Feb 1, 2024, 10:54 IST

କାହିଁକି ଡାକ୍ତରଙ୍କୁ ଚପଲରେ ମାରିଥିଲେ ଏହି ମହିଳା ସାମ୍ନାକୁ ଆସିଲା ଅସଲ କାରଣ ଦେଖନ୍ତୁ କଣ ହୋଇଥିଲା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଦେଖିବେ ତାହା ଦେଖିଲେ ଆପଣଙ୍କ ମନରେ ଅନେକ କଥା ଭାବିବେ । ଆଉ ଏହି ଭିଡିଓରେ ମହିଳା ଜଣକ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ କଥା ଆସୁଛି । ଜଣେ ମହିଳା ହସ୍ପିଟାଲ ଯାଇଥିଲେ । 
ଆଉ ସେ ସେଠାରେ ଏଭଳି କିଛି କାମ କରିଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳା ଜଣକ ଡାକ୍ତରଙ୍କୁ ଦେଖା କରିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ।
Special report
ଆଉ ଯେତେବେଳେ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଲେ ସେତେବେଳେ ସେହି ମହିଳା ଜଣକ ଡାକ୍ତର ଜଣଙ୍କୁ ଚପଲ ଖୋଲି ମାଡ ମାରିଥିଲେ । ଏହି ମହିଳା ଜଣକ ଚପଲରେ ମାରିବା ପରେ ଡାକ୍ତର ଜଣକ ବଞ୍ଚାଅ ବଞ୍ଚାଅ ବୋଲି କହିଥିଲେ କିନ୍ତୁ ତାଙ୍କ ପାଖକୁ କେହି ଯାଇ ନଥିଲେ । 
ଏହି ମହିଳା ଜଣଙ୍କ ଡାକ୍ତର ଜଣଙ୍କୁ ମାରିବାର କାରଣ ହେଉଛି କି ଏହି ମହିଳା ଜଣଙ୍କର ଝିଅ ମରି ଯାଇଥିଲା ଆଉ ତାର ପୋଷ୍ଟମର୍ଟମ ରିପୋର୍ଟରେ ଅନେକ କିଛି ଲେଖା ଯାଇ ନଥିଲା ।
Special report
ଏହି ମହିଳା ଜଣଙ୍କର ଝିଅକୁ ହ-ତ୍ୟା କରାଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ ମହିଳା । ମହିଳାଙ୍କ ଝିଅର ଦେହରେ ଅନେକ ଦାଗ ଥିଲା କିନ୍ତୁ ଏହି ସବୁ କଥା ପୋଷ୍ଟମର୍ଟମ ରିପୋର୍ଟରେ ଲେଖା ଯାଇ ନଥିଲା । ଏହି କାରଣ ପାଇଁ ମହିଳା ଜଣକ ମାଡ ମାରିଥିଲେ ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏହି ଘଟଣା । ଡାକ୍ତର ରଶ୍ମି ରଞ୍ଜନ ମିଶ୍ରଙ୍କୁ ମାଡ ମାରିଛନ୍ତି ମହିଳା । ପ୍ରଥମେ ହାତରେ ଆଉ ତାପରେ ଚପଲରେ ମାଡ ମାରିଥିଲେ ମହିଳା । ୨୦୨୩ ମସିହା ଫେବୃଆରୀ ମାସରେ ସୁଞାନି ଗମାଙ୍ଗଙ୍କ ଝିଅ ସୌଦାମିନୀ ମୃ-ତ୍ୟୁବରଣ କରିଥିଲେ ।
ସେ ପାରଳାଖେମୁଣ୍ଡି କଲେଜରେ ପାଠ ପଢୁଥିଲେ । ଏହି ଘଟଣା ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଆଉ ତାପରେ କ୍ରାଇମବ୍ରାଞ୍ଚ୍ ହାତକୁ ଯାଇଛି । ଏବେ ମଧ୍ୟ ଏହି ମହିଳାଙ୍କ ଝିଅର ମୃ-ତ୍ୟୁର ତଦନ୍ତ କରାଯାଉଛି । ମହିଳା ଜଣକ ଏବେ ନ୍ୟାୟ ଦାବି କରିଛନ୍ତି ।

Advertisement