ ଅନେକ ଚେଷ୍ଟା କରିଥିଲେ।ହେଲେ ଗ୍ରାମ ର କିଛି ଲୋକ ମାନେ ପଦ୍ମାବତୀ ଙ୍କ ମୃ-ତ୍ୟୁ ବେଳ ରେ ଫଟୋ ଉଠାଇ ଥିଲେ।
ତାଙ୍କ ଶରୀର ରେ କ୍ଷତ ଥିବାରୁ ଏବେ ସମସ୍ତେ ସନ୍ଦେହ କରୁଛନ୍ତି କି ପଦ୍ମାବତୀ ଙ୍କୁ ମାରି ଦିଆ ଯାଇଛି।ସେଥିପାଇଁ ନିକଟସ୍ଥ ଗ୍ରାମ ର କିଛି ଲୋକ ମାନେ ଏଥିପାଇଁ ପୋଲିସ ର ସାହାର୍ଯ୍ୟ ନେଇଛନ୍ତି।
ସେମାନେ ଉକ୍ତ ଫଟୋ କୁ ନେଇ ପୋଲିସ କୁ ଦେଖାଇଛନ୍ତି।ଯଦି ଏହି ଅପରାଧୀ ମାନଙ୍କୁ ଛାଡି ଦିଆ ଯାଏ ତେବେ ଭବିଷ୍ୟତ ଏଭଳି ଅନେକ ଅପରାଧୀ ସୃଷ୍ଟି ହେବେ।ଗୋଟେ ଭଉଣୀ ଏଠି ତାର ନିଜ ଭଉଣୀ କୁ ହତ୍ୟା କରିଛି।ଏଭଳି ଖବର ଯେ କେହି ବି ଶୁଣୁଚି ତାର ଆଖି ରେ ଲୁହ ଆସି ଯାଇଛି।