Updated: Feb 2, 2024, 10:14 IST

ଡ଼ାକ୍ତରଙ୍କୁ ଚପଲ ମାଡ଼ ଘଟଣାରେ ମୁଁହ ଖୋଲିଲେ ମହିଳା ଦେଖନ୍ତୁ କହିଲେ ସତ କଣ ହୋଇଥିଲା ତାଙ୍କ ସହ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସତ କହିଲେ ମହିଳା ,ଗାଳିଗୁଲଜ ସହ ଡାକ୍ତର ଏଣେତେଣେ ସ୍ପର୍ଶ କରିଥିବା ଅଭିଯୋଗ କରିଛନ୍ତି। ସେପଟେ ପାରଳାଖେମୁଣ୍ଡି ପୋଲିସ ଅଭିଯୋଗ ପତ୍ର ଗହଣ କରି ତଦନ୍ତ ଆରମ୍ଭ କରିଛି କିନ୍ତୁ ଅଭିଯୋଗକୁ ପଞ୍ଜିକୃତ କରିନାହିଁ।
Special report
ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ସଦମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ ସ୍ଥିତ ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତ ମୃ-ତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦଳ ତ୍ଵରାନିତ କରିଛି। 
କ୍ରାଇମବ୍ରାଞ୍ଚ ୫ ଜଣିଆ ଦଳର ମୋହନା, ଅଡବା, ରାମଗିରି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହୁଥିବା ମୃତଛାତ୍ରୀ ସୌଦାମିନୀ ରଇତଙ୍କ ସହପାଠୀ ଏବଂ ନବୋଦୟ ପରିସରରେ ରହୁଥିବା ଷ୍ଟାଫ ନର୍ସଙ୍କୁ ପଚରାଉଚରା କରିଛି।
Special report
ସମଗ୍ର ରାଜ୍ୟରେ ବହୁଚର୍ଚ୍ଚିତ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କ ସନ୍ଦେହଜନକ ମୃ-ତ୍ୟୁ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚର ୩ଟି ବୈଷୟିକ କ୍ୟାମେରା ଦଳ ନବୋଦୟ ବିଦ୍ୟାଳୟରେ ପହଞ୍ଚିଥିଲା। 
ସେଠାରେ ସେମାନେ ସୌଦାମିନୀ ରହୁଥିବା ଛାତ୍ର ନିବାସ ଏବଂ ସେହି ପରିସରର ଯେଉଁ ସ୍ଥାନରେ ସନ୍ଦେହଜନକ ଭାବେ ମୃ-ତ୍ୟୁ ଘଟିଥିଲା ଉକ୍ତ ସ୍ଥାନକୁ ଯାଇ ବିଶେଷଜ୍ଞ ଦଳ ମାନେ ବିଭିନ୍ନ ଫୋଟ ଏବଂ ଭିଡିଓ ଉତ୍ତୋଳନ କରିଥିଲେ।
Special report
ଏହି ସମୟରେ ଘଟଣାର ତଦନ୍ତ କରିଥିବା ଡିଏସପି ନିରଞ୍ଜନ ବେହେରା ଓ ତାଙ୍କ ଦଳ, ମୃ-ତ ଛାତ୍ରୀଙ୍କ ମା ଓ ବାପା ଏବଂ ବିଦ୍ୟାଳୟର କତୃପକ୍ଷ ଉପସ୍ଥିତ ରହିଥିଲେ। 
Special report
୩ଟି ବିଶେଷଜ୍ଞ କ୍ୟାମେରା ଦଳର ତଦନ୍ତ ବେଳେ ସେଠାରେ ଉପସ୍ଥିତ ରହିଥିବା ଗଣମାଧ୍ୟମ ପ୍ରତିଦିନ ଦଳକୁ ଭିତରକୁ ଯିବାକୁ ବାରଣ କରାଯାଇଥିଲା।
ତଦନ୍ତର ସମ୍ମୁଖୀନ ହୋଇଥିବା ଷ୍ଟାଫନର୍ସ ଘଟଣା ଦିନ ଭୋର ୫:୧୦ ରୁ ୫:୧୫ ମିନିଟ ବେଳକୁ ଛାତ୍ରୀ ନିବାସରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିଲା ବେଳକୁ ଛାତ୍ରୀ ନିବାସର ପିଲା ମାନେ ଶବକୁ ତଳକୁ ଓହ୍ଲାଇ ସାରିଥିଲେ ବୋଲି ନିଜେ ଷ୍ଟାଫନର୍ସ ପ୍ରତିକ୍ରିୟାରେ କହିଛନ୍ତି।

Advertisement