ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ସ୍ବାର୍ଥ ଲାଗି ଏବେ ଜଣେ ଅନ୍ୟ ଜଣକୁ ଜୀବନ ରୁ ମାରି ଦେଉଛି।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ଏହି ଘଟଣା ଟି ଘଟିଛି ବେଙ୍ଗାଳୁରୁ ଅଞ୍ଚଳ ରେ।ଏଠାରେ ଜଣେ ମହିଳା ତାଙ୍କ ଡ୍ରାଇଭର ର କଥା ନ ଶୁଣିବାରୁ ସେ ତାଙ୍କୁ ଜୀବନ ରୁ ମାରି ଦେଲେ।ଯାହାକି ଏବେ ସେଠାରେ ଚର୍ଚ୍ଚା ର ବିଷୟ ପାଲଟିଛି।
ସୂଚନା ଅନୁସାରେ ମହିଳା ଜଣକ ର ନାମ ହେଉଚି କେ ଏସ ପ୍ରତିମା।ସେ ଖଣି ଖାଦାନ ବିଭାଗ ର ମୁଖ୍ୟ ଅଟନ୍ତି।ସେ ତାଙ୍କ ଗାଡ଼ି ଚଳାଇବା ପାଇଁ କିରଣ ନାମକ ଜଣେ ବ୍ୟକ୍ତି ଙ୍କୁ ରଖିଥିଲେ।କିରଣ ଅନେକ ବର୍ଷ ଧରି ତାଙ୍କ ଗାଡ଼ି ଚଳାଉଥାନ୍ତି।

ହେଲେ ଗାଡ଼ି ଚଳାଇଲେ ବେଳେ ସେ ପ୍ରତିମା ଙ୍କ କଥା କୁ ଶୁଣନ୍ତି ନାହି।ଓ ଥରେ ସେ ଏକ ଦୁ-ର୍ଘ-ଟ-ଣା ଘଟାଇ ଜଣେ ବ୍ୟକ୍ତି ଙ୍କୁ ମାରି ଦେଇଥିଲେ।ଏହା ପର ଠାରୁ ପ୍ରତିମା କିରଣ ଙ୍କୁ ଚାକିରି ରୁ ବାହାର କରି ଦେଇଥିଲେ।
କିଛି ଦିନ କିରଣ ଘରେ ରହିବା ପରେ ପୁଣି ଥରେ ପ୍ରତିମା ଙ୍କ ପାଖକୁ ଆସି ଥିଲେ।ତାଙ୍କୁ ଗୁହାରି ହୋଇ କହିଥିଲେ କି ଚାକିରି ଦେବା ପାଇଁ।ହେଲେ ପ୍ରତିମା କାହାରି କଥା ଶୁଣି ନ ଥିଲେ।ସେ ସିଧା ସିଧା ମନା କରି ଦେଇଥିଲେ।

ଏହା ଯୋଗୁଁ କିରଣ ରାଗି ଯାଇ ପ୍ରତିମା ଙ୍କୁ ଜୀବନ ରୁ ମା-ରି ଦେଇଥିଲେ।ଓ ମା-ରି ସାରିଲା ପରେ ତାଙ୍କୁ ବହୁ ଦୂରକୁ ନେଇ ଫୋପାଡି ଦେଇ ଥିଲେ।ପୋଲିସ ଘଟଣା ବିଷୟରେ ତଦନ୍ତ କଲା ପରେ କିରଣ ଧରା ପଡ଼ି ଯାଇଥିଲେ।
ସେ ପୋଲିସ ଆଗରେ ସବୁ କିଛି ସତ ସତ ମାନି ଯାଇଥିଲା।ସେ କିପରି ଭାବେ ତାଙ୍କୁ ହ-ତ୍ୟା କରିଥିଲା ସବୁ କିଛି କହି ଦେଇଥିଲା।ଏହା ପରେ ପୋଲିସ ଘଟଣା ର ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଚି।ପ୍ରତିମା ଙ୍କ ପରିବାର ଲୋକେ କହିଛନ୍ତି କି କିରଣ କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉ।