Apr 28, 2024, 23:00 IST

ଭୁଲ୍ ରେ ବି ଖରା ରେ ବାହାରକୁ ଯାନ୍ତୁନି..ଆଗକୁ ଖରା ବେଶୀ ବଢିବ...

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅସହ୍ୟ ତାତି ଯୋଗୁଁ ଏବେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ତାତି ରେ ଏବେ ସାରା ସହର ଜଳୁଛି।
ସର୍ବୋଚ୍ଚ ତାପମାତ୍ରା ଅନୁଗୁଳ ସହରରେ ରେକର୍ଡ କରାଯାଇଛି। ଯାହାକି ଥିଲା ୪୪.୬°। ତାହା ଛଡା ଆଜି ସକାଳ ସାଢେ଼ ଆଠଟା ସୁଦ୍ଧା ଅନୁଗୁଳ ରେ ସବୁଠାରୁ ଅଧିକ ତାପମାତ୍ରା ଥିଲା ଯାହାକି ଥିଲା ୩୬° ସେଲସିୟସ୍।
Bb
ଭୁବନେଶ୍ୱର ର ୩୫.୫° , ତାଳଚେର ରେ ୩୫.୪ ଡିଗ୍ରୀ ମଧ୍ୟ ଥିଲା। ଅନେକ ସହର ମାନଙ୍କର ତାପମାତ୍ରା ୩୩ ଡିଗ୍ରୀ ରୁ ଖୁବ୍ ଅଧିକା ଥିବା ମଧ୍ୟ ଜଣା ପଡ଼ି ଥିଲା।୩୩ ସହରରେ ତାପମାତ୍ରା ମଧ୍ଯ ୪୦ ଡିଗ୍ରୀ ଉପରେ ଥିଲା।
କଟକ ରେ ମଧ୍ୟ ସାଢେ଼ ଆଠଟା ସୁଦ୍ଧା ୩୩.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇ ଥିଲା। ଭୁବନେଶ୍ବର ରେ ବର୍ତ୍ତମାନ୍ ସମୟରେ ୭୦ ପ୍ରତିଶତ ଆଦ୍ରତା ମଧ୍ୟ ରହିଛି। କଟକ ରେ ୩୪ ପ୍ରତିଶତ ଆଦ୍ରତା ରହିଛି।
ଯଦି ଆମେ ସମସ୍ତ ଅଞ୍ଚଳ ଦେଖିବା ତେବେ ପ୍ରାୟ ଅଞ୍ଚଳରେ ୬୫ ପ୍ରତିଶତ ରୁ ଅଧିକ ଆଦ୍ରତା ରହିଛି। ସେଥିପାଇଁ ଏବେ ଗୁଳୁଗୁଳି ର ମାତ୍ରା ଅଧିକ ରହୁଛି। ହେଲେ ଟୁଇନ ରେ ଯେତେ ଯେତେ ସମୟ ବିତୁଛି
Hj
ଆଦ୍ରତା ର ମାତ୍ରା ମଧ୍ୟ କମିଯିବ ବୋଲି ଏହା ଜଣା ପଡ଼ିଛି। କାରଣ ତାପମାତ୍ରା ଯେତେବେଳେ ବଢେ ସେତେବେଳେ ଆଦ୍ରତା କମିଯାଏ ଥାଏ। କାରଣ ଶୁଷ୍କ ବାୟୁ ଯେତେ ରହିବ ଆଦ୍ରତା ସେତେ କମିବା ସହ ତାପମାତ୍ରା ବଢ଼ିବାକୁ ଲାଗି ଥାଏ।
ଦିନ ସାଢେ଼ ଏଗାରଟା ପର୍ଯ୍ୟନ୍ତ ଆମ ଗୁଳୁଗୁଳିର ମାତ୍ରା ମଧ୍ଯ ଅଧିକ ଥାଏ। ଏଭଳି କିଛିଦିନ ମଧ୍ୟ ଝାଞ୍ଜି ଓ ତାତି ର ମାତ୍ରା ଅଧିକ ରହିବ। ଏଭଳି କିଛି ସହରରେ ମଧ୍ୟ ଅତ୍ୟଧିକ ତାତି ଅନୁଭୁତ ହୋଇଥିଲା। ତେବେ ଏହାକୁ ନେଇ ଲୋକମାନେ ଚିନ୍ତିତ ହୋଇ ଯାଇଛନ୍ତି।
କାରଣ ଅସହ୍ୟ ତାତି ପାଇଁ ସେମାନେ ନାହିଁ ନଥିନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement